Odisha News Portal

ଦେଖନ୍ତୁ Live ଭିଡ଼ିଓ – ଲୁଚି କରି ମନ୍ଦିରରେ ବିବାହ କରିଲେ ଦୁଇଜଣ ପ୍ରେମିଯୁଗଳ ତାପରେ ଯାହା ହେଲା ସମ୍ପୂର୍ଣ୍ଣ କଥା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଉଠିବେ

ଆଜିକା ସମୟରେ ପ୍ରେମ ଏପରି ଏକ କଥା ହୋଇଗଲାଣି ଯାହାକୁ ଜାଣିଲେ ଆପଣ ମାନେ ଆସ୍ଚର୍ଯ୍ୟ ଚକିତ ହୋଇଯିବେ । ପ୍ରେମ କହିଲେ ଏବେ ତ ଛୋଟ ବେଳରୁ ଲୋକମାନେ ପ୍ରେମ କରୁଛନ୍ତି ହେଲେ ତାହାର ଅର୍ଥାତ ବୁଝିନାହାନ୍ତି , ପ୍ରେମ ଏକ ସୋସିଆଲ ଟ୍ରେଣ୍ଡ ଭାବେ ହୋଇଗଲାଣି ଯାହାକୁ ଆଜିର ଯୁବପିଢି ମାନେ ପ୍ରେମ ନାମକୁ ଖରାପ କରିବାରେ ଲାଗିଛନ୍ତି । ଆଗ ସମୟରେ ଲୋକମାନେ ପ୍ରେମ କହିଲେ ପବିତ୍ର ବନ୍ଧନକୁ ବୁଝୁଥିଲେ ମାତ୍ର ଏବେ ପ୍ରେମ କହିଲେ ଶାରିରୀକ ସଂପର୍କକୁ ବୁଝୁଛନ୍ତି ।

ଆଗ କାଳରେ ପ୍ରେମ ଏବେ ମଧ୍ୟ ଅମର ରହିଛି , ଯାହାକୁ ଶୁଣି ଦେଖି ଲୋକମାନେ ପ୍ରେମର ମାନେ ସଂପର୍କରେ ବୁଝୁଛନ୍ତି । ଦୁନିଆ ବହୁତ ପରିବର୍ତ୍ତନ ହେଲାଣି ତ ଲୋକମାନେ ମଧ୍ୟ ତା ସହିତ ପରିବର୍ତ୍ତନ ହେବାରେ ଲାଗିଛନ୍ତି ।

ଆଜିକା ସମୟରେ ଲୋକମାନେ ସୋସିଆଲ ମିଡିଆ ସହିତ ବହୁତ ମାତ୍ରାରେ ଯୋଡିକରି ରହୁଛନ୍ତି କୌଣସି ଏକ ଘଟଣା ଘଟିଲେ ଆମେ ମାନେ ସଂଙ୍ଗେ ସଂଙ୍ଗେ ତା ବିଷୟରେ ଜାଣିପାରୁ । ତେବେ ଏବେକା ସମୟରେ ମଧ୍ୟ ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖାଯାଉଛି କି ଦୁଇ ପ୍ରେମୀ ଯୁଗଳ ମାନେ ଏକ ମନ୍ଦିର ସାମ୍ନାରେ ବିବାହ କରିବାର ଦୃଶ୍ୟ । ଯାହାକି ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ବିଡିଓରେ ଦେଖା ଯାଉଛି କି ଗୋଟିଏ ପୁଅ ତାର ଝିଅ ସାଥି କୁ ମନ୍ଦିର ଭିତରେ ଠିଆ ହୋଇ ତାର ମତାରେ ସିନ୍ଦୁର ମରୁଥିବାର ତେବେ ଏଥିରୁ ସ୍ପଷ୍ଟ ହେଉଛି କି ଏହି ପୁଅ ଏବଂ ଝିଅ ପରସ୍ପରକୁ ଭଲ ପାଉଛନ୍ତି ।

ମାତ୍ର ଭଲପାଇବା ତ ଟିକ ହେଲେ ଏପରି ଏକ କାମ କରିବା ତାହା କେତେ ଦୂର ଠିକ ତାହାର କଥା ଆଜିକା ସମୟରେ ଯୁବପିଢି ମାନେ ବୁଝୁନାହାନ୍ତି । ପ୍ରେମ କରିବା ଠିକ ମାତ୍ର ଥରେ ଭାବନ୍ତୁ ଏହି ବୟସରେ ଝିଅ ମଥାରେ ସିନ୍ଦୂର ମାରି ବିବାହ କରିବା କେତେ ମାତ୍ରାରେ ଠିକ ତାହା ପୁଣି ସୋସିଆଲ ମିଡ଼ିଆ ରେ ଲାଇଭ ଭିଡ଼ିଓ କରି ।

ହୁଏତ ସେମାନେ ନିଜର ସହମତିରେ ବିବାହ କରୁଛନ୍ତି ମାତ୍ର ଏପରି କରିବା ଆଦୌ ଠିକ ନୁହେଁ । ବିବାହ ଏକ ପବିତ୍ର ବନ୍ଧନ ଅଟେ , ମାତ୍ର ବିବାହ କରିବାର ଠିକ ସମୟ ସୀମା ରହିଛି ଏପରି ବୟସ ନହେଇ ବିବାହ କରିବା ଏହା ଆଇନ ସମ୍ମତ ଗ୍ରଣ ମଧ୍ୟ ହୋଇନଥାଏ । ଏହା ସହ ପିତା ମାତା ଙ୍କର ବିନା ଅନୁପସ୍ଥିତିରେ ଏପରି ଏକ କାର୍ଯ୍ୟ ଆଦୌ ଠିକ ନୁହେଁ । ପ୍ରେମ କରିବା ଠିକ ଆଉ ପ୍ରେମ କରି ବିବାହ ବନ୍ଧନରେ ବାନ୍ଧି ହେବା ମଧ୍ୟ ଠିକ ମାତ୍ର ଆଇନ ସମ୍ମତ ହେବା ଆବଶ୍ୟକ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।