Odisha News Portal

କ୍ୟାମେରା ରେ ରେକର୍ଡ ହେଇଗଲା ମହିଳା ପୋଲିସ୍ ର ଲଜ୍ଜ୍ୟା ଜନକ ଘଟଣା ! ଦେଖିଲେ ଆପଣ ମଧ୍ୟ ଘୃଣା କରିବସିବେ !

0 59

ବର୍ତ୍ତମାନ ର ଏହି ଇଣ୍ଟରନେଟ୍ ର ଯୁଗରେ କୌଣସି ଘଟଣାକୁ ଲୁଚେଇ ରଖିବା ଆଉ ସମ୍ଭବପର ହୋଇ ପାରୁ ନାହିଁ । ତେବେ ଆଜି ଆମେ ଯେଉଁ ଭିଡିଓ ବିଷୟରେ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ତାହା ଜାଣିବା ପରେ ଆପଣଙ୍କର ପୂରା ହୋସ୍ ଉଡିଯିବ । କାରଣ ଏହି ଭିଡିଓରେ ଆପଣ ଆମ ଦେଶର ଖରାପ ପୋଲିସ୍ ଏବଂ ସରକାରୀ କର୍ମଚାରୀଙ୍କ ସତ୍ୟତା ବିଷୟରେ ଜାଣିବେ । ଆମର ଏହି ଲେଖାର ଉଦ୍ଦେଶ୍ୟ କୌଣସି ଡିପାର୍ଟମେଣ୍ଟକୁ ଟାର୍ଗେଟ କରିବା ନୁହେଁ ବରଂ କିଛି ଖରାପ ଅଧାକାରୀଙ୍କ କାରନାମା ବିଷୟରେ ଜନସମାଜକୁ ଜଣେଇବାର ଅଛି । ଏହାକୁ ପଢିବା ପରେ ଆପଣ ମଧ୍ୟ ଏହାକୁ ବିଶ୍ବାସ କରିପାରକିବେ ନାହିଁ । ତେବେ ଚାଲନ୍ତୁ ଜାଣିବା ।

କୌଣସି୍ ସରକାରୀ ଅଫିସରେ ପୋଲିସ୍ ପ୍ରଶାସନକୁ ମିଳିଥିବା ଖବର ମୁତାବକ ଏଠାରେ ଲାଞ୍ଚୁଆ ସରକାରୀ କର୍ମଚାରୀଙ୍କୁ ଶେଷରେ ଗିରଫ କରିନିଆଗଲା । ଆଉ ଏହି ଲାଞ୍ଚୁଆ ଅଧିକାରୀଙ୍କ ଗୋଟିଏ ଭାଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।


ତେବେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଲାଞ୍ଚୁଆ କର୍ମଚାରୀଙ୍କ ଅଫିସ୍ ରୁ ବହୁତ ଟଙ୍କା ମିଳିଛି । ଟଙ୍କା କହିବା ଭୁଲ୍ ହେବ ଏହା କଳାଧନ ଅଟେ , ଯାହା ସେ ସାଧାରଣ ଲୋକଙ୍କୁ ଲୁଟି ବନେଇଥିଲା । ଭିଡିଓରେ ଆହୁରି ଦେଖିବାକୁ ମିଳିଛି ଯେ କର୍ମଚାରୀ ଜଣଙ୍କ ଟଙ୍କାକୁ ନିଜ ଜୋତା ଭିତରେ ବି ଲୁଚେଇ ରଖିଛି । ପରେ ଅଧିକ ଇନଭେସ୍ଟିକେସନ୍ ପରେ ଏହି ଲୋକଠାରୁ ଆହୁରି 2କୋଟି ଟଙ୍କା ମିଳିଲା ।

ତେବେ 2017ରେ ଭାରତର ପଞ୍ଜାବ ରାଜ୍ୟରେ ଏହି ଭିଡିଓ ବହୁ ପରିିମାଣରେ ଭାଇରାଲ ହୋଇଥିଲା । ଏଥିରେ ଦେଖିବାକୁ ମିଳିଥିଲା ଯେ ଏକ ଲାଞ୍ଚୁଆ ଟ୍ରାଫିକ୍ ପୋଲିସବାଲା । ଏହି ଘଟଣାରେ ପଞ୍ଜାବର ସେତେବେଳର ଅର୍ଥମନ୍ତ୍ରୀ ମନ୍ଫିତ୍ ବାଦଲ ନିଜ ଗାଡିରେ କେଉଂଠାକୁ ଯାଉଥିଲେ, ସେତେବେଳେ ସେ ଏହି ଟ୍ରାଫିକ୍ ପୋଲିସକୁ ବହୁତ ଗୁଡିଏ ଲୋକଙ୍କ ଠାରୁ ପଇସା ନେଉଥିବାର ଦେଖିଲେ କିନ୍ତୁ ଅର୍ଥମନ୍ତ୍ରୀକୁ ନିଜ ସାମ୍ନାରେ ଦେଖି ଟ୍ରାଫିକ୍ ପୋଲିସ୍ ନିଜ ହାତଯୋଡି କ୍ଷମା ମାଗିବା ଆରମ୍ଭ କରିଦେଲା ।

ଟ୍ରାଫିକ୍ ପୋଲିସ୍ ଲେକମାନଙ୍କର ଚାଲାଣ କାଟନ୍ତି ଯାହା ଠିକ୍ ମଧ୍ୟ ଅଟେ । ନହେଲେ ଏମିତିରେ କେହି ସୁଧୁରିବେନି । କିନ୍ତୁ ଗୋଟିଏ ଭିଡିଓରେ ଦେଖିବା ପାଇଁ ମିଳିଥିଲା ଯେ ଗୋଟିଏ ପୁଅ ଏବଂ ଝିଅକୁ ମହିଳା ଟ୍ରାଫିକ୍ ପୋଲିସ୍ ରୋକିନିଏ । କାରଣ ଥିଲା ଏମାନେ ମହାରାଷ୍ଟ୍ର ରୋଡ୍ ଟ୍ୟାକସ୍ ଦେଇନଥିଲେ । କିଛି ସମୟ ଯୁକ୍ତିତର୍କ ପରେ ମହିଳା ପୋଲିସ୍ ଝିଅଠାରୁ 300 ଟଙ୍କା ନେଇ ତାକୁ ଛାଡିଦିଏ । ଏହାପରେ ପଇସା ଠିକ୍ ଅଛି କି ନାହିଁ ତାକୁ ଗଣି ପକେଟରେ ପୂରାଏ । ଏହାକୁ ହିଁ କୁହାଯାଏ ଚୋରିରେ ବି ସଚ୍ଚୋଟ ପଣିଆ ।

ବହୁତ ଗୁଡିଏ ଘଟଣା ବିଷୟରେ ଜାଣିବା ପରେ ଆମେ ଜାଣି ପାରିଲୁ ଯେ କିଛି କେସ୍ ରେ ଟ୍ରାଫିକ୍ ପୋଲିସ୍ ଲୋକଙ୍କ ଠାରୁ ଚାଲାଣ ପାଇଁ ପଇସା ନେଇ ଯାଆନ୍ତି କିନ୍ତୁ ରିସିଭ୍ ଦିଅନ୍ତି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।