Odisha News Portal

ଦେଖନ୍ତୁ ଭିଡିଓ ! କେମିତି ପାଳନ କଲେ ମକର ସଂକ୍ରାନ୍ତି ଓଲିଉଡର ହିରୋଇନ ମାନେ….ଦେଖନ୍ତୁ କେଉଁ ଅଭିନେତ୍ରୀ ଙ୍କ ଗୁଡି ଅଧିକ ଉପରକୁ ଗଲା…..

ଆପଣ ମାନେ ତ ଜାଣିଛନ୍ତି କି ଆଜି ଦେଉଛି ପବିତ୍ର ମକର ସଂକ୍ରାନ୍ତି , ଏହା ପ୍ରତିବର୍ଷ ଜାନୁଆରୀ 14 ତରିଖରେ ପଡିଥାଏ ଏହା ହେଉଛି ହିନ୍ଦୁ ମାନଙ୍କର ବହୁତ ବଡ ପର୍ବ । ତେବେ ଏଥିରେ ଅନେକ ମଜା ହୋଇଥାଏ ଏହା ସହିତ ଅନେକ ପିଠା ପଣା ମଧ୍ୟ ହୋଇଥାଏ ଛୋଟ ଛୋଟ ପିଲା ମାନେ ଗୁଡି ଉଡେଇଥାନ୍ତି ଏବଂ ଏହି ଦିନଟିର ଭରପୁର ମଜା ନେଇଥାନ୍ତି । ତେବେ ଆପଣ ମାନେ ମଧ୍ୟ ଜାଣିବାକୁ ଚାହୁିଁଥିବେ କି ଆପଣ ମାନଙ୍କର ପ୍ରିୟ ହିରୋଇନ ମାନେ କିପରି ଏହି ଦିନ ଗୁଡିକ ସେଲିବ୍ରେଟ କଲେ କିପରି ସେ ମାନେ ଏହି କର ସଂକ୍ରାନ୍ତି ଭଳି ପବିତ୍ର ଦିନ ଗୁଡିକରେ କଣ କଣ ସବୁ କାମ କଲେ ।

ଆପଣ ସମସ୍ତେ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବାକୁ ଚାହିଁଥିବେ , ତେବେ ଆଜି ଆମେ ଆପଣ ମାନଙ୍କୁ ସେହିପରି ଓଡିଆ ଚଳଚ୍ଚିତ୍ରର କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ କି ସେମାନେ କିପରି ଏହି ମକର ସଂକ୍ରାନ୍ତି ଦିନଟିକୁ ପାଳନ କଲେ । ତେବେ ଆସନ୍ତୁ ଜାଣିବା ସେମାନଙ୍କର ବିଷୟରେ ।

ଓଡିଆ ପିଲ୍ମ ହିରୋଇନ ଝିଲିକ ଯିଏ କି ଜଣେ ବଙ୍ଗିୟ ଅଭିନେତ୍ରୀ ମଧ୍ୟ , ସେ ଜଣେ ବଙ୍ଗାଳୀ ଅଟନ୍ତି ମାତ୍ର ଏବେ ସେ ସଂପୂର୍ଣ୍ଣ ରୂପରେ ଓଡିଆଣୀ ବୋହୂ ଅଟନ୍ତି । ଆପଣ ମାନେ ତ ଝିଲିକଙ୍କୁ ବହୁତ ପସନ୍ଦ କରୁଥିବେ ଏବଂ ତାଙ୍କର ସମସ୍ତ ପିଲ୍ମ ମଧ୍ୟ ଦେଖୁଥିବେ ତେବେ ବିବାହ ପରେ ସେ ଏବେ କିଛି ଫିଲ୍ମ କରିନାହାନ୍ତି ମାତ୍ର ଆଗକୁ ହୁଏତ କରିପାରନ୍ତି ।

ଝିଲିକ ଏହି ମକର ସଂକ୍ରାନ୍ତିଟିକୁ ବହୁତ ଧୁମ ଧାମରେ ପାଳନ କରିଛନ୍ତି ସେ ନିଜର ଛାତ ଉପରେ ଗୁଡି ଉଡାଉଥିବାର ନଜର ଆସିଛି ଏହା ସହିତ ବହୁତ ଖୁସି ମଧ୍ୟ ଅଛନ୍ତି । ଏହା ପରେ ଅଛନ୍ତି ଅଭିନେତ୍ରୀ ଭୂମିକା ଯିଏ କି ଏହି ମକର ସଂକ୍ରାନ୍ତିରେ ତାଙ୍କର ଦିନଟି ଏକ ବୃଦ୍ଧାସ୍ରମରେ ବିତାଇଛନ୍ତି ଏବଂ ସେଠାରେ ଯାଇକରି ସେ ବହୁତ ଖୁସି ଅଛନ୍ତି ବୋଲି ମଧ୍ୟ କହିଛନ୍ତି ।

 ଏହା ସହିତ ଏହି ଦିନଟିକୁ ପ୍ରତ୍ୟେକ ଲୋକମାନେ ଆନନ୍ଦ ଉଲ୍ଲାସର ସହ କାମ କରନ୍ତି ଏବଂ ମଜା ନିଅନ୍ତୁ ବୋଲି ମଧ୍ୟ କହିଛନ୍ତି । ଏହା ପରେ ରହିଛନ୍ତି ହିରୋଇନ ଏଲିନା ଯିଏ କି ଏହି ଦିନରେ ବହୁତ ମଜାମସ୍ତି କରୁଛନ୍ତି ଏବଂ ଗୁଡି ମଧ୍ୟ ଉଠାଉଥିବାର ନଜର ଆସିଛି ।

ଯିଏ କି ହଳଦିଆ ଏବଂ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଏହା ପରେ ରହିଛନ୍ତି ହିରୋଇନ ଶୀତଲ ଯିଏ କି ଏକ ସ ବ୍ଲୁ କଲରର ଡ୍ରେସ ପିନ୍ଦିଛନ୍ତି ଏବଂ ଛାତ ଉପରେ ଛିଡା ହୋଇ କରି ବହୁତ ଖୁସିରେ ଗୁଡି ଉଡାଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।