Odisha News Portal

ଦେଖନ୍ତୁ ଭିଡିଓ ! ଦର୍ଶନ ବେଳେ ଭକ୍ତ ଦେହକୁ ଆସିଲେ ମା ” ତା ପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବ ! ଭିଡିଓ ଭାଇରାଲ….

ଆମ ଦେଶରେ ସବୁ ପ୍ରକାର ଧର୍ମାବଲମ୍ବୀ ବାସ କରନ୍ତି । ସେଥିମଧ୍ୟରୁ ହିନ୍ଦୁ ଧର୍ମାବଲମ୍ବୀ ଅଧିକ ବସବାସ କରନ୍ତି। ତେଣୁ ହିନ୍ଦୁ ମାନଙ୍କ ମନ୍ଦିର ଭାରତରେ ଚାରିଆଡେ ଦେଖିବାକୁ ମିଳେ। ହିନ୍ଦୁ ଧର୍ମରେ ଭଗବାନ 33 କୋଟି ଦେବା ଦେବୀ ବୋଲି ବିଶ୍ୱାସ କରାଯାଏ। ଏହି ଦେବା ଦେବୀ ମନେ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ନାମରେ ଏବଂ ରୂପରେ ଦେଖିବାକୁ ମିଳିଥାଏ । ଆଉ ତାଙ୍କ ବାହାନମାନେ ମଧ୍ୟ ପୂଜା ପାଆନ୍ତି।ଅନେକ ଲୋକମାନେ ବିଶ୍ୱାସ ଏବଂ ଭକ୍ତି କରନ୍ତି ଠାକୁର ମାନଙ୍କୁ। ଭଗବାନଙ୍କର ଅନେକ ରୂପ ସହ ଆଶ୍ଚଯ୍ୟକର ଚମତ୍କାରିତା ମଧ୍ୟ ରହିଛି।

ଭାରତବର୍ଷରେ ଯେତେ ସବୁ ମନ୍ଦିର ଦେଖିବାକୁ ମିଳେ ସବୁ ମନ୍ଦିରର କିଛି ଆଶ୍ଚଯ୍ୟକର କଥା ଦେଖିବାକୁ ମିଳିଛି। ଏମିତି ଅନେକ ମଦିର ଅଛି ଯେଉଁଠି ଆଶ୍ଚଯ୍ୟକର କଥା ଦେଖିବାକୁ ମିଳେ ଯାହା ଲୋକମାନେ ଶୁଣି ଆଶ୍ଚଯ୍ୟ ହୋଇଯାନ୍ତି। ଆଉ ବି କୁହନ୍ତି ଭଗବାନଙ୍କ ଲୀଳା କେହି ଜାଣି ପାରିବେନି ।

ତେବେ ଦେବଭୂମିରେ ଅନେକ ସ୍ୱତନ୍ତ୍ରତା ଓ ଭିନ୍ନତା ମଧ୍ୟରେ ବିଭିନ୍ନତା ପରିଲଖିତ୍ ହୁଏ । ଆମ ଦେଶ ଏଭଳି ଅଜବ ଘଟଣାରେ ଭରି ରହିଛି, ଆଉ ଭଗବାନଙ୍କ ଉପରେ ଲୋକଙ୍କର ମଧ୍ୟ ବହୁତ ବିଶ୍ବାସ ତଥା ଭରସା ରହିଛି। ତେବେ ବର୍ତ୍ତମାନର ଏହି ସୋସିଆଲ ମିଡିଆ ଯୁଗରେ କେତେବେଳେ ବି କୌଣସି ଖବର ଭାଇରାଲ ହୋଇ ଯାଉଛି । ଆଉ ଯାହା ଲୋକ ମାନଙ୍କ ପାଖରେ ପହଞ୍ଚିବା ପାଇଁ ମଧ୍ୟ ଅଧିକ ସମୟ ଲାଗୁନାହିଁ ।

ଆଜି ଆମେ ଆପଣଙ୍କୁ ସେହିପରି ଗୋଟିଏ ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ଅବାକ ହୋଇ ଯିବେ ଆଉ ଭାବିବା ପାଇଁ ବାଧ୍ୟ ହେବେ କି ଏହା ସତ ବୋଲି । ଆସନ୍ତୁ ଜାଣିବା ସେହି ଭିଡିଓଟି ବିଷୟରେ । କିନ୍ତୁ ଭିଡିଓଟି ବର୍ତ୍ତମାନର ନୁହେଁ ଏହା ହେଉଛି ଦୁର୍ଗାପୂଜା ପାର୍ବଣ ସମୟର ।

ସାଧାରଣତଃ ଆମ ଓଡିଶାରେ ଦୁର୍ଗାପୂଜା ପାର୍ବଣକୁ ଲୋକମାନେ ବହୁତ ଧୁମଧାମରେ ପାଳନ କରିଥାନ୍ତି । ଆଉ ବିଭିନ୍ନ ସ୍ଥାନରେ ବିଭିନ୍ନ ସାଜସଜ୍ଜା କରି ମାଁଙ୍କର ପୂଜାର୍ଚ୍ଚନା ହୋଇଥାଏ । ଲୋକମାନେ ବଭିନ୍ନ ଦୁର୍ଗାମେଢକୁ ମାଁଙ୍କୁ ଦର୍ଶନ ତଥା ପୂଜା ଆରତୀ ଦେଖିବା ପାଇଁ ଯାଇଥାନ୍ତି । ଆଉ ସେହି ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଥିବେ ।


ତେବେ ଭାଇରାଲ ହେଉଥିବା ଭିଡିଓଟିରେ ଦେଖିବାକୁ ମିଳିଛି ଯେ ମାଁ କାଳୀଙ୍କୁ ଦର୍ଶନ କରିବା ପାଇଁ ଯାଇଥିବା ସମୟରେ ହଠାତ୍ ସେଠାରେ ଥିବା ଜଣେ ମହିଳାଙ୍କ ଦେହକୁ ଆସିଥିଲେ ମାଁ କାଳୀ । ଆଉ ତାପରେ ମହିଳା ଜଣଙ୍କ ମାଁଙ୍କ ସାମ୍ନାରେ କରିଥିଲେ ତାଣ୍ଡବନୃତ୍ୟ । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ସମସ୍ତଙ୍କ ମୁହଁରୁ ବାହାରୁଥିଲା ମାଁ ସ୍ବଂୟ ସେହି ମହିଳାଙ୍କ ରୂପରେ ତାଙ୍କ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଏବଂ ତାଙ୍କ ଦୁଃଖ ଦୂର କରିବା ପାଇଁ ଏହି ଧରାପୃଷ୍ଠକୁ ଅବତର ହୋଇଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।