Odisha News Portal

ଦେଖନ୍ତୁ ଭିଡିଓ !ଏହି ଯୁବକ ଜଣଙ୍କ ଟିକ ଟକ୍ ଭିଡିଓ କରୁ କରୁ ଦୁଇ ମହଲା ଛାତ ଉପରୁ ଗଳି ପଡିଲେ , ତା ପରେ ଯାହା ହେଲା ଜାଣିଲେ ଆଶ୍ଟର୍ଯ୍ୟ ହେବେ…..

ଟିକଟକର ଭିଡିଓ କରିବା ରାଉଲକେଲାର ଜଣେ ଯୁବକଙ୍କୁ ବହୁତ ହିଁ ମହଙ୍ଗା ପଡିଲା । ଟିକଟକ ଭିଡିଏ କରୁ କରୁ ଦୁଇ ମହଲା ଛାତ ଉପରୁ ଗଳି ପଡିଲେ ଯୁବକ ଜଣକ । ଏହା ପରେ ଏହି ଯୁବକଙ୍କର ଏହି ଛାତ ଉପରୁ ଗଳି ପଡିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଟିକ ଟକ ନିଶାରେ ଯୁବପିଢି ସମସ୍ତ ପିଢି ଏବେ ଟିକଟକ କରିବା ପାଇଁ ପାଗଳ , ଯୁବପିଢିକୁ କିମିଆ କରିଛି ଟିକଟକ କହିଲେ ଅତ୍ୟୁକ୍ତି ହେବ ନାହିଁ । ଟିକ ଟିକ ଭିଡିଏ କରିବା ପାଇଁ ଯୁବପିଢି ମାନେ ଏବେ କିଛି ହେଲେ ମଧ୍ୟ ସୀମା ମାନୁ ନାହାନ୍ତି ।

କୌଣସି ପ୍ରକାର କଥା ପ୍ରତି ଧ୍ୟାନ ଦଉ ନାହାନ୍ତି । ଟେବେ ଏହି ଟିକଟକ ଅନେକଙ୍କର ଜୀବନ ମଧ୍ୟ ନେଇଯାଉଛି , ଅନେକ ଲୋକମାନେ ଏହି ଟିକଟକ ପାଇଂ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । କେହି ବ୍ୟକ୍ତି ଟିକଟକ କରୁ କରୁ ଗଳାପଡିଲାଣି ତ କାହାର କଣ ଭାଙ୍ଗିଗଲାଣି , ତେବେ ଏହି ଟିକଟକ ଏବେ ନିଶଖା ହୋଇଯାଇଛି ସମସ୍ତଙ୍କର ।

ସମସ୍ତେ ଏବେ ନଖାଇ ପଛେ ରହିଯିବେ ହେଲେ ଟିକଟକ ନକରି ରହିପାରିବେ ନାହିଁ । ଏମିତି ଏକ ନିସା ହୋଇଯାଇଛି ଟିକଟକ ଏବେକାର ଯୁବପିଢି ମାନଙ୍କ ପାଇଁ , ଯାହା ସେମାନେ କଣ କରୁଛନ୍ତି ନିଜେ ଜାଣିପାରୁନାହାନ୍ତି । ତେବେ ସେହିପରି ଏବେ ଏକ କତା ଆମ ମାନଙ୍କ ସାମ୍ନାକୁ ଆସିଛି କି ଯେଉଁଥିରେ ରାଉଲକେଲାର ଜଣେ ଯୁବକ ଟିକଟକ ଭିଡିଏ କରୁଥିବା ସମୟରେ ଦୁଇ ମହଲାରୁ ଖସି ପଡିଥିବାର କଥା ସାମ୍ନାକୁ ଆସିଛି ।

 ସେହି ୟୁବକ ଜଣକ ହେଲେ ରାଉଲକେଲାର ଅଲିନ ଗୋଚ୍ଛାୟତ । ସେ ଟିକଟକ ଭିଡିଓ କରିବା ପାଇଁ ସେକ୍ଟର 6 ଏକ ଏକ ମହଲାକୁ ଯାଇଥିଲେ , ଏହା ପରେ ସେ ଯୁବକ ଜଣକ ଏ ଛାତରୁ ସେ ଛାତକୁ ଡେଇଁ କରି ଟିକଟକ ଭିଡିଓ କରୁଥିବା ସମୟରେ ତାଙ୍କର ଅସାବଧନତା ବଶତଃ ସେ ତଳକୁ ଖସି ପଡିଲେ ।ଏହା ପରେ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉଲକେଲାର ସରକାରୀ ଡାକ୍ତରଖାନା ଭର୍ତ୍ତି କରାୟାଇଛି । ତେବେ ଯଦି ଆପଣ ମାନେ ଟିକଟକ ଭିଡିଓ କରୁଛନ୍ତି ତେବେ ଆପଣ ମାନେ ସାବଦାନତାର ସହ କରନ୍ତୁ । ଏହା ସହିତ ବେଶି ରିସ୍କ କାମ ଥିବା ଟିକଟକ କରନ୍ତୁ ନାହିଁ କାରଣ ଏହା ଦ୍ୱାରା ଆପଣଙ୍କର କ୍ଷତି ହିଁ ହୋଇଥାଏ । ତେଣୁ ଯାହା କରୁଛନ୍ତି ସୁରକ୍ଷିତ ଭାବେ କରନ୍ତୁ , ଯାହା ଦ୍ୱାରା ଆପଣ ମାନେ ସୁରକ୍ଷିତ ରହିବା ,ସହିତ ଅନ୍ୟ ମାନେ ମଧ୍ୟ ସୁରକ୍ଷିତ ରହିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।