Odisha News Portal

ଦେଖନ୍ତୁ ଭିଡିଓ – ଏହି ଅଭିନେତା ପ୍ରେମିକା ଙ୍କର ଠାରୁ ଧକ୍କା ପାଇବା ପରେ ସୋସିଆଲ ମିଡ଼ିଆ ରେ Facebook ରେ ଛାଡିଲେ ଅନ୍ତରଣ ମୁହୂର୍ତ ର ଫଟୋ

ପ୍ରେମ ହେଉଛି ଶାସତ୍ବ , ଚିରନ୍ତନ, ଅମର । ପ୍ରେମର କୌଣସି ସଂଜ୍ଞା ନାହିଁ କିନ୍ତୁ ଆଜିର ପ୍ରେମ ଏବଂ ପୂରାତନ ପ୍ରେମ ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ , ଅନେକ ଫରକ୍ । ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିର ସମାଜରେ ତାର ସଂଜ୍ଞା ତାର ମହତ୍ବକୁ ହରାଇ ବସିଲାଣି । ଆମ ସମାଜରେ ପ୍ରତିଦିନ ପ୍ରେମକୁ ନେଇ ବହୁତ ନିନ୍ଦନୀୟ ଘଟଣା ତଥା ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସୁଛି ।

ତେବେ ପ୍ରକୃତରେ କହିବାକୁ ଗଲେ ଆଜି କାଲିର ପ୍ରେମ ହେଉଛି ପ୍ରେମ ନାଁର ଗୋଟିଏ ଗୋଟିଏ କଳଙ୍କ ପାଲଟି ଗଲାଣି । ଆଉ ଏସବୁରୁ ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ଲୋକ ମାନେ ଯାହା କି ହେଉଛି ଅତ୍ୟନ୍ତ ବିଡମ୍ବନାର ବିଷୟ ଅଟେ ।

ଆଉ ଏହି ପ୍ରେମ ଏମିତି ଏକ ଜିନିଷ ଯେଉଁଠି ଜଣେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବା ପାଇଁ ପ୍ରସ୍ତୁତ ଥାଏ। ପ୍ରେମର ବାସ୍ନାରେ ଆନ୍ଦୋଳିତ ହୋଇ ବହୁ ପ୍ରେମୀଯୁଗଳ ସମାଜ ଠାରୁ ବହୁ ଦୂରକୁ ଚାଲି ଯାଇଥାଆନ୍ତି । ପ୍ରେମରେ ଥାଏ କେବଳ ତ୍ୟାଗ ହିଁ ତ୍ୟାଗ ଆଉ ଏଥିରେ ବେଳେବେଳେ ଭୁଲ୍ ନିଷ୍ପତ୍ତିର ମଧ୍ୟ ଶିକାର ହୋଇଥାନ୍ତି ପ୍ରେମୀଯୁଗଳ ।

କିନ୍ତୁ ଆଜିକାଲିର ପ୍ରେମକୁ ଯୁବପିଢିମାନେ ବଜାରର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ଶେଷରେ ଅପମାନ ଜନିତ ସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ପ୍ରେମ ଭଳି ଏକ ପବିତ୍ର ଏବଂ ସୁନ୍ଦର୍ ସମ୍ପର୍କ କୁ ଆଜିକାଲିର ଯୁବପୀଢ଼ି ମାନେ ଅଧିକାଂଶ କ୍ଷେତ୍ରରେ କେବଳ କାମନା ଓ ବାସନା କୁ ପରିପୂର୍ଣ୍ଣ କରିବା ଅର୍ଥାତ୍ ଦୈହିକ ସମ୍ପର୍କ ଭାବେ ହିଁ ବିବେଚନା କରୁଛନ୍ତି ।

ନିଜସ୍ଵ ସ୍ବାର୍ଥ ହାସଲ ପରେ ପ୍ରେମିକ ପ୍ରେମିକା ପରସ୍ପରକୁ ଧୋକା ଦେଉଛନ୍ତି।ଯାହା ଦ୍ୱାରା ଅନେକ ଜୀବନ ଅସମୟରେ ହାନି ହେଉଛି। ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସେହିଭଳି ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ,ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଜଣେ ଅଭିନେତା ତାଙ୍କର ପ୍ରେମିକା ସହ ଥିବା କେତେକ ଅନ୍ତରଙ୍ଗ ତଥା ଅଶୀଳ ଭିଡ଼ିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡ଼ିଓଟି ଭାଇରଲ ହେବା ପଛରେ ଯାହା କାରଣ ରହିଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସେହି ଅଭିନେତାଙ୍କର କହିବା ଅନୁସାରେ ତାଙ୍କର ଗାର୍ଲଫ୍ରେଣ୍ଡ ବର୍ତ୍ତମାନ ତାଙ୍କୁ ପ୍ରେମରେ ପ୍ରତାରଣ ବା ଧକ୍କା ଦେଇଛନ୍ତି । ତେଣୁ ତାଙ୍କ ଗାର୍ଲଫ୍ରେଣ୍ଡର ଏହି ପ୍ରତାରଣା କାରଣ ସେ ତାଙ୍କ ସହ ବିତାଇ ଥିବା କେତେକ ଅନ୍ତରଙ୍ଗ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ସେ କହିଛନ୍ତି , ଏହି ଭିଡ଼ିଓ ପୋଷ୍ଟ କରିବା ପରେ ବୋଧ ହୁଏ ମୁଁ ଆତ୍ମହତ୍ୟା କରିବି କିମ୍ବା ପୋଲିସ ମତେ ଗିରଫ କରିନେବେ । କିନ୍ତୁ ମୋ ସହ ପ୍ରେମ ନାଁରେ ଛଳନା କରିଥିବା ଏବଂ ମୋ ଠାରୁ ନିଜର ସ୍ୱାର୍ଥ ହାସଲ କରିବା ପରେ ପ୍ରତାରଣା କରିଥିବା ମହିଳାଙ୍କ ପାଇଁ ଏହା କୌଣସି ଭୁଲ ନୁହେଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା କି ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଯୁବକଙ୍କୁ ଗିରଫ କରିନାହାନ୍ତି ପୋଲିସ କର୍ମଚାରୀ ।