Odisha News Portal

ଦେଖନ୍ତୁ ଭିଡିଓ Live କରି ନିଜେ କହିଲେ ସବୁଦିନ ପାଇଁ କାହିଁକି ଓଡ଼ିଶା ଛାଡିଲେ ରାଣୀ ପଣ୍ଡା ଏହା ପଛରେ ଥିବା କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ଆଜି ଆମେ ଆପଣ ମାନଙ୍କୁ ରାନୀ ପଣ୍ଡାଙ୍କ ବିଷୟରେ କହିବୁ । ରାନୀ ପଣ୍ଡାଙ୍କର ଏପରି କାମ ପାଇଁ ଆପଣ ମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରନ୍ତି ମାତ୍ର ଅନେକ ସମୟରେ ସେ ଏମିତି କିଛି କାମ କରନ୍ତି ଯେଉଁଥିପାଇଁ ସେ ସର୍ବଦା ବିବାଦରେ ଭରି ରହିଥାନ୍ତି । ତେବେ ତାଙ୍କୁ ଏକ ବିବାଦୀୟ ଅଭିନେତ୍ରୀ ନାମରେ ମଧ୍ୟ ଅନେକ ସମୟରେ ଜଣାଥାଏ । ମାତ୍ର ଏହି ଗତ କିଛି ମାସ ହେବ ସେ ଏପରି କିଛି କାମ କରୁଛନ୍ତି ଯେଉଁଥିପାଇଁ ତାଙ୍କୁ ସମସ୍ତ ବହୁତ ହିଁ ଭଲ ପାଉଛନ୍ତି । ଓଡିଆ ପିଲ୍ମ ଜଗତର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଓଡିଆ ପିଲ୍ମ ଅଲବମ ଏବଂ ପିଲ୍ମରେ ଅଭିନୟ କରୁଥିଲେ ।

ଏହା ପରେ ରାନୀ ପଣ୍ଡା ଓଡିଆ ଯାତ୍ରୀ ଦୁନିଆରେ ଆଇଟମ ଡ୍ୟାନସର ଭାବରେ ଅନେକ ଯାତ୍ରାରେ ଡ୍ୟାନ୍ସ କଲେ । ରାନୀ ପଣ୍ଡାଙ୍କର ଆଇଟମ ଡ୍ୟାନ୍ସକୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରୁଥିଲେ ।

ରାନୀ ପଣ୍ଡାଙ୍କୁ ଯାତ୍ରା ଜଗତ ର ଆଲବମ କୁଇନ ବା ଓଡ଼ିଶାର ସନୀ ଲିଓନି ମଧ୍ୟ କୁହାଯାଏ । ତେବେ ଏବେକା ସମୟରେ ରାନୀ ପଣ୍ଡାଙ୍କ ବିଷୟରେ ଏକ ଏମିତି କଥା ଶୁଣିବାକୁ ମିଳିଛି ୟାହା ଶୁଣିଲା ପରେ ତାଙ୍କର ପ୍ୟାନ ମାନେ ବହୁତ ଦୁଃଖ ପ୍ରକାଶ କରୁଛନ୍ତି । ତେବେ କଣ ରହିଛି ଏହି ଘଟଣାଟି ଆସନ୍ତୁ ଜାଣିବା ।
ଆଲବମ କୁଇନ ରାଣୀ ପଣ୍ଡା ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବରେ ଲାଗିଛି । ଯେଉଁଥିରେ ସେ କହିଛନ୍ତି କି ସେ ଓଡିଶାରୁ ବିଦାୟ ନେଉଛନ୍ତି । ରାଣୀ ଓଡ଼ିଶା ଛାଡି ଯାଉଛନ୍ତି ବୋଲି ନିଜର ପ୍ରସନଲ ଫେସବୁକ ଆକାଉଣ୍ଟ ଜରିଆରେ ନିଜର ପ୍ରଶଂସକ ଙ୍କୁ ଜଣାଇଥିଲେ । ତେବେ ସେ ଏହି ଚାଟ ରେ ଲେଖିଛନ୍ତି ଯେ “ବାଇ ବାଇ ଓଡ଼ିଶା ,ମୁଁ ଆଉ ତତେ କେବେବି ହଇରାଣ କରିବି ନାହିଁ ।

 ମୁଁ ସବୁଦିନ ପାଇଁ ତ ଠାରୁ ଦୂର କୁ ଚାଲିଯାଉଛି ଆଉ କେବେ ତ ପାଖକୁ ଫେରିବି ନାହିଁ । ତୁମ ଠାରୁ ମୁଁ ସବୁଦିନ ପାଇଁ ବିଦାୟ ନେଉଛି ,ସାରା ଓଡ଼ିଶା ବାସୀ ମତେ ଆଶୀର୍ବାଦ କରନ୍ତୁ ଇତି ତୁମର ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା “। ଏହି ଖବର ଟି ଆସିବା ପରେ ରାଣୀ ଙ୍କର ପ୍ରଶଂସକ ମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି ।

ତେବେ ରାନୀ ବହୁତ ଦୁଃଖରେ ରହିଛନ୍ତି , କାରଣ ଏପରି କହିବାର ମାନେ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ସେ କାହିଁକି ଓଡିଶା ଛାଡି ପଲେଇ ୟାଉଛନ୍ତି ଏବଂ ଆଗକୁ ଓଡିଶା ଫେରିବେ କି ନାହିଁ ସେ ବିଷୟରେ ସେ କିଛି କହିନାହାନ୍ତି । ତେବେ ଆଗକୁ ଜଣାପଡିବ କି ଏହି ଘଟଣାଟି କେତେ ସତ୍ୟ ଅଟେ ଏବଂ ରାନୀ କାହିଁକି ଏପରି କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।