Odisha News Portal

ଦେଖନ୍ତୁ ଯୁବତୀଙ୍କର Mms ଭିଡିଓ – ଚେଞ୍ଚିଙ୍ଗ ରୁମରେ ମୋବାଇଲ ଲଗାଇ ଯୁବତୀ ଙ୍କ ଡ୍ରେସ ବଦଳାଇ ବାର ଦୃଶ୍ୟ ଲୁଚି ଲୁଚି ଦେଖୁଥିଲେ , ଯୁବତୀ ଜାଣିବା ପରେ ଯାହା ଘଟିଲା

ଆଜିର କାଲିର ଦୁନିଆ ହେଉଛି ଡିଜିଟାଲର ଦୁନିଆ ଏବଂ ସମାଜରେ ପ୍ରତ୍ୟେକ ବ୍ୟକ୍ତି ମାନେ ବହୁତ ଆଧୁନିକ ହେବାରେ ଲାଗିଛନ୍ତି । ଏବେକା ସମୟରେ ଲୋକମାନେ ସୋସିଆଲ୍ ମିଡିଆ ସାଇଟ୍ ରେ ନିହାତି ଭାବରେ ଜଡିତ , ତାହା ଫେସବୁକ , ହ୍ୱାର୍ଟସଅପ କି ଇନଷ୍ଟାଗ୍ରମ । ପ୍ରତ୍ୟେକ ସମୟରେ ଏବେ ଲୋକମାନେ ସୋସିଆଲ ମି଼ିଡିଆରେ ସକ୍ରିୟ ରହୁଛନ୍ତି । ତେବେ ଏହି ସୋସିଆଲ ମିଡିଆ ଆମ ମାନଙ୍କ ପାଇଁ ଯେତେ ଭଲ ହେଲେ ସେତେ ଅଧିକ ମଧ୍ୟ ଖରାପ । ଆମେ ପ୍ରତ୍ୟେକ ସମୟରେ ଏବେ କିଛି ନା କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ।

ତାହା କହା ପାଇଁ ଭଲ ହୋଇପାରେ ତ ପୁଣି କାହା ପାଇଁ ଖରାପ । ମାତ୍ର ଏବେକା ସମୟରେ ନାରୀ ମାନେ ସର୍ବଦା ସାବଧାନ ରହିବା ଉଚିତ , ବିଶେଷ କରି ସେମାନେ ଯେଉଁ ସମୟରେ ସପିଙ୍ଗ କରିବ ପାଇଁ ଯାଉଛନ୍ତି ବା ସପିଙ୍ଗ କରିବା ସମୟରେ କୌଣସି ଡ୍ରେସ ଆଣିଲେ ତାହାକୁ ଟ୍ରାଏଲ ରୁମରେ ଚେଙ୍ଗ କରୁଛନ୍ତି ତେବେ ସେତେବେଳେ ସେମାନେ ବହୁତ ଧ୍ୟାନ ରଖିବା ଉଚିତ ।

କାରଣ ସେହି ଟ୍ରାଏଲର ରୁମରେ କ୍ୟାମେରା ଲାଗିଥାଇ ପାରେ ଏବଂ ଆପଣଙ୍କର ସମସ୍ତ ଭିଡିଓ ସେ କ୍ୟାମରାରେ କଏଦ ହୋଇପାରେ ଯାହା ଦ୍ୱାରା ଆପଣ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କାହିଁକିନା ଏବେକା ସମୟରେ ସେମିତି ଏକ ମାମଲା ଆମ ମାନଙ୍କ ସାମ୍ନାକୁ ଆସିଛି , ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।


ଜଣେ ଲେଡ଼ିସ୍ କପଡା କିଣି ଟ୍ରାଲ ରୁମ୍ କୁ ଯାଇଥିଲେ କପଡା ଟ୍ରାଏଲ୍ କରିବା ପାଇଁ ଯେତେବଳେ ସେ ରୁମ୍ କୁ ପଶିଥିଲେ ତାଙ୍କୁ ସନ୍ଦେହ ହୋଇ ଥିଲା କି ପର ରୁମ୍ ରେ କେହି ଜଣେ ଫୋଟୋ କ୍ୟାପ୍ ଚର୍ କରାଯାଉଛି ବୋଲି । ଏହା ପରେ ସେ ଯେତେବେଲେ କପଡା ଚେଞ୍ଜ କରିବାକୁ ଲାଗିଲେ ସେତେବେଲେ ସେ ନିସ୍ଚିତ ହେଲେ କି ରୁମର କୋଣରୁ କେହି ଜଣେ ତାଙ୍କର ଫଟୋ କ୍ଲିକ କରୁଛି , ଏହା ପରେ ସେ ଜୋରରେ ପାଟି କଲେ ।

ଏହା ପର ସେ ବାହାରକୁ ବାହାରିଥିଲେ ଏବଂ କବାଟ ପିଟିଥିଲେ, ହିଳାଙ୍କର ଏପରି କାର୍ଯ୍ୟ ଦେଖି ସିକ୍ୟୁରିଟି ମାନେ ଧାଇଁ ଆସିଲେ ଏବଂ ସେହି ରୁମକୁ ଦେଖିବାରୁ ସେଠି ଜଣେ ପୁଅ ପିଲା ରୁମ ଭିତରୁ ବାହାରିଲା । ପୋଲିସ ମାନେ ଯେତେବେଳେ ତାହାକୁ ତାର ନାମ ପଚାରିଲେ ସିଏ ତାର ନାମ ରାମ କହିଥିଲ ।

ମାତ୍ର ତାର ସଂପୂର୍ଣ୍ଣ ତଥ୍ୟ ବାହାର କଲାପରେ ଜଣାଗଲା କି ତାର ନାମ ହେଉଛି ମହମ୍ମଦ ଅତିଫ୍ । ଏହା ପରେ ସେ ମହିଳା ଜଣକ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମହିଳାଙ୍କର ଅଭିଯୋଗ ପରେ ପୋଲିସ ତାର କାର୍ଯ୍ୟନୁଷ୍ଟାନ ଗ୍ରହଣ କରିଛି । ତେବେ ଆପଣ ମାନେ ଯେତେବେଳେ ବି ବିସେଷ କରି ମହିଳା ମାନେ ଯେଉଁ ସମୟରେ କୌଣସି କାମ ପାଇଁ ବାହାରକୁ ଯାଉଛନ୍ତି ସେହି ସମୟରେ ଟିକେ ସତର୍କତା ଅବଲମ୍ବନ କରିବା ନିତାନ୍ତ ଜରୁରୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।