Odisha News Portal

ଦେଖନ୍ତୁ ଭିଡ଼ିଓ । ଦିନ ଦ୍ୱିପହର ବିବାହିତ ସ୍ତ୍ରୀ ହୋଇ ଜଙ୍ଗଲ ରେ କରୁଥିଲେ ରାସଲୀଳା , ଧରି ନେଲେ କିଛି ଟୋକା । ଭିଡ଼ିଓ ଉଠାଇ ସୋସିଆଲ ମିଡିଆରେ କଲେ ଭାଇରାଲ….

ଆମ ସମାଜରେ ଏବେ ଧୀରେ ଧୀରେ ଅସମାଜିକତା ତଥା ଅମାନବିକତା ର ପ୍ରଭାବ ବଢ଼ିବାରେ ଲାଗିଛି । ଆମେ କହିଛନ୍ତି ଯେ , ଆମେ ଏବେ ଏକ ଅତ୍ୟାଧୁନିକ ତଥା ଗ୍ଲବଳାଇଜଡ଼ ଦେଶରେ ବସବାସ କରୁଛୁ ଏହାର କାରଣ ହେଉଛି ଆମ ଚିନ୍ତା କରିବାର ତଥା ଜୀବନ ଯାପନ ପ୍ରଣାଳୀ ରେ ଉନ୍ନତି ଘଟିଛି ।କିନ୍ତୁ ଏହାର ବିପରୀତ ପଟ ଟୀକୁ ଦେଖିଲେ ଜଣା ଯାଏ ଯେ ଆମେ ଉନ୍ନତି ନୁହେଁ ବରଂ ନିଜର ଅବନତି କରୁଛନ୍ତି ।

ତେବେ ଏହି ଅତ୍ୟାଧୁନିକତା ର ପ୍ରଭାବ ରେ ଆମ ଦେଶର ଯୁବ ପିଢୀ ଏବେ ଆମ ସଂସ୍କୃତି ଓ ପରମ୍ପରା କୁ ଭୁଲିଯାଇ ଏମିତି ସବୁ କାର୍ଯ୍ୟ କରୁଛନ୍ତି ତାହା ଅତ୍ୟନ୍ତ ଲଜ୍ୟା ଜନକ ଅଟେ । ଏମାନେ ଏତେ ଖରାପ ଗତିରେ ଆଗୁଛନ୍ତି ଯେ ସ୍ୱାମୀ-ସ୍ତ୍ରୀ ସମ୍ପର୍କ ପରି ଏକ ପବିତ୍ର ସମ୍ପର୍କର ମୁଲ୍ୟ କୁ ମଧ୍ୟ ଏମାନେ ପାଦରେ ଆଡେଇ ଦେଇ ନିଜର ପାପ ପ୍ରେମ ସହ ବ୍ୟସ୍ତ ରହୁଛନ୍ତି ।


ଖାଲି ଏତିକି ନୁହେଁ ବରଂ ଆଜିକାଲି ର ଲୋକମାନେ ଏତେ ନିର୍ଲଜ ହୋଇଗଲେଣି ଯେ କିଛି ବି ଘଟଣା କୁ ରେକର୍ଡ କରି ସୋସିଆଲ ମିଡ଼ିଆରେ ସେୟାର କରିଦେଉଛନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ ତାଙ୍କର ଏହି ପରି ଭିଡ଼ିଓ ସବୁ ସୋସିଆଲ ମିଡ଼ିଆରେ ଭାଇରଲ ହେବା ଦ୍ବାରା ଆମ ସମାଜ ଉପରେ ତଥା ଆମର ଆଗାମୀ ପୀଡ଼ ଉପରେ ଏହାର ବହୁତ ଖରାପ ପ୍ରଭାବ ପକେଇପାରେ ବୋଲି ।ତେବେ ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକି ଅତ୍ୟନ୍ତ ଲଜ୍ୟା ଜନକ ଅଟେ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଭାଇରାଲ ଭିଡ଼ିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ବି ଲଜ୍ଜିତ ହେବେ।କାରଣ ଜଣେ ଅନ୍ୟ ପୁରୁଷ ସହିତ ଆଉ ଜଣେ ବିବାହିତା ମହିଳା ଏକୁଟିଆ ଜଙ୍ଗଲ ଭିତରେ ରାସଲୀଳା କରୁଥିବା ସମୟରେ ସେମାନ ଙ୍କୁ ଧରିଛନ୍ତି କିଛି ଯୁବକ ମାନେ।ସେମାନେ ଏହି ନିଛାଟିଆ ଜଙ୍ଗଲ ଭିତରେ ଏକ ବୁଦା ମୂଳରେ ବସି କଣ କରୁ ଥିଲେ ବୋଲି ପଚାରିଥିଲେ ସେହି ଯୁବକ ମାନେ।ଏହାପରେ ଉକ୍ତ ଯୁବକ ମାନେ ଏହି ଦୁଇ ଜଣଙ୍କର ଭିଡିଓ କରିଥିଲେ।


ତେବେ ଏହି ଘଟଣାଟି ପ୍ରକୃତରେ କେଉଁ ସ୍ଥାନର ତାହା ଜଣା ପଡ଼ିନାହିଁ।ତେବେ ପ୍ରଥମେ ସେମାନେ ପରସ୍ପରକୁ ମଉସା ଓ ଝିଆରୀ ବୋଲି କହି ଥିଲେ।ମାତ୍ର ଲୋକମାନେ ବିଶ୍ୱାସ ନକରି ସେମାନଙ୍କୁ ସେମାନଙ୍କ ନାମ,ସେମାନଙ୍କ ଘର ଠିକଣା ଓ ସେମାନଙ୍କ ଘରର ମୋବାଇଲ ନମ୍ବର ପଚାରି ଥିଲେ।ସେମାନଙ୍କ ଘର କେଉଁଠି ପଚାରିବା ସହ ସେମାନଙ୍କ ପିତା ମାତା ଙ୍କ ନାମ ପଚାରିଥିଲେ।

ସେମାନଙ୍କ ପରିବାର ଲୋକଙ୍କୁ ଫୋନ କରି ଜଣେଇବେ ବୋଲି ଧମକ ମଧ୍ୟ ଦେଇ ଥିଲେ।ଏହାପରେ ସେମାନେ ଏହି ପ୍ରେମିଯୁଗଳଙ୍କ ଭିଡ଼ିଓ ଭାଇରାଲ କରିଥିଲେ।ଏହି ଘଟଣା ଟି ଏହି ପରି ପ୍ରେମି ଯୁଗଳଙ୍କୁ ଏକ ଶିକ୍ଷା ଦେଇଛି।ସେମାନେ ପ୍ରେମର ପ୍ରକୃତ ଅର୍ଥକୁ ନବୁଝି ପରସ୍ପର ପ୍ରତି ଆକର୍ଷିତ ହୋଇ ଏମିତି କିଛି ଖରାପ କାମ ନକରନ୍ତୁ ଯାହା ସେମାନଙ୍କ ପରିବାରର ଇଜତକୁ ତଳେ ପକାଇ ଦେବ ଏବଂ ଏହା ଆଜିର ଯୁବପିଢ଼ି ଉପରେ ଖରାପ ପ୍ରଭାବ ପକାଇବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।