Odisha News Portal

ଦେଖନ୍ତୁ ଭିଡିଓ- ଦିନ ଦ୍ୱିପହର ରେ ହିଁ ପୋଲିସ୍ କରିଲା ରାସଲୀଳା ନିଆଁ ଭଳି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ

0 2

ଆପଣ ମାମେ ବର୍ତାମାନ ସମୟରେ ଅନେକ ଆଶ୍ଚର୍ଯ୍ୟକର ଘଟଣା ଗୁଡିକ ଶୁଣୁଥିବେ । ସମାଜରେ ଏପରି କିଛି ଘଟଣା ଘଟି ଯାଉଛି ଯାହାକି ଆପଣ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । କାହିଁକି ନା ଏପରି ଘଟଣା ଗୁଡିକ ଆଗରୁ କେବେ ଶୁଣିବାକୁ ମିଳି ନଥିଲା । ଯୋଉଁଥି ପାଇଁ କି ଆମକୁ ଏହି ଘଟଣା ଗୁଡିକ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗି ଥାଏ । କିନ୍ତୁ ଏବେ ଏପରି ଅନେକ ଘଟଣା ଦେଖିବାକୁ ମିଳୁଛି ଯାହାକି ଆଗରୁ କେବେ ଘଟି ନାହିଁ ।ଆଜିର ସମାଜ ବହୁ ମାତ୍ରାରେ କଳୁଷିତ ହେଉଛି । ଆଜିର ସମାଜରେ ଆଉ ସଂପର୍କର ଅର୍ଥ କେହି ବି ବୁଝୁ ନାହାଁନ୍ତି । ମାନସିକତାର ବଶବର୍ତ୍ତି ହୋଇ ଲୋକାମାନେ ପବିତ୍ର ସଂପର୍କରେ କଳା ଦାଗ ଲଗେଇବା ପାଇଂ ମଧ୍ୟ ପଛାଉ ନାହାଁନ୍ତି ।

ଏଇ ସମାଜରେ ତ ଶ୍ୱଶୁର ବୋହୂ, ମାଇଁ ଭଣଜା, ବାପ ଝିଅ, ଗୋଟିଏ ବିବାହିତା ପୁରୁଷ ଅନ୍ୟ ଏକ ନାରୀ ସହ ସମ୍ପର୍କ ରଖୁଛନ୍ତି ତ ନାରୀ ମାନେ ମଧ୍ୟ ସେହିପରି କରୁଛନ୍ତି । ଆଜି କାଲି ଲୋକ ମାନେ ନିଜର ଶାରୀରିକ ଭୋକ ମେଣ୍ଟାଇବା ପାଇଁ ସମସ୍ତଙ୍କ ସହ ସମ୍ପର୍କ ରଖିଦେଉଛନ୍ତି, ସେମାନଙ୍କୁ ନା ସମ୍ପର୍କର କିଛି ଲାଜ ଲାଗଛି ନା ଲୋକ ଲଜ୍ଜାକୁ ଭୟ ଲାଗୁଛି ।

ଯୁଗ ବଦଳିଛି ଏବଂ ଯୁଗ ସହିତ ତାଳ ଦେଇ ମଣିଷ ମଧ୍ୟ ବଦଳିବାରେ ଲାଗିଛି । ଏହା ସତ ଯେ ମଣିଷର ବୁଦ୍ଧି, କୌଶଳ ବହୁ ମାତ୍ରାରେ ବଦଳିଛି କିନ୍ତୁ ଲୋକମାନଙ୍କର ଚିନ୍ତା ଧାରା ଏତେ ତଳକୁ ଖସି ଗଲାଣି ତାହା ଭାବିବାକୁ ମଧ୍ୟ ଭୟ ଲାଗୁଛି । ଆପଣ ମାନେ ନିଶ୍ଚିତ ଭାବରେ ପ୍ରତି ଦିନ ଶୁଣିବାକୁ ପାଉଥିବେ , ଟିଭି , ନ୍ୟୁଜ ପେପର ମାନଙ୍କରେ ଦେଖିବାକୁ ପାଉଥିବେ ଗଣ ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା ଏହିପରି ଅନେକ ବିଷୟରେ । ପ୍ରତିଦିନ ଏହି ପରି ଘଟଣା ସୋସିଆଲ୍ ମିଡିଆରେ ବହୁ ମାତ୍ରାରେ ଭାଇରାଲ୍ ହେଉଛି । ଲୋକମାନେ ଏହି ସବୁ ବହୁମାତ୍ରାରେ ସେୟାର୍ କରିବା ସହ ଏହା ଉପରେ ଅନେକ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।


ତେବେ ଆମେ ଆଜି ଆପଣ ମାନଙ୍କୁ ଯେଉଁ ଘଟଣା ସମ୍ପର୍କରେ କହିବୁ ସେହି ଘଟଣା ଅତ୍ୟନ୍ତ ଲଜ୍ଜାଜନକ ଅଟେ,ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଛି ଛି କରିବେ ଏବଂ ଆପଣଙ୍କ ମୁଣ୍ଡ ମଧ୍ୟ ଲାଜ୍ଜ୍ୟାରେ ତଳକୁ ନଇଁ ଯିବ । ଘଟଣାଟି ଘଟିଛି ଉତ୍ତର ପ୍ରଦେଶରେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ୟୁପି ପୋଲିସ ସବୁବେଳେ କିଛି ନାଁ କିଛି ଏମିତି କାମ କରିଥାନ୍ତି, ଯେଉଂଥିପାଇଁ କି ସେମାନେ ସବୁବେଳେ ଚର୍ଚ୍ଚରା ତଥା ସମାଲୋଚନା କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି ।

ୟୁପି ପୋଲିସର ଏକ ଅତ୍ୟନ୍ତ ଲଜ୍ଜାଜନକ କଥା ସାମ୍ନା କୁ ଆସିଛି । ତେବେ ଜଣେ ୟୁପି ପୋଲିସ ଏକ ମହିଳାଙ୍କ ସହ ରାସଲୀଳା କରୁଥିବା ଦେଖିବାକୁ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି ଏହି ପୋଲିସ୍ ଜଣକ ପୋଲିସ୍ ବର୍ଦ୍ଦିରେ ରହି ଏହି ଘଟଣା ସବୁ କରିଛନ୍ତି । ପୋଲିସ୍ ଜଣକ ମହିଳାଙ୍କର କାନ୍ଧକୁ ଅତି ଆପତ୍ତିଜନକ ଭାବରେ ଜାବୁଡି ଧରିଛନ୍ତି ଏବଂ ତାଙ୍କର ହାତ ଧରି ମଧ୍ୟ ଚାଲୁଛନ୍ତି ।,ଦିନ ଦ୍ୱିପହରରେ ପୋଲିସ୍ ଜଣକ ଏହି ସବୁ କାଣ୍ଡ କରୁଛନ୍ତି । ଏହି ପୋଲିସଙ୍କର ଅନେକ କାର୍ନାମା ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।