Odisha News Portal

ଦେଖନ୍ତୁ ଭିଡିଓ – ଦିନ ଦ୍ୱିପହର ରେ ହିଁ ପୋଲିସ୍ କରିଲା ରାସଲୀଳା ନିଆଁ ଭଳି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଘଟଣା

0 260

ବର୍ତ୍ତମାନ ସମୟରେ ଆମ ଦୁନିଆରେ ,ପ୍ରତ୍ୟେକ ଦିନି କିଛି ନାଁ କିଛି ବିଚିତ୍ର କଥା ତଥା ଅଜବ ପ୍ରକାର ଘଟଣା ସବୁ ସାମ୍ନାକୁ ଆସୁଛି । ସତ କହିବାକୁ ଗଲେ ଆମ ଦେଶ ତଥା ଦୁନିଆ ଯେତେ ପ୍ରଗତି ଆଡକୁ ଯାଉଛି ଜଟିଳତା ସେତେ ଅଧିକ ବଢୁଛି । ବର୍ତ୍ତମାନ ହେଉଛି ସୋସିଆଲ ମିଡିଆର ଯୁଗ । ଆଉ ଏହି କାରଣରୁ କୋଣସି ଘଟଣାକୁ ଲୁଚେଇ ରଖିବା ଆଉ ସମ୍ଭବ ହୋଇ ପାରୁନାହିଁ ।

ଆଜିର ସମାଜ ବହୁ ମାତ୍ରାରେ କଳୁଷିତ ହେବାରେ ଲାଗିଛି । ଆଜି ଆଉ ସ୍ବାମୀ ସ୍ତ୍ରୀ, ବାପା ପୁଅ , ଦିଅର ଭାଉଜ ଭାଇ ଭାଇ କିମ୍ବା ଗୁରୁ ଶିଷ୍ୟ କୁହନ୍ତୁ କେଉଁଠି ବି ଉତ୍ତମ ସଂପର୍କ ନାହିଁ ।

ଦେଖିବାକୁ ଗଲେ ଲୋକ ମାନଙ୍କୁ ଆଉ କୌଣସି ସମ୍ପର୍କ ପାଇଁ ଲାଜ ଲଜ୍ଜା ର ଭୟ ନାହିଁ । ଆଜିର ଦୁନିଆ ରେ ତ ଶ୍ୱଶୁର ବୋହୂ, ମାଇଁ ଭଣଜା, ବାପ ଝିଅ, ଗୋଟିଏ ବିବାହିତା ପୁରୁଷ ଅନ୍ୟ ଏକ ନାରୀ ସହ ସମ୍ପର୍କ ରଖୁଛନ୍ତି ତ ନାରୀ ମାନେ ମଧ୍ୟ ସେହିପରି କରୁଛନ୍ତି । ଆଜି କାଲି ଲୋକ ମାନେ ନିଜର ଶାରୀରିକ ଭୋକ ମେଣ୍ଟାଇବା ପାଇଁ ସମସ୍ତ ଙ୍କ ସହ ସମ୍ପର୍କ ରଖିଦେଉଛନ୍ତି।

ସେମାନଙ୍କୁ ନା ସମ୍ପର୍କର କିଛି ଲାଜ ଲାଗଛି ନା ଲୋକ ଲଜ୍ଜା କୁ ଭୟ ଲାଗୁଛି ।

 


ଲୋକମାନଙ୍କୁ ସୁରକ୍ଷା ଦେବା ପାଇଂ ଆମ ଦେଶରେ କଡା ଆଇନ୍ ବ୍ୟବସ୍ଥା ରହିଛି କିନ୍ତୁ ଏପରି ଅନେକ ଆଇନଜୀବୀ ଅଛନ୍ତି ଯେଉଁମାନେ କି ଆଇନ ନାଁ ରେ ଗୋଟିଏ ଗୋଟିଏ କଳଙ୍କ ପାଲଟିଛନ୍ତି , ଲୋକମାନଙ୍କୁ ସୁରକ୍ଷା ଦେବା ବଦଳରେ ନିଜେ ସେହି ଅପକର୍ମରେ ମଜ୍ଜିତ ରହୁଛନ୍ତି ।

ତେବେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ଘଟଣା ସମ୍ପର୍କରେ କହିବୁ ସେହି ଘଟଣା ଅତ୍ୟନ୍ତ ଲଜ୍ଜାଜନକ ଅଟେ। ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଛି ଛି କହିବେ ଏବଂ ଆପଣଙ୍କ ମୁଣ୍ଡ ମଧ୍ୟ ଲାଜରେ ତଳକୁ ନଇଁ ଯିବ ।

ୟୁପି ପୋଲିସ୍ ର ଏକ ଅତ୍ୟନ୍ତ ଲଜ୍ଜାଜନକ କଥା ସାମ୍ନାକୁ ଆସିଛି । ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେବା ପରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଅନୁସାରେ ଜଣେ ୟୁପି ପୋଲିସ ଏକ ମହିଳାଙ୍କ ସହ ରାସଲୀଳା କରୁଥିବା ଦେଖିବାକୁ ମିଳିଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି ଏହି ପୋଲିସ୍ ଜଣକ ପୋଲିସ୍ ବର୍ଦ୍ଦିରେ ରହି ଏହି କାଣ୍ଡ ସବୁ କରିଛନ୍ତି । ପୋଲିସ୍ ଜଣକ ମହିଳାଙ୍କର କାନ୍ଧକୁ ଧରିଛନ୍ତି ଏବଂ ତାଙ୍କର ହାତ ଧରି ମଧ୍ୟ ଚାଲୁଛନ୍ତି । ଦିନ ଦ୍ୱିପହରରେ ପୋଲିସ୍ ଜଣକ ଏହି ସବୁ କାଣ୍ଡ କରୁଛନ୍ତି । ଏହି ପୋଲିସଙ୍କର ଅନେକ କାର୍ନାମା ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।