Odisha News Portal

ଦେଖନ୍ତୁ ଭିଡିଓ , ଏହି ମହିଳା ଜଣଙ୍କର କଳା କାରନାମା କୁ , ପୁରା ଭିଡିଓ ଦେଖିଲେ ଆପଣ ମଧ୍ୟ ଏହି ମହିଳା ଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବେ….

ବର୍ତ୍ତମାନର ଏହି ସୋସିଆଲ ମିଡିଆ ଯୁଗରେ କେତେବେଳେ ବି କୌଣସି ଖବର ଭାଇରାଲ ହୋଇ ଯାଉଛି । ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ବା ଇଣ୍ଟରନେଟ ର ବ୍ୟବହାର କରି କୌଣସି ବଡ଼ ଖବର କୁ କିମ୍ବା କୌଣସି ସାଧାରଣ ଘଟଣାକୁ ପ୍ରଚାର କରିବା କିମ୍ବା ଲୋକ ଲୋଚନକୁ ଆଣିବା ବେଶି କଷ୍ଟ ସାଧ୍ୟ ନୁହଁ । ତେବେ ବର୍ତ୍ତମାନ ସମୟରେ ଆମେ ଏପରି କିଛି ସିସିଟିଭି ଫୁଟେଜ୍ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ସଂମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ତାପରେ ହସି ହସି ବେଦମ୍ ମଧ୍ୟ ହୋଇଯିବେ ।

ଆମର ଏହି ବ୍ୟସ୍ତ ଜୀବନରେ ଚୋର ଏବଂ ଚୋରୀ ଗୋଟିଏ ସାମାନ୍ୟ ଘଟଣା ହୋଇଯାଇଛି । ଅନ୍ୟ କାହାର ଯଦି କୋଣସି ଜିନିଷ ଚୋରି ହୋଇଯାଏ ତାହେଲେ ଆମକୁ କିଛି ଫରକ ପଡେ ନାହିଁ । କେବଳ ଆମେ ଓଃ ଚୋରି ହୋଇଯାଇଛି ଏତିକି କହି ଆମେ ପୁଣି ଥରେ ଆମ ଜୀବନରେ ବ୍ୟସ୍ତ ହୋଇଯାଉ ।

କିନ୍ତୁ ଯେତେବେଳେ ଆମର ନିଜର କୋଣସି ଅତ୍ୟନ୍ତ ପସନ୍ଦର ଜିନିଷ କୋଉ ଚୋର ଚୋରି କରି ନେଇଯାଏ, ତାହେଲେ ଆମର କେତେ ବି ହସମୁଖା ଚେହେରା ହେଉ ନାଁ କାହିଁକି ଆମର ଜିନିଷ ଚୋରି ହୋଇଛି ଶୁଣି କିଛି ଦିନ ପାଇଁ ଆମ ମନ ଦୁଃଖର ମରୁଭୂମି ପାଲଟିଯାଏ । ଆଜି ଆମେ ସିଟିଟିଭିରେ ରେକର୍ଡ ହୋଇଥିବା ଏଭଳି କିଛି ଚୋର ମାନଙ୍କର କାରନାମା ବିଷୟରେ ଜାଣି ଏକଦମ୍ ଛାନିଆ ହୋଇଯିବେ ।

1. ଗୋଟିଏ ଗହାଣା ଦୋକାନର ସିସିଟିଭି ରେକର୍ଡରୁ ଜଣାପଡିଛି କି ଜଣେ ମହିଳା ନିଜ ସାମ୍ନାରେ ଥିବା ମୁଦି ଟ୍ରେ ର ମୋଦି ଗୋଟେ ପରେ ଗୋଟେ ଦେଖି୍ବା ବାହାନାରେ ଚୋରି କରିବାର ସୁଯୋଗ ଖୋଜୁଥିଲା , ଆଉ ଯେତେବେଳେ ଦୋକାନୀ ତାହାର ନଜର ତଳକୁ କରିଥିଲା ସେହି ସମୟରେ ମହିଳା ଜଣଙ୍କ ଚାଲାକିର ସହିତ ଗୋଟେ ସୁନା ମୁଦିକୁ ନିଜ ଆଙ୍ଗୁଠିରେ ପୂରାଇ ଅନ୍ୟଗୋଟେ ନକଲି ମୁଦି ସେହି ଅସଲି ମୁଦି ସ୍ଥାନରେ ରଖି ଦେଇଥିଲା ।

ତାପରେ ସେହି ମହିଳା ଜଣଙ୍କ ଆଉ ଗୋଟିଏ ସୁନା ମୁଦି କିଣି ସେଠାରୁ ଚାଲିଗଲା । କାହାକୁ ବି ମହିଳାଙ୍କ ଉପରେ ସନ୍ଦେହ ହୋଇନଥିଲା କିନ୍ତୁ ଯେତେବେଳେ ସେମାନେ ସେହି ନକଲି ମୁଦିକୁ ଦେଖିଲେ ସେମାନେ ସିସିଟିଭି ଚେକ୍ କରିଥିଲେ ।

2. ଅନ୍ୟ ଏକ ସିସିଟିଭିରେ ଦେଖିବା ପାଇଂ ମିଳିଛି ଯେ ଜଣେ ମହିଳା ଗୋଟିଏ ଦୋକାନରୁ କିଛି ଜିନିଷ କିଣିବା ବାହାନାରେ ଗୋଟିଏ ହେଣ୍ଡବ୍ୟାଗ୍ କୁ ଚୋରି କରି ଯେଉଁ ଜାଗାରେ ରଖିଲେ ତାହାକୁ ସିସିଟିଭିରେ ଦେଖି ଦୋକାନୀ ମାଲିକା ରାଗିବା ସହ ହସିହସି ଗଡିଗଲା । ସେ ବ୍ୟାଗଟିକୁ ନିଜ ପ୍ୟାଣ୍ଟ ଭିତରେ ଭରି ଦେଇଥିଲେ ।


3. ଅନ୍ୟ ଏକ ଚୋର ସପିଙ୍ଗଂ ମଲରୁ ଚୋରି କରିବା ସମୟରେ ଧରା ପଡିଯାଇଥିଲା । ଏହାର ଚୋରିକରିବାର ଢଙ୍ଗକୁ ଦେଖି ସେଠାକାର ଲୋକମାନେ ହସିବା ସହ ତାକୁ ପରେ ସର୍ପେକସେଲି ପାଣିରେ ବୁଡେଇ ବୁଡେଇ ବହଗୁ ମାଡ ମାରିଲେ । ଯୁବକ ଜଣଙ୍କ ତାଙ୍କର ପ୍ୟାଣ୍ଟ ଭିତରେ ସବୁ କିଛି ଚୋରି କରି ପୂରାଇ ଥିଲେ , ସେଥିରୁ ସବୁକିଛି ବାହାରିଲା ତେଲ , ସାବୁନ୍ , ଚକଲେଟ୍, ବିସ୍କୁଟ । ଏହି ସିସିଟିଭି ଦେଖି ଏମିତି ଲାଗୁଥିଲା ଯେ ଚୋରର ତାହା ପ୍ୟାଣ୍ଟ ନାଁ ସିନ୍ଦୁକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।