ନିକଟ ରେ ଅଲିଉଡ ସୁପରଷ୍ଟାର ଦିପକଙ୍କର ବାର୍ଥଡେ ସେଲିବ୍ରେସନ୍ ତାଙ୍କ ଘରେ ଶେଷ ହୋଇ ଯାଇଛି । ତେବେ ଏହି ବାର୍ଥଡେ ଅଭିନେତା ଦିପକତ ବହୁତ ମଜାମସ୍ତି କରି ଥିବାର ଖବର ମିଳି ଥିଲା । ତେବେ ଦିପକ ଏବଂ ନିଜ ସ୍ତ୍ରୀ ଏବଂ ପରିବାର ସହିତ ବହୁତ ମଜାମସ୍ତି କରି ଥିବାର ନଜର ଆସି ଥିଲେ । ତେବେ ଦିପକ ଏଥିରେ ଏକ ଆଉଟଫୁଟ୍ ଲୁକ୍ ରେ ନଜର ଆସି ଥିଲେ ଆଉ ତାଙ୍କର ଏହି ଲୁକ୍ ସମସ୍ତ ଙ୍କୁ ବହୁତ ପସନ୍ଦ ଆସି ଥିଲା । ଆଉ ସୁପରଷ୍ଟାର ଦିପକ ଏହି ଅନ୍ଦାଜରେ ନିଜ ପରିବାର ସହିତ ବାର୍ଥଡେ ସେଲିବ୍ରେସନ୍ କରିବା ସହିତ ପରିବାର ସହିତ ବହୁତ ସମୟ ବିତାଇବାର ଏବଂ ମଜାମସ୍ତି କରିବାର ମଧ୍ୟ ନଜର ଆସି ଥିଲେ ।
ତେବେ ଦିପକ ନିଜର ବାର୍ଥଡେ ସେଲିବ୍ରେସନ୍ ସହିତ ନିଜ ସ୍ତ୍ରୀ ଏବଂ ପରିବାର ସହିତ ସାମ୍ନା କୁ ଆସି ଥିଲେ । ତେବେ ସୁପରଷ୍ଟାର ଦିପକ ଙ୍କ ର ଆଗୁକୁ ଆସି ବାକୁ ଯାଉଚି ଏକ ନୂଆ ଚଳଚିତ୍ର । ଯେଉଁ ଚଳଚିତ୍ର ରେ ପ୍ରଡ୍ୟୁସର ରହିଛନ୍ତି ଦିପକ ଙ୍କ ସ୍ତ୍ରୀ ନିଜେ ତନୁଜା । ତନୁଜା ପ୍ରଡକ୍ସନ ହାଉସରେ ଏକ ଚଳଚିତ୍ର ଆସିବାକୁ ଯାଉଛି ଯେଉଁ ଥିରେ ଆପଣ ମାନେ ଅଭିନେତା ଦିପକ ଙ୍କୁ ହିରୋ ଭାବରେ ଦେଖି ବାକୁ ପାଇବେ ଏବଂ ତାଙ୍କ ବିପକ୍ଷ ରେ ଦୁଇ ଜଣ ନାୟିକା ଙ୍କୁ ମଧ୍ୟ ଦେଖିବାକୁ ପାଇବେ ।
ତେବେ ଏକ ତ୍ରିକୋଣଭୂମି ଲଭ ଷ୍ଟୋରି ରେ ଏହି ଚଳଚିତ୍ର ଟି ଆସିବ ପ୍ରକ୍ଷାଳୟକୁ । ତେବେ ଏହି ଚଳଚିତ୍ର ର ସୁଂଟି ଏବେ ଆରମ୍ଭ ହୋଇ ସାରିଲାଣି ଏବଂ ଦିପକ ଏଥିରେ ଏକ ଦମଦାର କ୍ୟାରେକ୍ଟର ରେ ନଜର ଆସିବେ । ଆଉ ଅଭିନେତା ଦିପକ ଙ୍କ ର ବାର୍ଥଡେ ସେଲିବ୍ରେସନ୍ ଅପେକ୍ଷା ସେହି ଚଳଚିତ୍ର ଟି ର ସେଲିବ୍ରେସନ୍ ର ମଧ୍ୟ ଅଧିକ ହୋଇ ଥିଲା ଦିପକ ଙ୍କ ଘରେ । ଦିପକ ଙ୍କ ଘର ପରିବାର ସହିତ ସେହି ଚଳଚିତ୍ରର ମୂହୂରତ୍ତ କରିବା ସହିତ ଦିପକ ଙ୍କ ର ବାର୍ଥଡେ ମଧ୍ୟ ସେହି ଦିନ ସେଲିବ୍ରେସନ୍ କରା ଯାଇ ଥିଲା ଧୁମଧାମ୍ ରେ ।
ଆଉ ଏଥିରେ ତାଙ୍କ ସ୍ତ୍ରୀ ତନୁଜା ଙ୍କ ର ହାତ ବହୁତ ଅଛି ଏବଂ ଦିପକ ଙ୍କ ସଫଳତା ପଛରେ ତାଙ୍କ ସ୍ତ୍ରୀ ଙ୍କ ହାତ ବହୁତ ଅଛି ବୋଲି ଦିପକ କହିଛନ୍ତି । ତେବେ ତନୁଜା ପ୍ରଡକ୍ସନ ହେଉଛି ଦିପକ ଙ୍କ ସ୍ତ୍ରୀ ତନୁଜା ଙ୍କ ର ଏକ ପ୍ରଡକ୍ସନ ହାଉସ୍ । ଯେଉଁ ଥିରେ କି ଆଗକୁ ମଧ୍ୟ ଅନେକ ଅନେକ ଚଳଚିତ୍ର ଭେଟି ଦେବ ଏହି ପ୍ରଡକ୍ସନ ହାଉସ୍ ଏବଂ ଏହି ପ୍ରଡକ୍ସନ ହାଉସ୍ ର ମାଲିକ ହେଉଛି ଦିପକ ଙ୍କ ସ୍ତ୍ରୀ ତନୁଜା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।