Odisha News Portal

ଦେଖନ୍ତୁ Live – ପୁଣି ପ୍ରେମୀ ଯୁଗଳ ଙ୍କ ଭିଡ଼ିଓ ଭାଇରଲ । କିଛି ଯୁବକ ଭିଡ଼ିଓ ସୁଟ୍ କରିବା ସହ…..

ଆଜିକାଲିର ଯୁବପିଢି ମାନେ ଏତେ ଆଗକୁ ଆଗିଗଲେଣି କି ସେମାନଙ୍କ ପାଇଁ କଣ ଠିକ ଓ କଣ ଭୁଲ ଜାଣିପାରୁନାହାନ୍ତି । ପ୍ରେମ ପାଇଁ ଏବେକାର ୟୁବପିଢି ମାନେ ପାଗଳ ହୋଇଗଲେଣି ଏବଂ ସେହି ପ୍ରେମ ପାଇଁ ଏପରି କିଛି କାମ କରୁଛନ୍ତି ଯେଉଁଥିପାଇଁ ବହୁତ ନିନ୍ଦା ଅପମାନ ମଧ୍ୟ ପାୁଠଛନ୍ତି । ଏବେ ସେମାନଙ୍କର ମନ ଆଉ ପାଠ ପଢାରେ ଲାଗୁନାହିଁ ବରଂ ପ୍ରେମରେ ବାନ୍ଧି ହେଉଛନ୍ତି ଏବଂ ଏତେ ମଜି ଯାଉଛନ୍ତି କି ପ୍ରେମ ପୂରା ଅନ୍ଧ ହୋଇଗଲେଣି । ବର୍ତ୍ତମାନର ପ୍ରେମ ଆଉ ଆଗ ଯୁଗର ରାଧା-କୃଷ୍ଣ ଙ୍କ ପ୍ରେମ ପରି ପବିତ୍ର ନୁହେଁ ।

ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ପ୍ରେମର ଅର୍ଥ କହିଲେ କେବଳ କାମନା ଏବଂ ବାସନାର ସମାହାର । ପ୍ରେମରେ ପଡି ସେମାନେ ନିଜ ବାପା – ମା ଙ୍କ କଥା ଭୁଲିଯିବା ସହ ସମାଜର ସମସ୍ତ ନୀତି ନିୟମ କୁ ମଧ୍ୟ ଭୁଲିଯାଉଛନ୍ତି ।

ନିଜ ଜୀବନରେ ଆଗକୁ କିପରି ଉନ୍ନତି କରିବେ ତାହା ନଭାବି ନିଜ ହାତରେ ନିଜ ଜୀବନକୁ ନଷ୍ଟ କରିବାରେ ଲାଗିଛନ୍ତି । ତେବେ ଆଜି ମଧ୍ୟ ଆମେ ଆପଣ ମାନଙ୍କୁ ସେହିପରି କିଛି କଥା ବିଷୟରେ କହିବୁ , ଯେଉଁ ଠାରେ ଦୁଇ ପ୍ରେମୀ ଯୁଗଳ ମାନେ ଜଙ୍ଗଲ ଭିତରେ କିଛି ଖରାପ କାମ କରୁଥିବା ସମୟରେ ଧରା ପଡିଛନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ । 

ଏବେ ସୋସିଆଲ ମିଡିଆରେ ଏକ ବିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖାଯାଉଛି କି ଏକ ନିଛାଟିଆ ଜଙ୍ଗଲ ର ଏକ ପାର୍ଶ୍ୱ ରେ ଜଣେ ଯୁବତୀ ଜଣେ ଯୁବକ ସହ ପ୍ରେମ ଲୀଳା ରେ ଲିପ୍ତ ଥିବାର ।

ସେହି ସମୟରେ ସେମାନେ ଭୁଲି ଯାଇଥିଲେ କି ତାହା ଏକ ସର୍ବ ସାଧାରଣ ସ୍ଥାନ ଅଟେ । ସେହିଠାରେ ଏକ ବ୍ୟକ୍ତି ସେମାନଙ୍କର ସେହି କାରନାମାକୁ ମୋବାଇଲେରେ ରେକର୍ଡ କରିଥିଲେ । ଏହା ସହିତ ସେହି ଦୁଇ ଜଣକୁ ତାଙ୍କର ଠିକଣା ପଚାରିଥିଲେ । ଏହା ସହିତ ସେମାନଙ୍କର ଫଟୋ ଉଠାଇ ତାଙ୍କର ବାପା ମା ପାଖକୁ ପଠେଇବାର ଧମକ ମଧ୍ୟ ଦେଇଛନ୍ତି ।

ଏତିକି ନୁହେଁ ବରଂ ତାଙ୍କୁ ବିଭିନ୍ନ ପ୍ରକାର ର ଅଶୀଳ ଭାଷାରେ ମଧ୍ୟ ଗାଳି ଦେଉଛନ୍ତି । ଏହା ପରେ ସେ ଯୁବତୀ ଜଣକ କାନ୍ଦି କାନ୍ଦି ସେମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ସେହି ଲୋକମାନେ ତାହାକୁ ସିନ୍ଦୁର ପିନ୍ଧିବା ପାଇଁ କହିଛନ୍ତି । ସେହି ଲୋକମାନେ କହିଛନ୍ତି କି ଏପରି ଭୁଲ କରିବା ଆଗରୁ ଶହେ ଥର ଚିନ୍ତା କରିବା ଆବଶ୍ୟକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।