ଦେଖନ୍ତୁ ଭିଡିଓ – ଲକଡାଉନ ଖୋଲୁ ଖୋଲୁ ପ୍ରେମୀ ଯୁଗଳ ଜଙ୍ଗଲରେ କରୁଥିଲେ ରୋମାନ୍ସ ହଠାତ୍ ଡ୍ରୋନ କ୍ୟାମେରରେ ରେକର୍ଡ ହୋଇଗଲା ତା’ପରେ

ଆଜିର ସମାଜ ରେ ରହୁ ଥିବା ଲୋକ ମାନେ ବହୁତ ତଳ ସ୍ତରକୁ ଖସି ଗଲେଣି । ଏବେ ମଣିଷ ମାନଙ୍କ ଭିତରେ ଲୋଭ , କ୍ରୋଧ , ହିଂସା ଆଦି ଭରି ରହିଛି, ଏହା ଦ୍ୱାରା ସମାଜ ରେ ଅନେକ ଅନ୍ୟାୟ , ଅତ୍ୟାଚାର ଦେଖିବାକୁ ମିଳୁଛି । ଆଜିର ମଣିଷ ପାଖରେ ଆଉ ମାନବିକତା ନାହିଁ କି ମଣିଷପଣିଆ ମଧ୍ୟ ନାହିଁ । ଆଜିର ମଣିଷ କେବଳ କାମନା , ବାସନାରେ ସବୁବେଳେ ମଜି ରହିଛନ୍ତି ଆଉ ଏହି କାରଣରୁ ବିଭିନ୍ନ ସମସ୍ୟା ମାନ ମଧ୍ୟ ଉପୁଜୁଛି ।

ବେଳେ ବେଳେ ଆମ ଜୀବନରେ ଏମିତି କିଛି ଘଟଣା ଘଟିଯାଏ ଯାହା ପାଇଁ ଆମକୁ ବହୁତ ଅପଦସ୍ତ ହେବା ମଧ୍ୟ ପଡିଥାଏ । ଆମ ଜାବନରେ ବେଳେବେଳେ ଏମିତି କେହି ଆସିଯାଏ ଯାହା ଉପରେ ଆମେ ଦରକାରଠୁ ମଧ୍ୟ ଅଧିକ ବିଶ୍ବାସ କରିଯାଉ । ଆଉ ,ସେହି ବିଶ୍ବାସ ହିଁ ଆମ ପାଇଁ କାଳ ପାଲଟି ଯାଏ ।

ଆମେ ଏମିତି ସମସ୍ୟା ରେ ପଡିଯାଉ ଯେ ଯ।ହାର ସମାଧାନ ହୋଇ ପାରିନଥାଏ ଏବଂ ତାହା ବହୁତ ଭୟଙ୍କର ରୂପ ମଧ୍ୟ ନେଇ ଯାଇଥାଏ । ଏମିତି ଘଟଣା ବହୁତ ଲୋକଙ୍କ ସହ ଦେଖିବାକୁ ମିଳିଛି , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ।

କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ ସମୟରେ ଲୋକମାନଙ୍କର ଉପରେ ନଜର ରଖିବା ପାଇଁ କେତେକ ରାଷ୍ଟ୍ର ଅତ୍ୟଧିକ ଟେକ୍ନୋଲୋଜିର ଡ୍ରନ କ୍ୟାମେରାର ସାହାଯ୍ୟ ନେଇଥିଲେ । ଯାହା ପୋଲିସଙ୍କ ଦ୍ବାରା ପରିଚଳିତ ହେଉଥିଲା । ତେବେ ଏହି ଡ୍ରନ କ୍ୟାମେରା ଦ୍ବାରା ରେକର୍ଡ ହୋଇଥିବା କେତେକ ଭିଡ଼ିଓ ବିଷୟରେ ଆମେ ଆଜି ଆପଣଂକୁ ଜଣେଇବୁ ।


* 2020 ଜୁଲାଇ 18 ତାମିଲନାଡୁରେ ଏକ ଭିଡ଼ିଓ ଡ୍ରନ ଦ୍ବାରା ସଂଗ୍ରହ କରାଯାଇଥିଲା । ସୂଚନାଯୋଗ୍ୟ, ତାମିଲନାଡୁର ଏକ ଜଙ୍ଗଲ ପାଖରେ 4 ଜଣ ଲୋକ ଏକତ୍ର ବସି କେରମ ଖେଳୁଥିଲେ ସେ ବି ଲକଡାଉନ ସମୟରେ । ଆଉ ଠିକ ସେହି ସମୟରେ ଏକ ଡ୍ରନ ସେମାନଙ୍କ ପାଖକୁ ଆସିଗଲା । ସେମାନେ ବୁଝିପାରିଲେ ନାହିଁ କି କଣ କରିବେ ।

ନିଜକୁ ଯେତେ ଲୁଚେଇବାକୁ ଚେଷ୍ଟା କଲେ ମଧ୍ୟ ଡ୍ରନ ସେମାନଙ୍କ ପାଖକୁ ଆସିଯାଉଥିଲା ଆଉ ତାଙ୍କ ଚାରିପଟେ ଘୁରୁବାକୁ ଲାଗିଲା । ଫଳରେ ସେମାନେ ନିଜକୁ ଲୁଚିବାକୁ ଯାଇ ଦୌଡ଼ି ବାରେ ଲାଗିଲେ କେରମ ବଡ଼ କୁ ଛାଡ଼ିଦେଇ । ବ୍ୟସ୍ତବ୍ୟସ୍ତରେ ଦୌଡ଼ିବା ସମୟରେ ଦୁଇ ଜଣଙ୍କର ଲୁଙ୍ଗି ଖସିଯାଇଥିଲା । ପରେ ପୁଣି ଦେଖାଗଲା ଯେ ଦୁଇଜଣ ବ୍ୟକ୍ତି ଆସି ସେହି କେରମ ବୋଡ଼ଟୀକୁ ସାଙ୍ଗରେ ନେଇଯିବାର ।

* ତିରୁପତିର ଏକ ଜଙ୍ଗଲ ଭିତରର ଦୃଶ୍ୟ । ଜଙ୍ଗଲରେ ଏକ ପ୍ରେମୀଯୁଗଳ ରାସଲୀଳା ବା ପ୍ରେମାଳାପ କରୁଥିଲେ । ଆଉ ସେହି ସମୟରେ ଡ୍ରନ କ୍ୟାମେରା ତାଙ୍କ ଆଗକୁ ଆସିଯାଇଥିଲା । ଏହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ପ୍ରଥମେ ନିଜକୁ ଲୁଚେଇବା ପାଇଁ ଓଢଣୀରେ ନିଜର ମୁହଁ ଲୁଚାଇ ଥିଲେ ପରେ ବାଇକରେ ବସି ଦୁହେଁ ସେହି ସ୍ଥାନରୁ ପଳେଇ ଯାଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment