Odisha News Portal

ଦେଖନ୍ତୁ ଭିଡ଼ିଓ ! ରାତି ଅଧରେ ପ୍ରେମିକା କୁ ଦେଖା କରିବା ପଡିଲା ମହଙ୍ଗା, ଗାଁ ଲୋକ ମିଶି ବିଚ ରାସ୍ତାରେ ଉଲଗ୍ନ କରି କଲେ ଏମିତି…….

ବର୍ତ୍ତମାନ ସମୟରେ ସାରା ବିଶ୍ବର ସମସ୍ତ ଦେଶ ନିଜକୁ ବିକାଶ ଦିଗରେ ଆଗେଇ ନେବା ପାଇଁ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି । ତେବେ ଆଜିର ଏହି ଯୁଗକୁ ତ ଇଣ୍ଟରନେଟ୍ ର ଯୁଗ , କମ୍ୟୁଟରର ଯୁଗ ବୋଲି କୁହାଯାଏ । କିନ୍ତୁ କଣ ବର୍ତ୍ତମାନ ଏହି ଅତ୍ୟାଧୁନିକ ଟେକନୋଲୋଜିର ଦୁନିଆଁରେ ମଧ୍ୟ ନାରୀ ମାନଙ୍କ ପ୍ରତି କେଉଁଠି ବି ଅର୍ଥାତ କୌଣସି ବି ଦେଶରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି । ଯେକୌଣସି ସ୍ତରରେ ଥିଲେ ମଧ୍ୟ ନାରୀ ସୁରକ୍ଷିତ ନୁହେଁ , କଣ ତାର ଗୋଟିଏ ମାତ୍ର ଭୁଲ କି ସେ ଜଣେ ନାରୀ ହୋଇ ଏ ଦୁନିଆରେ ଜନ୍ମ ଗ୍ରହଣ କରିଛି ।

ଆଜି ଆମ ସମାଜର ଯୁବପିଢି ମାନେ ଭୁଲି ଯାଇଛନ୍ତି ସେମାନଙ୍କର ମାନବିକତା , ଲିଭି ଯାଇଛି ସେମାନଙ୍କର ମଣିଷଶ୍ବ ଏବଂ ହଜି ଯାଇଛି ସେମାନଙ୍କର ବିବେକ ପଣିଆ । ଆଜି ସେମାନ ପଶୁ ସହିତ ସମାନ ହୋଇ ଯାଇଛନ୍ତି । ମଣିଷ ଜଗତକୁ ସମସ୍ତଙ୍କ ଠାରୁ ଶ୍ରେଷ୍ଠ କୁହାଯାଏ କାହିଁକି ନାଁ ତା ପାଖରେ ବିବେକ, ବୁଦ୍ଧି ତଥା ମାନବିକତା ରହିଛି କିନ୍ତୁ ଆଜି ସେହି ମଣିଷ ପଶୁତୁଲ୍ୟ କାମ କରୁଛି । ଆଜି ମଣିଷ ହିଁ ମଣିଷର ଶତ୍ରୁ ପାଲଟିଛି।


ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି । ଏହିପରି ଏକ ଲଜ୍ୟାକର ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ।

ଘଟଣାଟି ହେଉଛି ଜଣେ ବିବାହିତା ମହିଳାଙ୍କର ,ଯିଏ ନିଜ ପ୍ରେମିକ ସହିତ ବହୁତ ଦିନ ଧରି ଖରାପ ସମ୍ପର୍କରେ ଥିଲେ।ସେ ସ୍ୱାମୀଙ୍କ ଅନୁପସ୍ଥିତିରେ ପରପୁରୁଷ ସହ ମିଶୁଥିଲେ।ରାତି ଅଧାରେ ମିଳାମିଶା କରୁଥିବା ସମୟରେ ପ୍ରମାଣ ସହ ଧରା ପଡ଼ିଲା ପରେ ଗ୍ରାମବାସୀ ଉଭୟଙ୍କୁ ଗାଁ ଦାଣ୍ଡରେ ବାନ୍ଧି ଦେଇ ଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ।

ଏହି ଭିଡିଓଟି ଭାଇରାଲ ହେବା ପରେ ପୋଲିସ ଖବର ପାଇ ସେମାନଙ୍କୁ ଉଦ୍ଧାର କରିଛି । ତେବେ ଗତ ମଙ୍ଗଳ ବାର ଦିନ ରାତିରେ ଶ୍ରୀରାମପୁରର ପାଳପାଟଣା ଗ୍ରାମରେ ଜଣେ ମହିଳାଙ୍କ ଘରକୁ ଏକ ଦଳିତ ଶ୍ରେଣୀର ଯୁବକ ମହିଳାଙ୍କ ସ୍ବାମୀଙ୍କ ଅନୁପସ୍ଥିତି ର ସୁଯୋଗ ନେଇ ସେହି ମହିଳାଙ୍କ ଘରକୁ ଆସିଥିଲେ ।


ତେବେ ଗାଁ ର କିଛି ଯୁବକ ଏହା ଦେଖି ତାଙ୍କୁ ବାହାର ପଟରୁ କବାଟ ଦେଇ ତାଲା ପକାଇ ଦେଇଥିଲେ । ତେବେ ସକାଳୁ ସେମାନଙ୍କୁ ରସି ରେ ବାନ୍ଧି ଗାଁ ଲୋକ ମାନେ ତାଙ୍କୁ ଘେରି ରହିଥିଲେ। ଏହା ସହିତ ସୂଚନା ଅନୁସାରେ ତାଙ୍କୁ ମାଡ଼ ମଧ୍ୟ ମାରଜାଇ ଅଛି ଓ ଅଶ୍ଳିଳ ଭାଷା ରେ ଗାଳି ଗୁଲଜ ମଧ୍ୟ ତାଙ୍କୁ କରିଛନ୍ତି। କେବଳ ସେମାନଙ୍କୁ ବାନ୍ଧି ନଥିଲେ ସେମାନଙ୍କୁ ବାନ୍ଧି ଭିଡିଓ ସୁଟିଂ କରିଥିଲେ । ତେବେ ସୂଚନା ପାଇ ପୋଲିସ ସେମାନଙ୍କୁ ଉଦ୍ଧାର କରି ନେଇ ପଟ୍ଟାମୁଣ୍ଡାଇ ଥାନା ରେ ଅଟକ ରଖି ପଚରା ଉଚରା ଜାରି କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।