compare local hookup apps best short term dating and hookup apps dirty hookup apps best location based hookup apps hookup apps montana
Odisha News Portal

ଦେଖନ୍ତୁ Live ଭିଡିଓ ହଠାତ୍ ରାତି ୨ ଟା ରେ ଏଭଳି ଅବସ୍ଥାରେ ଭିଡିଓ କରି ଅଭିନେତ୍ରୀ ଅର୍ଚ୍ଚିତା ଏମିତି କିଛି ମେସେଜ୍ ସୋସିଆଲ ମିଡିଆକୁ ଦେଲେ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ….

ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଏହି କଳାକାର ମାନେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ତେବେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି କେବଳ ନିଜର ଆତ୍ମ ବିଶ୍ବାସ , ଦୃଢ ମନୋବଳ ଏବଂ କଠିନ ପରିଶ୍ରମ ବଳରେ । ଆଉ ତାଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଚଳଚିତ୍ର ଦୁନିଆକୁ ।

ତେବେ ଆପଣ ମାନେ ସମସ୍ତେ ବେଶ୍ ଭଲ ଭାବରେ ଜାଣିଥିବେ ଅଲିଉଡ ର ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁଙ୍କୁ । ସେ ତାଙ୍କର ବିଚକ୍ଷଣ ଅଭିନୟ ଏବଂ ସୁନ୍ଦରତାର ଯାଦୁରେ ଦର୍ଶକ ମାନଙ୍କର ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ତାଙ୍କର ରୂପ ଯେମିତି ଅଭିନୟ ମଧ୍ୟ ତାଠରୁ ଅଧିକ ମନଲୋଭା । ଆଉ ତାଙ୍କର ଏହି ସୁନ୍ଦରତା ପାଇଂ ସେ ଆଜି ହଜାର ହଜାର ଲୋକଙ୍କର ଦ୍ବିୱାନା ହୋଇପାରିଛନ୍ତି ।

ଅଭିନୟ ଜଗତରେ ଏଣ୍ଟ୍ରି ମାରିବା ପରେ ସେ ନିଜର ବିଚକ୍ଷଣ ତଥା ଚମତ୍କାରୀ ଅଭିନୟ ମାଧ୍ୟମରେ ଲୋକଙ୍କୁ ତାଙ୍କୁ ଆଡକୁ ଆକର୍ଷିତ କରିଥିଲେ । ଆଉ ଧିରେ ଧିରେ ତାଙ୍କର ଅଭିନୟରେ ସମସ୍ତେ ମୁଗ୍ଧ ହେବାକୁ ଲାଗିଲେ ଏବଂ ସେ ହୋଇଗଲେ ସମସ୍ତଙ୍କର ପସନ୍ଦର ପ୍ରଥମ ଅଭିନେତ୍ରୀ । ନିଜର ଅପୂର୍ବ ସୁନ୍ଦରତା ସାଙ୍ଗକୁ ହୃଦୟସ୍ପର୍ଶି ଅଭିନୟ ସତେ ଯେମିତି ଲୋକଙ୍କ ହୃଦୟରେ ଏକ ଭିନ୍ନ ଧରଣର ଛାପ ଛାଡି ଦେଇଥିଲା ।

 

ତେବେ ଏହି ଅଭିନେତ୍ରୀ ଜଣଙ୍କ ଅଲିଉଡର ପ୍ରାୟ ସମସ୍ତ ସୁପରଷ୍ଟାର ତଥା ଆଗ ଧାଡିର ସଫଳ ଅଭିନେତା ମାନଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଁ ନିଜକୁ ବେଷ୍ଟ ବୋଲି ପ୍ରମାଣିତ କରିଛନ୍ତି । ଅର୍ଚ୍ଚିତା ଅଭିନୟ ଜଗତକୁ ଆସିବା ପୂର୍ବରୁ ଜଣେ ଭଲ କ୍ଲାସିକାଲ୍ ଡ୍ୟାନ୍ସର୍ ମଧ୍ୟ ଥିଲେ । ନିକଟରେ ଆପଣ ମାନେ ତାଙ୍କର ସୁପରହିଟ୍ ଫିଲ୍ମ ଦୁର୍ଗତୀନାଶିନୀ ନିଶ୍ଚିୟ ଦେଖିଥିବେ ।

ତେବେ ବର୍ତ୍ତମାନ ସମୟରେ ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କର ଆଉ ଗୋଟିଏ ଫିଲ୍ମ ସୁଟିଂ ଚାଲିଛି । ଆଉ ଏହି ଫିଲ୍ମ ସୁଟିଂ ଚାଲିଥିବା ବେଳେ ଅର୍ଚ୍ଚିତା ଲାଇଭ୍ ଭିଡିଓ କରିଛନ୍ତି କିନ୍ତୁ ଏହି ଲାଇଭ୍ ଭିଡିଓ ବିଳମ୍ବିତ ରାତିରେକରିଛନ୍ତି । ହେଲେ ଏହାପରେ ମଧ୍ୟ ବହୁତ ଲୋକ ଅନଲାଇନ୍ ଆସି ତାଙ୍କ ସହ ବହୁ ସମୟ କଥାବାର୍ତ୍ତା କରିଛନ୍ତି ।ତାଙ୍କୁ ତାଙ୍କର ଏହି ଫିଲ୍ମ ବିଷୟରେ ଏବଂ କେଉଁଠି ସୁଟିଂ ହେଉଛି ତାହାର ଲୋକେଶନ୍ ବିଷୟରେ ମଧ୍ୟ ପଚାରିଛନ୍ତି କିନ୍ତୁ ଅର୍ଚ୍ଚିତା ସେବିଷୟରେ କହି ନାହାଁନ୍ତି କାହିଁକି ନାଁ ସେ ସମସ୍ତଙ୍କୁ ସରପ୍ରାଇଜ୍ ଦେବାକୁ ଚାହୁଛନ୍ତି । କିନ୍ତୁ ଫିଲ୍ମରେ ତାଙ୍କର ଚରିତ୍ରର ନାଁ ହେଉଛି ସୁଜତା ଏବଂ ସେ ଜଣେ ଗରିବ ମହିଳା ଭାବରେ ନଜରର ଆସିଛନ୍ତି । ତେବେ ଏହିପରି ସେ ନିଜର ସୁଟିଂ ବିଷୟରେ ବହୁତ କିଛି ଶେୟାର କରିଛନ୍ତି ତାଙ୍କର ଫ୍ୟାନ୍ ମାନଙ୍କ ସହିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।