Odisha News Portal

ଘଣ୍ଟା ବାଜିଲେ ବାହାରୁଛି ଜୀବନ୍ତ ଶଙ୍ଖ , ରତ୍ନବଟ ମୂଳରୁ ଚାଲି ଚାଲି ଆସୁଛନ୍ତି, ଭକ୍ତଙ୍କ ଭୋଗ ଖାଉଛନ୍ତି । ମାନସିକ ପୂରା ପାଇଁ ଲୋକଙ୍କ ଲାଗୁଛି ଭିଡ , ପୋଷ୍ଟ ଟିକୁ ଗୋଟେ ସେୟାର ନିଶ୍ଚୟ କରନ୍ତୁ……

0 109

ଆମ ଦେଶ ଭାରତ ହେଉଛି ଏକ ଧାର୍ମିକ ଦେଶ ଯେଉଁଠାରେ ଅନେକ ମନ୍ଦିର , ମସଜିଦ , ଚର୍ଚ୍ଚ ରହିଛି । ପ୍ରତ୍ୟେକ ଧର୍ମର ବ୍ୟକ୍ତି ମାନେ ତାଙ୍କର ଇଷ୍ଟ ଦେବତାଙ୍କୁ ଆରାଧନା କରିଥାନ୍ତି , ଯାହା ଦ୍ୱାରା ତାଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଆମର ହିନ୍ଦୁ ଧର୍ମର କଥା କହିବା ତ ଏଠାରେ ଅନେକ ଲୋକମାନେ ବହୁତ ଧାର୍ମିକ ସ୍ୱଭାବର ହୋଇଥାନ୍ତି ଯେଉଁମାନେ ଭଗବାନଙ୍କ ଉପରେ ବହୁତ ବିସ୍ୱାସ କରିଥାନ୍ତି ଭଗବାନଙ୍କର ଦର୍ସନ ପାଇଁ ମନ୍ଦିରକୁ ଯାଇଥାନ୍ତି । ହିନ୍ଦୁ ଧର୍ମ ର ଦେଖିବାକୁ ଗଲେ ଅନେକ ଦେବା ଦେବି ରହିଛନ୍ତି। ତେବେ ହିନ୍ଦୁ ମାନକର ପୁରାଣ ଅନୁଯାୟୀ ଦେବା ଦେବି ଙ୍କର ଅନେକ ଚମତ୍କାର ରହିଛି ।

ଅନେକ ଠାକୁର ଙ୍କର ବିଭିନ୍ନ ପ୍ରକାର ଚମତ୍କାର ଦେଖିବାକୁ ମିଳେ । ଆପଣ ମାନେ ଅନେକ ପ୍ରକାର ଚମକ୍ତାରୀ ଘଟଣା ବିଷୟରେ ସୋସିଆଲ ମିଡିଆରେ ଶୁଣିଥିବେ ବା ଲୋକମାନେ କହୁଥିବାର ମଧ୍ୟ ଶୁଣଇଥିବେ , ଯେଉଁ କଥା ଶୁଣିଲେ ଆପଣ ମାନେ ଚକିତ ହୋଇଯାଆନ୍ତି ଯେ ଏପରି କେମିତି ହୋଇପାରିବ ।

 ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ ଚକିତ କରିଦେବା ଭଲି କଥା କହିବୁ , ଯାହା ଶୁଣିଲେ ଆପଣ ମାନେ ଭାବିପାରିବେ ନାହିଁ କି ଏମିତି କଣ ସତରେ ହୋଇପାରିବ । ମାତ୍ର ଏହି ଘଟମା ବା କତାଟି ସତ୍ୟ ଅଟେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

କୁହାଯାଏ ଯେ ଓଡ଼ିଶା ରେ ଥିବା ପଞ୍ଚବୁଟ ମଧ୍ୟରୁ ପାରାଦ୍ଵୀପ ର ରତ୍ନ ବଟ ଅନ୍ୟତମ , ତେବେ ସେହି ସ୍ଥାନରେ ଏବେ ଏକ ଜୀବନ୍ତ ଶଙ୍ଖ ସମସ୍ତଙ୍କୁ ଚକିତ କରିଛି । ପାରାଦ୍ୱୀପ ସ୍ଥିତ ନେହେରୁ ବଙ୍ଗଳା ସ୍ଥିତ ରତ୍ନ ବଟ ଧାମ ରେ ଏକ ଗଛ ମୂଳ ରୁ ଅନେକ ଜୀବନ୍ତ ଶଙ୍ଖ ବାହାରେ ,ଆଉ ସେହି ଶଙ୍ଖ କୁ ଲୋକ ମାନେ ଅଦୃଶ୍ୟ ଭଗବାନ ଭାବି ପୂଜା କରନ୍ତି ।

ଏହି ଧାନ ବିବଇନ୍ନ ପ୍ରକାର ଅଲୌକିକ ଘଟଣାକୁ ନେଇ କରି ପରିଚିତ ଅଟେ । ଲୋକମାନେ ଠାକୁର ବାହାରୁଛନ୍ତି ବୋଲି କହି ସେଠାକୁ ଦେଖିବାକୁ ଓ ପୂଜା କରିବା କୁ ଆସନ୍ତି। ତେବେ ଘଣ୍ଟ , ହୁଳ ହୁଲି ର ଶବ୍ଦ ଶୁଣି ଅନେକ ଜୀବନ୍ତ ଶଙ୍ଖ ମାଟି ତଳୁ ବାହାରନ୍ତି , ତେବେ ଏବେ ସେଠାରେ ଅନ୍ୟ ଏକ ଚମକ୍ତାର ଦେଖିବାକୁ ମିଲିଛି ।

ଚମକ୍ତାରଟି ହେଉଛି କି ପ୍ରଥମେ ସେଠାରେ ଜୀବନ୍ତ ଶଙ୍ଖ ମାନେ ବାହାରୁଥିଲେ ମାତ୍ର ଏବେ ସେହି ଜୀବନ୍ତ ଶଙ୍ଖ ମାନେ ମାଟି ତଳୁ ବାହାରି ଭୋଗମଧ୍ୟ ଗ୍ରହଣ କରୁଛନ୍ତି ।

 ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ପୀଠରେ ବହୁତ କିଛି ମହିମା ରହିଛି,ଏଠାକୁ ଆସି ଲୋକଙ୍କ ରୋଗ ଭଲ ହୋଇ ଯାଉଛି , ପିଲାମାନେ ଚାକିରୀ ପାଉଛନ୍ତି । ଏହାକୁ ଏକ ପବିତ୍ର ଓ ପୁଣ୍ୟ ସ୍ଥାନ କହି ବହୁ ଦୂରରୁ ମଧ୍ୟ ଅନେକ ଭକ୍ତ ଆସିଥାନ୍ତି । ଏବେ ଏହି ଚମକ୍ତାରୀ କଥାଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।