Odisha News Portal

ଦେଖନ୍ତୁ ଭିଡ଼ିଓ । ପ୍ରେମୀ ଯୁଗଳ ଦୁହେଁ ଜଙ୍ଗଲ ରେ କରୁଥିଲେ ରାସଲୀଳା କିଛି ଟୋକା ଧରି ନେଇ କଲେ ଏମିତି…ଅନ୍ତରଙ୍ଗ ଭିଡିଓ ଭାଇରାଲ…

ପ୍ରେମ ଆଜିକା ସମୟରେ ପ୍ରେମ କଥା କହିଲେ ଲୋକମାନେ ପ୍ରଥମେ ତାହାକୁ ଶାରିରୀକ ସଂପର୍କ କଥା ଭାବିଥାନ୍ତି । ତେବେ ଆଜିର ଏହି ଆଧୁନିକ ସମାଜରେ ସେପରି ସଚ୍ଚା ପ୍ରେମ ଦେଖିବାକୁ ମିଳୁନି , ଯାହାକୁ ଦେଖିକରି ବା ଯେଉଁ ପ୍ରେମକୁ ଦେଖି କରି ଏ ସମାଜ ତାହାର ସଙ୍ଗା ଦେଇପାରିବ । ମାତ୍ର ଆହୁରି ଏମିତି କିଛି ଘଟଣା ଘଟୁଛି କି ଯେଉଁଥିପାଇଁ ପ୍ରେମକୁ ଲୋକମାନେ ଘୃଣା କରିବାକୁ ଲାଗିବେ । ଆଗ କାଳରେ ଲୋକମାନେ ସଚ୍ଚା ପ୍ରେମ କରୁଥିଲେ ତାଙ୍କର ପ୍ରେମର ମାନେ ଶାରିରୀକ ସଂପର୍କ ନଥିଲା ମାତ୍ର ଏବେ ପ୍ରେମର ମାନେ କହିଲେ ଲୋକମାନେ କେମିତି ଦୈହିକ ହେବେ ସେ କଥା ଚିନ୍ତା କରନ୍ତି ।

ତେବେ ସମସ୍ତଙ୍କ କଥା କହିବା ଠିକ ନୁହେଁ କାରଣ ଏମିତି ମଧ୍ୟ କିଛି ଲୋକମାନେ ରହିଛନ୍ତି ଯେଉଁ ମାନେ କି ଏବେ ମଧ୍ୟ ନିଜ ପ୍ରେମ ପାଇଁ ଜୀବନ ଦେବାକୁ ପଛେଇବେ ନାହିଁ ଏବେ ସେମାନେ ମଧ୍ୟ ପ୍ରେମ କହିଲେ ଶାରିରୀକ ସଂପର୍କ କଥା ଭାବିବେ ନାହିଁ । କାରଣ ସେମାନଙ୍କର ପ୍ରେମ ସଚ୍ଚା ପ୍ରେମ ହୋଇଥାଏ । ତେବେ ସମସ୍ତେ ଯେ ସେମିତି ତାହା କହିବା ଠିକ ନୁହେଁ ।

ମାତ୍ର ଏବେ ଅଧିକାଂଶ ସମୟରେ ଦେଖା ଯାଉଛି କି ପ୍ରେମ କରି ଆଜିର ଯୁବପିଢି ମାନେ ଶାରିରୀକ ସଂପର୍କ ରଖି ତାହା ପରେ ସେମାନେ ପରସ୍ପରକୁ ଭୁଲିଯାଆନ୍ତି , ସେହି ସମୟରେ ସେମାନେ ବୟସର ଅନ୍ତର ମଧ୍ୟ ଦେଖନ୍ତି ନାହିଁ । ଅନେକ ସମୟରେ ଏହି କଥା ଆମ ମାନଙ୍କୁ ସାମ୍ନାକୁ ଆସିଛି ଏହା ସହିତ ଆମେ ମାନେ ଅନେକ ଥର ଏହି କଥା ମଧ୍ୟ ଶୁଣିଥିବୁ । ତେବେ ଆଜି ମଧ୍ୟ ଆମେ ଆପଣ ମାନଙ୍କୁ ସେହିପରି କିଛି କଥା ବିଷୟରେ କହିବୁ , ଯେଉଁ ଠାରେ ଦୁଇ ପ୍ରେମୀ ଯୁଗଳ ମାନେ ଜଙ୍ଗଲ ଭିତରେ କିଛି ଖରାପ କାମ କରୁଥିବା ସମୟରେ ଧରା ପଡିଛନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।


ଏବେକା ସମୟରେ ଯାହା କିଛି ଘଟଣଆ ଘଟିଲେ ମଧ୍ୟ ସୋସିଆଲ ମିଡିଆରେ ତାହା ବହୁତ ଶୀଘ୍ର ଭାଇରାଲ ହେବାରେ ଲାଗିଥାଏ । କୌଣସି ଘଟଣା ଏବେ ଲୁଚିଛପି ରହେ ନାହିଁ । ଏବେକା ସମୟରେ ଏମିତି ଏକ ଘଟଣା ଭାଇରାଲ ହେଉଛି ଯେଉଁଥିରେ ଦୁଇ ପ୍ରେମୀ ଗୋଟେ ଜଙ୍ଗଲ ଭିତରେ ଏକ ନିଛାଟିଆ ସ୍ଥାନ ରେ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରୁ ଥିଲେ। ତେବେ ଏହି ସମୟ ରେ କିଛି ଜଣ ଲୋକ ତାଙ୍କୁ ଧରି ଦେଇ ଥିଲେ ଆଉ ତାଙ୍କର ଏହି ଭଳି ଭିଡିଓ କରିଥିଲେ ।

ତେବେ ଭିଡିଓ କରିବା ସହ ସେମାନଙ୍କ ବଦନାମ କରିବାର ଧମକ ମଧ୍ୟ ଦେଇ ଥିଲେ । ସେହି ଭିଡିଓ ରେ ସେହି ପୁଅ ଓ ଝିଅ ଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ର ଫୋଟ ସବୁ ରହିଛି । ସେହି ବ୍ୟକ୍ତି ମାନେ ଯୁବତୀ ଙ୍କ ଅନୁରୋଧ କୁ ଶୁଣି ନ ଥିଲେ। ଯୁବତୀ ସେମାନଙ୍କୁ ବୁଝାଇ ଥକି ପଡ଼ିଥିଲେ,ପରେ ଏହି ଘଟଣା ଟିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।