Odisha News Portal

ଦେଖନ୍ତୁ ଭିଡିଓ – ବ୍ୟାଙ୍କ ମ୍ୟାନେଜରଙ୍କ ଏହି ଯୁବତୀ ଙ୍କ ସହ ଏମିତି କିଛି ଅଭଦ୍ରାମୀ କରିବସିଲେ ….ଛି ଛିଃ ଟିକେ ହେଲେ ଲଜ୍ୟା ନାହିଁ…..

ବର୍ତ୍ତମାନ ସମୟରେ ସାରା ବିଶ୍ବର ସମସ୍ତ ଦେଶ ନିଜକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି । ତେବେ ଆଜିର ଏହି ଯୁଗକୁ ତ ଇଣ୍ଟରନେଟ୍ ର ଯୁଗ , କମ୍ୟୁଟରର ଯୁଗ ବୋଲି କୁହାଯାଏ । କିନ୍ତୁ କଣ ବର୍ତ୍ତମାନ ଏହି ଅତ୍ୟାଧୁନିକ ଟେକନୋଲୋଜିର ଦୁନିଆଁରେ ମଧ୍ୟ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି । ଯେକୌଣସି ସ୍ତରରେ ଥିଲେ ମଧ୍ୟ ନାରୀ ସୁରକ୍ଷିତ ନୁହେଁ , କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ହୋଇ ଏ ଦୁନିଆରେ ଜନ୍ମ ଗ୍ରହଣ କରିଛି ।


ଆଜି ଆମ ସମାଜର ଯୁବପିଢି ମାନେ ଭୁଲି ଯାଇଛନ୍ତି ସେମାନଙ୍କର ମାନବିକତା , ଲିଭି ଯାଇଛି ସେମାନଙ୍କର ମଣିଷଶ୍ବ ଏବଂ ହଜି ଯାଇଛି ସେମାନଙ୍କର ବିବେକ ପଣିଆ । ଆଜି ସେମାନ ପଶୁ ସହିତ ସମାନ ହୋଇ ଯାଇଛନ୍ତି । ମଣିଷ ଜଗତକୁ ସମସ୍ତଙ୍କ ଠାରୁ ଶ୍ରେଷ୍ଠ କୁହାଯାଏ କାହିଁକି ନାଁ ତା ପାଖରେ ବିବେକ, ବୁଦ୍ଧି ତଥା ମାନବିକତା ରହିଛି କିନ୍ତୁ ଆଜି ସେହି ମଣିଷ ପଶୁତୁଲ୍ୟ କାମ କରୁଛି । ଆଜି ମଣିଷ ହିଁ ମଣିଷର ଶତ୍ରୁ ପାଲଟିଛି। ଆଜି ଆମେ ଆପଣଙ୍କୁ ସେହିପରି କିଛି ଘଟଣା ସଂପର୍କରେ କହିବାକୁ ଯାଉଛୁ ଯେଉଁଥିରେ ଝିଅମାନେ ସେମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ସଠିକ ଜବାବ ଦେଇଛନ୍ତି ।


1 .ଏହି କିଛି ଦିନ ତଳେ ଏଇ ନଭେମ୍ବର ମାସର ଏକ ବ୍ୟାଙ୍କର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେଲା ଯେଉଁଥିରେ କି ଏକ ବ୍ୟାଙ୍କର ମ୍ୟାନେଜର୍ ଏକ ଝିଅ ସହ ଏପରି କିଛି ଅତ୍ୟନ୍ତ ଅଭଦ୍ରାମୀର କାମ କରିଥିଲେ ଯାହାକି କହିବା ପାଇଁ ମଧ୍ୟ ଖରାପ ଲାଗୁଛି। କିନ୍ତୁ ଝିଅ ଜଣକ ଏହି କାର୍ଯ୍ୟ ଦ୍ୱାରା ବହୁତ ଲଜ୍ଜିତ ଥିଲେ ଏବଂ ଲଜ୍ଜାରେ ସେହି ବ୍ୟକ୍ତି ଜଣଙ୍କୁ କିଛି କହିନଥିଲେ। ଏହି ଭିଡିଓଟି ପାକିସ୍ଥାନର ରାଜଧାନୀ ଇସଲାମାବାଦର ବୋଲି ଣୁଣିବାକୁ ମିଳୁଛି। ଏହି ଭିଡିଓଟି ଭାଇରାଲ୍ ହେବା ପରେ ସେହି ମ୍ୟାନେଜର୍ ଜଣଙ୍କୁ ଗିରଫ କରି ନିଆ ଯାଇଛି।


2 . ଆଉ ଜଣେ ସେହିପରି ଏକ ବ୍ୟାଙ୍କର କର୍ମଚାରୀ, ଜଣେ ମହିଳାଙ୍କର 2 ଲକ୍ଷ ଟଙ୍କାର ଏକ ଲୋନ୍ କରାଦେବା ପାଇଁ ସେହି ମହିଳାଙ୍କୁ ତାଙ୍କ ସହ ଶୋଇବା ପାଇଁ ମଧ୍ୟ କହିଥିଲେ। ଏହାପରେ ସେହି ମହିଳା ଜଣକ ବ୍ୟକ୍ତି ଜଣଙ୍କୁ ବିଚ୍ ରାସ୍ତାରେ ମାଡ ମାରି ଏହାକୁ ଭିଡିଓ କରିବା ସହ ସୋସିଆଲ ମିଡ଼ିଆରେ ଏହାକୁ ଭାଈରାଲ୍ ମଧ୍ୟ କରାଇଥିଲେ। ଏହାପରେ ତାଙ୍କୁ ସୋସିଆଲ ମିଡ଼ିଆରେ ଅନେକ ଲୋକ ଏପରି ଷ୍ଟେପ୍ ପାଇଁ ତାଙ୍କୁ ସମର୍ଥନ ମଧ୍ୟ କରିଥିଲେ ଏହା ପରେ ପୋଲିସ୍ ସେହି ବ୍ୟକ୍ତିଙ୍କୁ ଗିରଫ କରିନେଇଛି।

3 . 8 ନଭେମ୍ବର 2016 ରାତି 8 ଟା ବେଳେ ଭାରତର ସମ୍ମାନୀୟ ପ୍ରଧାନମନ୍ତ୍ରୀ ଘୋଷଣା କରିଲେ କି ଦେଶରେ ଆଉ 1000 ଏବଂ 500 ଟଙ୍କିଆ ନୋଟ୍ ଚାଲିବନି। ଏହାପରେ ସବୁ ଲୋକମାନେ ନିଜ ନିଜର ପଇସାକୁ ପରିବର୍ତ୍ତନ କରି ଆଣିବା ପାଇଁ ବ୍ୟାଙ୍କରେ ଲମ୍ବା ଲାଇନ୍ ଦେଇ ଠିଆ ହେଉଥିଲେ।

ଏହି ସମୟରେ ଗୋରଖପୁରର ଏକ ବ୍ୟାଙ୍କର ମ୍ୟାନେଜରଙ୍କ ଏକ ଭିଡିଓ ସାମ୍ନାକୁ ଆସିଲା। ରାଜିବ ରାଜପାଲ ନାମକ ଏହି ମ୍ୟାନେଜର୍ ଲୋକମାନଙ୍କ ଉପରେ ନିଜର ରାଗ ବାହାର କରୁଥିବାର ଦେଖା ଗଲା। କେତେବେଳେ ଲାଇନରେ ଠିଆ ହୋଇଥିବା ବ୍ୟକ୍ତି ମାନଙ୍କୁ ମାଡ ମାରିଲେ ତ ଆଉ କେତେବେଳେ ଲୋକମାନଙ୍କ ଉପରେ ପାଣି ଫୋପାଡୁ ଥିବାର ଦୃଶ୍ୟ ସାମ୍ନାକୁ ଆସିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।