Odisha News Portal

ଦେଖନ୍ତୁ ଏହି ଲଜ୍ଜାଜନକ ଭିଡିଓ – ସମାଜ ପାଇଁ କଳଙ୍କିତ ଏଭଳି ନାରୀ ସ୍ବାମୀ ଙ୍କୁ ଛାଡି ନିଜ ଭଣଜାଙ୍କୁ ବିବାହ କରିଲେ , ଦେଖନ୍ତୁ ଏହି ଭିଡିଓ

0 134

ଆମେ ଏବେ ଏକ ଅତ୍ୟାଧୁନିକ ତଥା ଗ୍ଲବଳାଇଜଡ଼ ଦେଶରେ ବସବାସ କରୁଛୁ ଏହାର କାରଣ ହେଉଛି ଆମ ଚିନ୍ତା ତଥା ଜୀବନଯାପନ ପ୍ରଣାଳୀରେ ଉନ୍ନତି ଘଟିଛି । କିନ୍ତୁ ଏହାର ବିପରୀତ ଦିଗଟୀକୁ ଦେଖିଲେ ଜଣାଯାଏ ଯେ ଆମେ ଉନ୍ନତି ନୁହେଁ ବରଂ ନିଜର ଅବନତି କରୁଛନ୍ତି । ତେବେ ଏହି ଅତ୍ୟାଧୁନିକତାର ପ୍ରଭାବରେ ଆମ ଦେଶର ଯୁବପିଢୀ ଏବେ ଆମ ସଂସ୍କୃତି ଓ ପରମ୍ପରାକୁ ଭୁଲିଯାଇ ଏମିତି ସବୁ କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ଲଜ୍ୟା ଜନକ ।

ଏମାନେ ଏତେ ଖରାପ ଗତିରେ ଆଗୁଛନ୍ତି ଯେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ପରି ଏକ ପବିତ୍ର ସମ୍ପର୍କର ମୁଲ୍ୟକୁ ମଧ୍ୟ ପାଦରେ ଆଡେଇ ଦେଇ ନିଜର ପାପ ପ୍ରେମ ସହ ବ୍ୟସ୍ତ ରହୁଛନ୍ତି ।

ସୂଚନାଯୋଗ୍ୟ ଆଗ କାଳର ପତିପତ୍ନୀଙ୍କ ସଂପର୍କ ପରି ଆଉ ଆଜିର ସମାଜରେ ପତିପତ୍ନୀଙ୍କ ସଂପର୍କ ନାହିଁ । ବର୍ତ୍ତମାନ ସମୟରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଧୀରେ ଧୀରେ ବିଶ୍ୱାସ ମାତ୍ରା କମିବାରେ ଲାଗିଛି କାରଣ ଜଣେ ଜଣଙ୍କ ସହିତ ବିଶ୍ୱାସ ଘାତକ କାର୍ଯ୍ୟ କରୁଛନ୍ତି ଏବଂ ନିଜର ଶାରୀରିକ ଭୋକ ମେଣ୍ଟାଇବା ପାଇଂ କାହା ସହିତ ବି ସଂପର୍କ ରଖିଦେଉଛନ୍ତି ।

ଆଉ କାହାର ସମାଜକୁ ଲୋକ ଲଜ୍ଜାକୁ ମଧ୍ୟ ଡର ନାହିଁ, ଧିରେ ଧୀରେ ଏହି ଦୁନିଆରେ ପାପ ସମ୍ପର୍କ ସବୁ ବଢିବାରେ ଲାଗିଛି। ଆଜି ର ଏହି ଦୁନିଆରେ କେହିବି କାହାକୁ ବାହାହୋଇ ଯାଉଛନ୍ତି । ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ପରି ଏକ ସମ୍ପର୍କ ସମ୍ବନ୍ଧରେ କହିବୁ।


ସୋସିଆଲ ମିଡ଼ିଆରେ ଏବେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ଯୁବକ ଏକ ବିବାହିତା ନାରୀକୁ ପୁଣି ବାହା ହେଉଛନ୍ତି । ସେହି ପୁରୁଷ ଜଣକ ସେହି ମହିଳାଙ୍କର ସମ୍ପର୍କରେ ଭଣଜା ହେବେ । 7 ମାସ ତଳେ ମହିଳା ଜଣକ ଯୁବକଙ୍କ ର ମାମୁଁ ଙ୍କୁ ବାହା ହୋଇଥିଲେ ।

କିନ୍ତୁ ପରେ ଏହି ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ପରସ୍ପର ଦୁହିଁଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଘରେ ଏହାକୁ ସ୍ୱୀକାର କରିବେନି ବୋଲି ଯୁବକ ଜଣକ ତାଙ୍କ ମାଇଁଙ୍କୁ ଉଠାଇ ନେଇଆସିଥିଲେ ।

ଏହାପରେ ଗାଁ ଲୋକ ଜାଣିବା ପରେ ମହିଳାଙ୍କ ର ଚରିତ୍ର ଖରାପ ନ ହେଉ ଏବଂ ଲୋକ ମାନେ ସେମାନଙ୍କୁ ଖରାପ ନ ଭାବନ୍ତୁ କହି ଗ୍ରାମବାସୀ ଉପସ୍ଥିତ ରହି ଦୁହିଁଙ୍କୁ ମନ୍ଦିରରେ ବାହାଘର କରି ଦେଇଥିଲେ । ତେବେ ଯୁବକ ଜଣକ ଓଡିଶା ବାହାରେ କାମ କରନ୍ତି , ଭଲ ପଇସା ମଧ୍ୟ ରୋଜଗାର କରୁଛନ୍ତି । ଯୁବକଙ୍କ ର ପରିବାର ଲୋକ ମଧ୍ୟ ବାହାରେ ରହୁଛନ୍ତି ।

କିନ୍ତୁ ଯାହା ହେଲେ ବି ଏହା ଏକ ଲଜ୍ଜାଜନକ କଥା ଅଟେ । ମାଇଁ ଭଣଜାଙ୍କ ବାହାଘରକୁ ସମାଜରେ ଲୋକମାନେ ବହୁତ ନିନ୍ଦା କରୁଛନ୍ତି । କାହିଁକି ନାଁ ଏହିପରି ପବିତ୍ର ସମ୍ପର୍କକୁ ଏପରି କେତେକ ଲୋକମାନେ ଅପବିତ୍ର କରି ଦେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।