Odisha News Portal

ଦେଖନ୍ତୁ ଭିଡିଓ ! ବିଚ୍ ବଜାରରେ ଭିଏଲଡବ୍ଲ୍ୟୁଙ୍କୁ ନିର୍ଧୁମ ଛେଚିଲେ ମହିଳା ୱାର୍ଡ ମେମ୍ବର, ମାଡ଼ ମାରି ଘୋଷାରି ଘୋଷାରି ନେଲେ ଥାନାକୁ… ଏହି ମାଉସୀ ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ , କାରଣ ଆଜିର ନାରୀ କିଛି କରିପାରେ ?

0 145

ପ୍ରତ୍ୟେକ ଦିନ ଆମ ସମାଜରେ କିଛି ନା କିଛି ଘଟଣା ଘଟୁଛି , ସେହି ଘଟଣା କାହା ପାଇଁ ଭଲ ହୋଇଥାଏ ତ ପୁଣି କାହା ପାଇଁ ଖରାପ ହୋଇଥାଏ । ପ୍ରତ୍ୟେକ ଦିନ ଯାହା ସବୁ ଘଟଣା ଘଟୁଛି ତାହାକୁ ଆମେ ମାନେ ସେହି ସମୟରେ ଜାଣିପାରୁ । ଏବେକା ସମୟ ହେଉଛି ସୋସିଆଲ ମିଡିଆର ସମୟ ଏହି ସମୟରେ ଆପଣ ମାନେ ଘରେ ବସି କରି କେଉଁଠାରେ କଣ ହେଉଛି ତାହାକୁ ଅତି ସହଜରେ ଜାଣିପାରୁଛନ୍ତି । ତେବେ ସେହିପରି ଏକ କଥା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ , ଯାହାକି ଏବେକା ସମୟରେ ବହୁତ ମାତ୍ରାରେ ଚର୍ଚ୍ଚାରେ ରହିଛି ।

ଆପଣ ମାନେ ତ ଜାଣିଛନ୍ତି କି ଏବେକା ସମୟରେ ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ମାନ ଆରମ୍ଭ କରିଛନ୍ତି ଏବଂ ତାହାର ପାଇଦା ଲୋକମାନେ ଉଠାଉଛନ୍ତି । ଏବେକା ସମୟରେ ଆଉ କେହି ହେଲେ ମଧ୍ୟ ରଗିବ ନାହାନ୍ତି କି ତକାହାର ହେଲେ ମଧ୍ୟ କଚ୍ଚା ଘର ନାହିଁ ।

ଏବେ ସରକାର ପ୍ରଦାନ ମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସମସ୍ତଙ୍କୁ ପକ୍କାଘର ଦେବା ଲାଗି ଚେଷ୍ଟା କରିଛନ୍ତି । ତେବେ ଏହି ଯୋଜନାରେ ଏବେ ଶହ ଶହ ଲକୋମାନେ ଏହି ଯୋଜନାର ଲାଭ ଉଠାଇଛନ୍ତି ଏବଂ ପକ୍କା ଘର କରି ରହୁଛନ୍ତି । ମାତ୍ର ଅନେକ ସମୟରେ ଦେଖାଯାଏ କି ସରକାର ତ ଘର ଦେଇଥାନ୍ତି ମାତ୍ର ତାହାକୁ ଦେଉଥିବା କିଛି କର୍ମଚାରୀ ମାନେ ଏତିରେ ବହୁତ ମାତ୍ରାରେ ପଲିଟିକ୍ସ କରିତାନ୍ତି ।

ଅର୍ଥାତ କିଚି ଲୋକମାନଙ୍କୁ ଘର ଦେଲେ ସେମାନଙ୍କ ପାଖରୁ ପ୍ରଥମେ କିଛି ଟଙ୍କା ଆଦାୟ କରିଥାନ୍ତି ଏବଂ କହିଥାନ୍ତି କି ତାଙ୍କୁ ଘର ଦେବେ ବୋଲି ମାତ୍ର ତାହା ପରେ ଦେଇନତାନ୍ତି । ତେବେ ସେହିପରି ଏକ ଘଟଣା ଏବେ ଆମ ମାନଙ୍କ ସାମ୍ନାକୁ ଆସିଛି , ଯାହା ଏବେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ବିଷୟରେ କହୁଛୁ ସେ ଘଟଣାଟି କଟକ ଜିଲ୍ଲାର ନିଆଳୀ ବ୍ଳକର କଥା , ଯେଉଁଠାରେ ଜଣେ ଭିଏଲଡବ୍ୟୁଙ୍କୁ ଜଣେ ୱାର୍ଡ ମେମ୍ବର ରାସ୍ତା ଉପରେ ମାଡ ମାରୁଛନ୍ତି ଏବଂ ତାଙ୍କୁ ଘୋଷାଡି ଘୋଷାଡି ପୋଲିସ ଥାନାକୁ ନେଉଛନ୍ତି । ତେବେ ସୂଚନା ଅନୁସାରେ କିଛି ଦିନ ତଳେ ଭିଏଲଡବ୍ଲ୍ୟୁ ସରକାରୀ ଆବାସ ଦେବା ପାଇଁ ମହିଳା ୱାର୍ଡ ମେମ୍ବର ହାଜୁ ବିବିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ ।

ପରବର୍ତ୍ତିେ ସମୟରେ ମହିଳାଙ୍କୁ ସରକାରୀ ଘର ଦେଇ ନଥିଲେ । ମହିଳା ଜଣଙ୍କ ବାରମ୍ବାର ସମସ୍ତ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରି ନଥିଲେ ।

ତେବେ ଆଜି ସକାଳ 7 ଟାରେ ସେହି ପୂର୍ବତନ ୱାର୍ଡ ମେମ୍ବର ଜଣକ ତାଙ୍କ କଲର ଧରି ବିଚ ରାସ୍ତାରେ ମାଡ଼ ମାରି ଓ ନିଆଳୀ ଥାନା ସମ୍ମୁଖରେ ଘୋଷାଡି ଘୋଷାଡି ଥାନାକୁ ନେଇଛନ୍ତି । ତେବେ ଏପରି ଏକ କଥାକୁ ଦେଖି କରି ସମସ୍ତ ଲୋକମାନେ ଚକିତ ହୋଇପଡିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।