Odisha News Portal

ଦେଖନ୍ତୁ ଭିଡ଼ିଓ । ଅମ୍ଲାନ – ଭୂମିକା ବିବାଦ ପରେ ପୁଣି ଚର୍ଚ୍ଚାରେ ଅସୀମା ପଣ୍ଡା Live ଆସି ସୋସିଆଲ ମିଡ଼ିଆରେ ଯାହା କହିଲେ

ତେବେ ଓଲିଉଡ଼ ଜଗତରେ ଗାୟକ ଗାୟିକା ଏବଂ ଅଭିନେତା ତଥା ଅଭିନେତ୍ରୀମାନେ ନିଜର ସଂଗୀତ ତଥା ଅଭିନୟ ସହିତ ବ୍ୟକ୍ତିଗତ ଜୀବନରେ ଘଟୁଥିବା ଘଟଣା ପାଇଁ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଇଥାନ୍ତି । ତେବେ ଏହି କ୍ରମରେ ଅମ୍ଲାନ – ଭୂମିକା ଙ୍କ ପରେ ପୁଣି ଚର୍ଚ୍ଚାରେ ଅସୀମା ପଣ୍ଡା ମଧ୍ୟ ବାଦ ପଡ଼ିନାହାନ୍ତି ।ତେବେ ଆପଣ ମାନେ ଜଣିଛନ୍ତି ଯେ ବର୍ତ୍ତମାନ ବଲିଉଡର ଅଭିନେତା ସୋନୁ ସୁଦ ଲୋକଡାଉନ ସମୟରେ ଲୋକମାନଙ୍କୁ ବିଭିନ୍ନ ପ୍ରକରର ସହାୟତା ପ୍ରଦାନ କରି ଚର୍ଚ୍ଚାରେ ରହିଛନ୍ତି । ତେବେ ସେ ଏହି ଲୋକଡାଉନ ସମୟରେ ବିହାର ର କିଛି ଶ୍ରମିକ ଙ୍କୁ ଏକ ବସ ମାଧ୍ୟମରେ ତାଙ୍କର ଗ୍ରାମ କୁ ଆସିବାରେ ସାହାଯ୍ୟ କରିଥିଲେ ।

କେବଳ ସେତିକି ନୁହେଁ ଓଲିଉଡ ଉଣ୍ଡଷ୍ଟ୍ରିର ଫେମସ୍ ଅଭିନେତା ସବ୍ୟସାଚୀଙ୍କର ଅଭିନୟ ସହିତ ତାଙ୍କର ଜନସେବାପାଇଁ ମଧ୍ୟ ସେ ସର୍ବଦା ପରିଚିତ । କରୋନା ସମୟରେ ସରକରାଙ୍କ ବିନା ସହାୟତାରେ ଲୋକମାନଙ୍କ ପାଇଁ ସେ ଯେଉଁ ସବୁ କାମ କରୁଛନ୍ତି ଲୋକମାନେ ତାଙ୍କୁ ଭଗବାନ ବୋଲି ମଧ୍ୟ କହୁଛନ୍ତି ।


ତେବେ ଓଡ଼ିଆର ପ୍ରସିଦ୍ଧ ଗାୟିକା ଅସୀମା ପଣ୍ଡା ତାଙ୍କର ୟୁଟ୍ୟୁବ୍ ଚ୍ୟାନାଲ ମାଧ୍ୟମରେ ଲୋକମାନଙ୍କୁ ଏହି କରନା ସମୟରେ କିପରି ରହିବେ ସେ ନେଇ କିଛି ସୂଚନା ଦେଇଥିବାର ସୋସିଆଲ ମିଡ଼ିଆରେ ସମସ୍ତଙ୍କର ନଜରକୁ ଆସିଥିଲେ । ତେବେ କିଛି ଦିନ ତଳେ ସେ ଲୋକମାନଙ୍କ ପାଇଁ ଏକ ଭିଡ଼ିଓ ରେକର୍ଡ କରିଥିଲେ ଯେଉଥିରେ ସେ ଲୋକମାନଙ୍କୁ କରନା ସମୟରେ କିଛି ସତର୍କତା ଅବଲମ୍ବନ କରିବା କହିଛନ୍ତି ।


ଗାୟିକା ଅସୀମା ପଣ୍ଡା କହିଛନ୍ତି ଯେ,କରନା ଭୁତାଣୁ ଏକ ସାଧାରଣ ଭୁତାଣୁ ନୁହେଁ ଏହା ଅନ୍ୟ ସମସ୍ତ ଙ୍କ ଠାରୁ ବହୁତ ଭିନ୍ନ ଏବଂ ପ୍ରଭାବଶାଳୀ ତଥା ଶକ୍ତିଶାଳୀ ଅଟେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭାଷଣକୁ ପୁଣି ଥରେ ମନେପକାଇ କହିଛନ୍ତି , ଆପଣ ମାନେ କରନା ଭୂତାଣୁ (COVID-19) କୁ ଯେତିକି କ୍ଷତିକାରକ ଭାବୁଛନ୍ତି ଏହା ତା ଠାରୁ ଅଧିକ ହାନିକାରକ ଅଟେ । ଏହା ବହୁତ କମ ସମୟରେ ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ସାଜିଛି ଯାହାକି ଆଜି ପର୍ଯ୍ୟନ୍ତ ଥମିବାର ନାମ ଧରୁନାହିଁ।

ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ,ଏହି ସମୟରେ ଅତି ଜରୁରୀକାଳୀନ ପରିସ୍ଥିତି ନଥିଲେ ବାହାରକୁ ବହାରନ୍ତୁ ନାହିଁ ।ଯଦି କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାଇଛନ୍ତି ତ ସବୁବେଳେ ସରକାରଙ୍କର ସମସ୍ତ ନୀତିନିୟମକୁ ଧ୍ୟାନରେ ରଖନ୍ତୁ । ସବୁବେଳେ ମୁହଁରେ ମାସ୍କ ଲଗେଇବା ସହ ପାଖରେ ସାନିଟାଇଜର ରଖନ୍ତୁ । ଆଉ ସେ ସୋସିଆଲ ମିଡ଼ିଆ ଉପରେ ଧ୍ୟାନ ଦେଇ କହିଛନ୍ତି ଯେ ଆପଣ ନିଜର ବନ୍ଧୁ ବା ପରିବାର ଲୋକଙ୍କ ଯିଏକି ଦୂରରେ ଅଛନ୍ତି ତାଙ୍କ ସହ ଭିଡ଼ିଓ କଲ ମାଧ୍ୟମରେ ଯୋଗାଯୋଗ କରନ୍ତୁ ଏବଂ ଯଥା ସମ୍ଭବ ସବୁ ବେଳେ ସତର୍କତା ଅବଲମ୍ବନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।