Odisha News Portal

ଦେଖନ୍ତୁ ଏହି ଭାଇରାଲ ଭିଡିଓ – ମୋବାଇଲ ରୁ ମୋବାଇଲ ବୁଲିଲା ଝିଅର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ

0 194

ସୋସିଆଲ ମିଡିଆରେ ନିଜ ଝିଅର ଉଲଗ୍ନ ଫୋଟ ଏବଂ ଭିଡିଓ ଦେଖି ନିଜ ଜନ୍ମ କରିଲା ମାଁ କରିଲେ ଆତ୍ମହତ୍ୟା । ତେବେ ଏକଥା ଶୁଣି ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଏବଂ ଦୁଃଖ ଲାଗିଥିବ । କିନ୍ତୁ ଘଟଣାଟି ହେଉଛି ନିରାଟ ସତ୍ୟ । ତେବେ ଥରେ ଆପଣ ନିଜେ ଭାବି ଦେଖନ୍ତୁ ତ ଯେଉଁ ମାଁ ତାର ସନ୍ତାନକୁ ଦଶ ମାସ ଦଶ ଦିନ ଗର୍ଭରେ ଧରି ଏଦୁନିଆର ଆଲୋକ ଦେଖାଏ ସେହି ମାଁ ଯେତେବେଳେ ତା ଝିଅର ଉଲଗ୍ନ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଦେଖିବ କଣ ହୋଇଥିବ ତାର ଅବସ୍ଥା ।

କଣ ସେ ଭାଇରାଲ ହୋଇଥିବା ସେହି ନଗ୍ନ ଫଟୋ କୁ ଦେଖି ସହିପାରିବ । ନାଁ ବରଂ ତାର ମନ ଭୟରେ ଥରି ଉଠିବ,କଣ କରିବ ତା ମୁଣ୍ଡ କୁ କିଛି ବୁଦ୍ଧି ବାଟ ଦେଖାଯିବ ନାହିଁ । ଦୁଃଖ, ରାଗ ଓ କୋହ କୁ ସମ୍ଭାଳି ମରିବ କି ବଞ୍ଚିବ ତାହା କଳ୍ପନା କରିବା ମଧ୍ୟ ଅସମ୍ଭବ ହୋଇ ପଡିବ ସେହି ମାଁ ପକ୍ଷ ରେ । ତେବେ ଏମିତି ବି ନିଜର ବୁଝିବା ର ଶକ୍ତି ବି ହରେଇ ବସିବ ସେହି ମାଁ ।

ତେବେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଟାଉନ ଥାନା ଅନ୍ତର୍ଗତ ବାଣପୁର ଅଞ୍ଚଳରେ । ଘଟଣା ଅନୁସାରେ ସୋସିଆଲ ମିଡିଆ ରେ ନିଜ ଝିଅ ର ଭାଇରାଲ ହୋଇଥିବା ଲଗ୍ନ ଫଟୋ ଏବଂ ଭିଡିଓ ଦେଖି ଆତ୍ମହତ୍ୟା କରିଛି ସେହି ନିଜ ଜନ୍ମ କରିଲା ମାଁ । ତେବେ ଏହି ଘଟଣା ନେଇ ଥାନା ରେ ଅଭିଯୋଗ ହେବା ପରେ ପୋଲିସ ସେହି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି ।


ତେବେ ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ଵର ଜିଲ୍ଲାର ବଉଳାଙ୍କ ଅଞ୍ଚଳର ଶୁଭଙ୍କର ଦଳେଇ ଏବଂ ଜୟଦେବ ଦଳେଇ। ପୁଲିସ ସୂତ୍ରରୁ ଜଣାପଡିଛି ଶୁଭଙ୍କର ବଉଳାଙ୍କ ଅଞ୍ଚଳର ଏକ ଯୁବତୀଙ୍କୁ ପ୍ରେମ ଜାଲରେ ଫସେଇ ଥିଲା ଏବଂ ତାର ନଗ୍ନ ଫଟୋ ଓ ଭିଡିଓ ସଂଗ୍ରହ କରଥିଲା ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲା ।

ଆଉ ଏହି କାମ ପାଇଁ ଶୁଭଙ୍କରକୁ ତାର ବଡ ଭାଇ ଜୟଦେବ ସାହାଯ୍ୟ କରିଥିଲା। ଘଟଣାଟି ଜଣା ପଡିବା ପରେ ଯୁବତୀଙ୍କ ମା ଆତ୍ମହତ୍ୟା କରିଥିଲେ। ସେପଟେ ପୋଲିସ ଘଟଣାକୁ ଯାଞ୍ଚ କରୁଛି ଏବଂ ଅଭିଯୁକ୍ତଙ୍କୁ କୋର୍ଟ ପଠେଇଛି।

କିନ୍ତୁ ଏବେ ଆଉ କୋର୍ଟ ଚାଲାଣ କରିଲେ କଣ ହେବ ନାଁ ସେହି ଝିଅର ଇଜ୍ଜତ ଫେରି ଆସିବ ନାଁ ପୁଣି ମାଁ ର ଜୀବନ । ତେଣୁ ଏସବୁ କରିବା ପୂର୍ବରୁ ଥରେ ସେହି ଝିଅର ଭାବିବା ଉଚିତ ଥିଲା ନିଜ ବାପା ମାଁ ଙ୍କ ଠାରୁ ଅଧିକ ବିଶ୍ବାସ ଏବଂ ଭରଷା ଆଉ କାହାକୁ ବି କରିବା ଉଚିତ ନୁହେଁ ।

ଆଉ ସେହି ପୁଅର ମଧ୍ୟ ଥରେ ଭାବିବା ଦରକାର ଥିଲା ସେହି ଝିଅ ତା ଘରର ସମ୍ମାନ ତେଣୁ ଏମିତି କରିବା ଉଚିତ୍ ନୁହେଁ । କାରଣ ତାର ଘରେ ମଧ୍ୟ ଭଉଣୀ ଥିବେ ଆଉ ଯଦି ତାସହିତ କାଲି ଏପରି କିଛି ହେବ ତାହେଲେ କଣ ସେ ନିଜକୁ ସମ୍ଭାଳିପାରିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।