Odisha News Portal

ଦେଖନ୍ତୁ ଭିଡ଼ିଓ ! ସୁର ଭାଇ ନାଚି ଧୂଳି ଉଡେଇ ଦେଲେ, ଦେଖିଲେ ଆପଣ ବି ହସି ହସି ଗଡି ଯିବେ, ସୁର ଭାଈ ଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ……

ଓଡ଼ିଶା ରାଜ୍ୟ ରାଜନୀତିରେ କଂଗ୍ରେସର ବିଧାୟକ ସୁର ରାଉତରାୟ ଙ୍କୁ କିଏ ବା ନ ଜାଣେ । ସେ ହେଉଛନ୍ତି ରାଜ୍ୟ ରାଜନୀତିର ଜଣେ ବରିଷ୍ଠ ଏବଂ ପରିଚିତ ଚେହେରା ଅଟନ୍ତି । ତେବେ କଂଗ୍ରେସ ବିଧାୟକ ସୁର ରାଉତରାୟ ସବୁବେଳେ କିଛି ନାଁ କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ସାଧାରଣ ଭାବରେ ସେ ତାଙ୍କର ଗଣମାଧ୍ୟମକୁ ଦେଉଥିବା ବାଇଟ ଏବଂ କୌତୁହଳ ପୂର୍ଣ୍ଣ କଥା ପାଇଁ ଚର୍ଚ୍ଚାର ଶୀର୍ଷ ବିନ୍ଦୁ ପାଲଟିଥାନ୍ତି ।

ଆଉ ତାଙ୍କୁ ସମସ୍ତେ ଜଣେ ନିର୍ଭିକ କଥା କହୁଥିବା ଏବଂ ସ୍ପଷ୍ଟ ବାଦୀ ନେତା ଭାବରେ ପ୍ରାୟ ଜାଣିଛନ୍ତି । ସେ ଜଣେ ନିର୍ଭିକ ନେତା ଏବଂ ଯାହା କୁହନ୍ତି ସ୍ପଷ୍ଟ ଏବଂ ଆଗରେ କୁହନ୍ତି , ସେଥି୍ପାଇଁ ସାଧାରଣ ଜନତା ଠାରୁ ଆରମ୍ଭ କରି ସମସ୍ତ ରାଜନେତା ମାନେ ତାଙ୍କୁ ବହୁତ ଭଲ ପାଇଥାନ୍ତି ।


ବରିଷ୍ଠ ରାଜନେତା ସୁର ରାଉତରାୟ ହେଉଛନ୍ତି କଂଗ୍ରେସ ର ଜଣେ ବିଶିଷ୍ଠ ଏବଂ ସୁଦକ୍ଷ ବିଧାୟକ ଅଟନ୍ତି । ସେ ବହୁ ସମୟରେ ତାଙ୍କର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଆଉ ଗଣମାଧ୍ୟମର ପ୍ରତିନିଧି ମାନେ ସବୁବେଳେ ତାଙ୍କର ବାଇଟ ନେବା ପାଇଁ ସତେ ଯେମିତି ସବୁବେଳେ ପ୍ରସ୍ତୁତ ହୋଇ ରହିଥାନ୍ତି । ଆଉ ଏହି ନେତାଙ୍କ ମୁଖରୁ ପଦେ କଥା ଶୁଣିବା ପରେ ତାହା ସମସ୍ତଙ୍କୁ ହସି ହସି ବେଦମ୍ କରି ପକାଇ ଥାଏ । କାହିଁକି ନାଁ ତାଙ୍କର ବୟାନ ଅତ୍ୟନ୍ତ ହାସ୍ୟତ୍ମକ ଢଙ୍ଗରେ ହୋଇ ଥିବାରୁ ଦର୍ଶକ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି ।


ତେବେ ମାଡି ଚାଲ, ରେଡି ତ ,ରମ୍ପା ରମ୍ପି, ଲଗା ତାଳି , ଛି ଛି କି ଲଜ୍ୟା, ହାକ ଥୁ, କି କଥା ଏଗୁଡ଼ାକ, ଏମିତି ବହୁତ ସାରା ସୁର ଭାଇ ଙ୍କ ଡାଇଲଗ ଅଛି ଯାହା ବହୁତ୍ ପ୍ରସିଦ୍ଧ ବର୍ତ୍ତମାନ ଯୁବପିଢି ଏବଂ ବୟସ୍କ ଶ୍ରେଣୀର ବ୍ୟକ୍ତି ବିଶେଷ ଙ୍କ ପାଖରେ ମଧ୍ୟ । ତେବେ ଏକଥା ସତ ଯେ, ସେ ସବୁବେଳେ କିଛି ନା କିଛି କଥାକୁ ଚର୍ଚ୍ଚାରେ ରହିଥାନ୍ତି । ତେବେ ନିକଟରେ କଂଗ୍ରେସ ନେତା ସୁର ଭାଇ ଙ୍କୁ ଏକ ଷ୍ଟେଜରେ ଗୀତ ଗାଇବାର ଦେଖିବାକୁ ମିଳିଥିଲା ।

ଯାହା ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗି ଥିଲା । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଯେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏକ ଷ୍ଟେଜ ପ୍ରୋଗ୍ରାମରେ ଗୀତ ଗାଇ ତାର ତାଳେ ତାଳେ ତାଙ୍କର ନାଚ ଦେଖାଇଥିଲେ । ଯାହା ବହୁତ୍ ମଜାଦାର ଅଟେ।

ସେ ଯେଉଁଭଳି ଭାବରେ ନାଚୁଥିଲେ ତାହା ବହୁତ ଆକର୍ଷଣୀୟ ଏବଂ ମଜା ଦାୟକ ଅଟେ । କିନ୍ତୁ ସୁର ଭାଇ କେଉଁ ଜାଗାରେ ଏହି ନାଚ ନାଚୁଥିଲେ ତାହା ଆମେ ଜାଣିନୁ କିନ୍ତୁ ଏହି ଭିଡ଼ିଓଟି ଭାଇରାଲ ହେବା ପରେ ଲୋକେ ଏହାକୁ ବହୁତ ପସନ୍ଦ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।