ଦେଖନ୍ତୁ ଭୟାନକ ଭିଡ଼ିଓ ! ହେ ଭଗବାନ ଧବଳେଶ୍ୱର ମନ୍ଦିରରେ ଉଭା ହେଲେ ” ନାଗ ” ! ପୋଷ୍ଟ ଟିକୁ ବହୁ ମାତ୍ରାରେ ସେୟାର କରନ୍ତୁ ସବୁ ମନସ୍କାମନା ପୂର୍ଣ୍ଣ ହେବ…..
ସାଧାରଣତଃ ଆମେ ସାପ ନାଁ ଶୁଣିଲେ ଭୟରେ ଥରି ଥାଉ । ଆଉ ଏହାକୁ ଦେଖିବା ପରେ କାହାର କାହାର ହୋସ ମଧ୍ୟ ଉଡିଯାଏ । ତେବେ ଆପଣ ମାନେ ତ ନିଶ୍ଚିତ ଭାବରେ ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହେଉଥିବା ଦେଖିଥିବେ । ସେମାନଙ୍କ ମଧ୍ୟରୁ ସାପ ଏକ ଏଭଳି ଜୀବ ଯିଏକି ମଣିଷକୁ ଭୟଭୀତ କରି ଦେଇଥାଏ। ଆମ ପୃଥିବୀରେ ଅନେକ ପ୍ରଜାତିର ସାପ ରହିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ସବୁ ସାପ ମାନଙ୍କୁ ଚିହ୍ନିବା ଓ ଜାଣିବା ଆଜି ମଧ୍ୟ ସମ୍ଭବ ହୋଇପାରି ନାହିଁ ।
ବିଶେଷ ଭାବରେ ଆମ ଦେଶରେ ଅଜଗର, ଆନାକୋଣ୍ଡା, କୋବ୍ରା, ନାଗ ଭଳି ବିଷଧର ସାପ ମାନ ଦେଖା ଯାଇଥାନ୍ତି। ସେମାନଙ୍କ ମଧ୍ୟରୁ ବିଷାକ୍ତ ନାଗ ସାପ ପ୍ରାୟ ଗାଁ ମାନଙ୍କରେ ଦେଖିବାକୁ ମିଳିଥାଏ ।
ତେବେ ଏମିତି ରେ ଆମ ପୃଥିବୀରେ ଅନେକ କିସମ ର ସାପ ରହିଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ସବୁ ସାପ ମାନଙ୍କୁ ଚିହ୍ନିବା ଓ ଜାଣିବା ଆଜି ପର୍ଯ୍ୟନ୍ତ ମଧ୍ୟ ସମ୍ଭବପର ହୋଇପାରି ନାହିଁ। ତେବେ କହିବାକୁ ଗଲେ ଏବେ ମଧ୍ୟ ସାପ କୁ ନେଇ ଆମର ସଂପୂର୍ଣ୍ଣ ରୂପେ ଜ୍ଞାନ ଅର୍ଜନ ହୋଇନାହିଁ।
ସଂସ୍କୃତି ତଥା ଆଧ୍ୟାତ୍ମିକତା ର ଦେଶ ହେଉଛି ଭାରତ । ଆମ ଦେଶର ପ୍ରତ୍ୟେକ ନାଗରୀକ ମାନେ ଧାର୍ମିକ କାର୍ଯ୍ୟ କ୍ରମରେ ସବୁବେଳେ ମଜ୍ଜିତ ରହିଥାନ୍ତି । ପ୍ରତେକ ଲୋକ ଭଗବାନ ଙ୍କୁ ପୂଜା କରନ୍ତି , ଭକ୍ତି କରନ୍ତି। କିନ୍ତୁ ବେଳେ ବେକେ ପୂର୍ଣ୍ଣ୍ୟଭୂମି ,ଦେବଭୂମି ଭାରତବର୍ଷରେ ଏପରି କିଛି ଘଟଣା ଦେଖିବାକୁ ମିଳେ ଯାହା ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାଏ,ଆଉ ଏହି ଘଟଣା ଆମେ ଭଗବାନ ଙ୍କ ଲୀଳା ଭାବି ଥାଉ।
ଆଉ ସମୟେ ସମୟରେ ଏହା ବହୁତ ରହସ୍ୟ୍ ମୟ ହୋଇ ଥାଏ, ଯାହାର କାରଣ ଆମେ ଜାଣି ପରିନଥାଉ । ଆମ ଦେଶରେ ସବୁ ପ୍ରକାର ଧର୍ମାବଲମ୍ବୀ ବାସ କରନ୍ତି । ସେଥିମଧ୍ୟରୁ ହିନ୍ଦୁ ଧର୍ମାବଲମ୍ବୀ ଅଧିକ ବସବାସ କରନ୍ତି। ତେଣୁ ହିନ୍ଦୁ ମାନଙ୍କ ମନ୍ଦିର ଭାରତରେ ଚାରିଆଡେ ଦେଖିବାକୁ ମିଳେ ।
ତେବେ ନାଗ ସାପକୁ ପ୍ରାୟତଃ ଆମେ ସମସ୍ତେ ଜାଣିଛୁ । କାହିଁକି ନାଁ ନାଗସାପ ଭଗବାନ ଶିବଙ୍କର ଅତି ପ୍ରିୟ ହୋଇଥାଏ । ପୁରାଣ ଅନୁସାରେ ସମୁଦ୍ରମନ୍ଥନ ସମୟରେ ନାଗସାପମାନେ ଭଗବାନ ଶିବଙ୍କ ସହିତ ବିଷ ସେବନ କରିଥିଲେ ଓ ସେହି ଦିନ ଠାରୁ ଏମାନେ ଶିବଙ୍କର ଗଳାରେ ରହିଛନ୍ତି ।
ଏମିତିବି କୁହାଯାଏ ଭଗବାନ ଶିବ ସାପ ବେଶରେ ମଧ୍ୟ ଆସିଥାନ୍ତି । ତେବେ ଏହି ଘଟଣାଟି କାର୍ତ୍ତିକ ମାସରେ ଘଟିଥିଲା । ଆଉ ସେହି ସମୟରେ ଭଗବାନ ଶିବଙ୍କର କୃପା ଦେଖିବାକୁ ମିଳିଥିଲା ।
ଓଡିଶା ପ୍ରସିଦ୍ଧ କଟକରେ ଥିବା ଧବଳେଶ୍ବର ମନ୍ଦିର ପରିସରରେ ଏକ ନାଗସାପ ଦେଖିବାକୁ ମିଳିଛି । ଲୋକମାନେ ଏହାଦେଖି ବହୁତ ଖୁସି ହେବା ସହିତ ଆଡମ୍ବର ସହିତ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି
କାହିଁକି ନାଁ ଧବଳେଶ୍ବର ମନ୍ଦିରରେ ନାଗସାପ ଦେଖିବା ଅର୍ଥ ନାବଦେବତାଙ୍କ ଦର୍ଶ କରିବା ସହିତ ସମାନ । ତେବେ ଏହି ସାପଟି ମନ୍ଦିର ପରିସରରେ ଏକ ଗେଟର ଗ୍ରିଲ ଦେଇ ଗତି କରୁଥିବା ସମୟରେ ଲୋକମାନେ ଦେଖିଥିଲେ ଏବଂ କେହି ଜଣେ ତାହାର ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।