ଆଜିର ଇଣ୍ଟରନେଟ୍ ଯୁଗରେ ଆପଣ ମାନେ ଇଣ୍ଟରନେଟର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ । ଇଣ୍ଟରନେଟ୍ ର ବ୍ୟବହାର କରି ଲୋକେ ସେମାନଙ୍କ କଳା ପ୍ରତିଭା ତଥା ଦେଶ ବିଦେଶର ଖବର ଜାଣିବା ପାଇଁ ଆଉ ଅପେକ୍ଷା କରିବାକୁ ପଡୁ ନାହିଁ । ତେଣୁ ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ ର ବ୍ୟବହାର କରି କୌଣସି ବଡ଼ ଖବର କୁ କିମ୍ବା କୌଣସି ସାଧାରଣ ଘଟଣାକୁ ପ୍ରଚାର କରିବା କିମ୍ବା ଲୋକ ଲୋଚନକୁ ଆଣିବା ବେଶି କଷ୍ଟ ସାଧ୍ୟ ନୁହଁ ।ଖାଲି ଏତିକି ନୁହେଁ ବରଂ ଆଜିକାଲି ର ଲୋକମାନେ ଏତେ ନିର୍ଲଜ ହୋଇଗଲେଣି ଯେ କିଛି ବି ଘଟଣା କୁ ରେକର୍ଡ କରି ସୋସିଆଲ ମିଡ଼ିଆରେ ସେୟାର କରିଦେଉଛନ୍ତି।
ସେମାନେ ଭୁଲି ଯାଉଛନ୍ତି ଯେ ତାଙ୍କର ଏହି ପରି ଭିଡ଼ିଓ ସବୁ ସୋସିଆଲ ମିଡ଼ିଆରେ ଭାଇରଲ ହେବା ଦ୍ବାରା ଆମ ସମାଜ ଉପରେ ତଥା ଆମର ଆଗାମୀ ପୀଡ଼ ଉପରେ ଏହାର ବହୁତ ଖରାପ ପ୍ରଭାବ ପକେଇପାରେ ବୋଲି ।
ଏହି କିଛି ଦିନ ତଳେ ଏହି ସୋସିଆଲ ମିଡ଼ିଆ ରେ ଟିକ୍ ଟକ୍ ର ଅନେକ ଷ୍ଟାର ମାନେ ମାନେ ବହୁତ ଫେମସ୍ ହୋଇ ଯାଇଥିଲେ। ତେବେ ଏବେ ସେହି ସୋସିଆଲ୍ ମିଡିଆ ରେ ଟିକ୍ ଟକ୍ ର ଜଣେ ବହୁତ ସୁପରହିଟ୍ ଷ୍ଟାର ଙ୍କ ର ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବାରେ ଲାଗାଛି, ତେବେ ଆସନ୍ତୁ ଛାଣିବା ସେହି ଟିକ୍ ଟକ୍ ଷ୍ଟାର ଜଣକ କିଏ।
ତେବେ ସୋସିଆଲ ମିଡ଼ିଆ ରେ ଜଣେ ବହୁତ ହିଁ ପରିଚିତ ଚେହେରା ହେଉଛନ୍ତି ନିଶା ଗୁରୁଜେନ୍। ଏହି ଅଭିନେତ୍ରୀ ଜଣକ ଟିକ୍ ଟକ୍ ର ଜଣେ ବହୁତ ହିଁ ଭଲ ଅଭିନୟ କରନ୍ତି । ସେ ବହୁତ ଫେମସ୍ ମଧ୍ୟ ତାଙ୍କର ଅନେକ ଫେନ୍ ଏବଂ ପ୍ରଶଂସକ ମଧ୍ୟ ଅଛନ୍ତି। ଏବେ ଏହି ଅଭିନେତ୍ରୀ ଙ୍କ ର ଅଶ୍ଳୀଳ ଭିଡିଓ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେବାକୁ ଲାଗିଛି। ଏନେଇ ଏବେ ସେ ପୁଣି ଥରେ ସମସ୍ତଙ୍କ ଆଗରେ ନିଜର ମୁହଁ ଖୋଲିଛନ୍ତି, ।
ଏହାକୁ ନେଇ ସେ ପୋଲିସ୍ ପାଖରେ କରିଥିବା ଏକ ଦରଖାସ୍ତ ଏବେ ସୋସିଆଲ୍ ମିଡିଆ ରେ ଖୁବ୍ ଜୋରରେ ଚର୍ଚ୍ଚା ର ବିଷୟ ପାଲଟିଛି। ତେବେ ଏହା ଏକ ଆଶ୍ଚର୍ଯ୍ୟ ର କଥା କି ତାଙ୍କ ର ସେହି ଅନ୍ତରଙ୍ଗ ଭିଡିଓ ଆଉ କେହି ଅନ୍ୟ ଲୋକ ସୋସିଆଲ ମିଡିଆ ରେ ଅପ୍ଲୋଡ୍ କରି ନାହାଁନ୍ତି ବରଂ ସେ ନିଜେ ହିଁ ଅପ୍ଲୋଡ କରିଛନ୍ତି
ସେ ତାଙ୍କର ସେହି ଅନ୍ତରଙ୍ଗ ମୁହୂର୍ତ୍ତ କୁ ସେ ନିଜେ ନିଜ ଫୋନ୍ ରେ ରେକର୍ଡ଼ କରିଥିଲେ ଏବଂ ପରେ ଏହା ଭୁଲ୍ ବଶତଃ ଅପ୍ଲୋଡ୍ ହୋଇଯାଇଥିଲା ବୋଲି ସେ କହିଛନ୍ତି। ଏହା ସହ ସିଏ କହିଛନ୍ତି କି ଭୁଲ୍ ବଶତଃ ସେ ସ୍ନାପ୍ ଚାର୍ଟ ରେ ଏହାକୁ ପୋଷ୍ଟ କରି ଦେଇଥିଲେ। ଏହାପରେ ତାଙ୍କର ସେହି ଭିଡିଓ କୁ କେହି ଜଣେ ବ୍ୟକ୍ତି ଡାଉନଲୋଡ୍ କରି ସୋସିଆଲ୍ ମିଡିଆ ରେ ଭାଇରାଲ୍ କରିଥିବା କଥା ସେ କହିଛନ୍ତି।
ନିଶା ଙ୍କ ପ୍ରତିକ୍ରିୟା ଏବଂ ତାଙ୍କ ବୟାନ୍ ରୁ ଯାହା ସ୍ପଷ୍ଟ ଜଣା ପଡୁଛି କି ସେ ତାଙ୍କର ବୟଫ୍ରେଣ୍ଡ ଙ୍କ ସହ ନିଜର ଏହି ଅନ୍ତରଙ୍ଗ ମୂହୁର୍ତ୍ତ କୁ ମୋବାଇଲ ରେ ରେକର୍ଡ଼ କରିଥିଲେ ଏବଂ ପରେ ଏହାକୁ ସେ ଅପ୍ଲୋଡ୍ ମଧ୍ୟ କରିଥିଲେ। ଏହା ଏବେ ତାଙ୍କୁ ବହୁ ଅସୁବିଧା ରେ ପକାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।