Odisha News Portal

କିପରି ପାଳନ କଲେ ଦୀପାବଳୀ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଏବଂ ସ୍ବାମୀ ଅନୁଭବ ମହାନ୍ତି ! ଜାଣନ୍ତୁ ସଂମ୍ପୂର୍ଣ୍ଣ ଖବର….

ଆଜି ଆମେ ଆପଣ ମାନଙ୍କୁ ଓଡିଆ ପିଲ୍ମ ଜଗତର ଜଣେ ନାୟିକାଙ୍କ ବିଷୟରେ କହିବୁ କି ସେ ଏହି ବର୍ଷ ଦୀପାବଳୀ କେମିତି ପାଳନ କରିଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ବିଷୟରେ କହିବୁ କି ସେ ତାଙ୍କର ଦୀପାବଳୀ କିପରି ପାଳନ କରିଛନ୍ତି । ତେବେ ଏବେକା ସମୟରେ ତ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବାଦ ବିବାଦ ଲାଗି ରହିଛି । ତେବେ ଏହି ବାଦ ବିବାଦ ବହୁତ ବଡ ରୂପ ଧାରଣ କରିଛି ଯାହାକି ଏହା କୋର୍ଟ ପର୍ଯ୍ୟନ୍ତ ଚାଲି ଯାଇଛି । ତେବେ ଏବେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି ଅଲଗା ରହୁଛନ୍ତି , ହେଲେ ବର୍ଷା ଅନୁଭବଙ୍କ ଘରେ ଅର୍ଥାତ ନିଜ ଶାଶୁ ଘରେ ହିଁ ରହୁଛନ୍ତି ।

ତେବେ ଏତେ ବାଦ ବିବାଦ ପରେ ମଧ୍ୟ ବର୍ଷା ନିଜର ଶାଶୁଘର ଛାଡିନାହାନ୍ତି । ସେ କହିଛନ୍ତି କି ସେ ନିଜ ଶାଶୁ ଘରେ ରହିକରି ନିଜର କେସ ଲଢିବେ । ତେବେ ଏବେକା ସମୟରେ ଅନୁଭବ ମହାନ୍ତି ଦିଲ୍ଲୀରେ ରହୁଛନ୍ତି ଏବଂ ବର୍ଷା ତାଙ୍କ ଶାଶୁଘର କଟକରେ ରହୁଛନ୍ତି । ତେବେ ଏତେ ବାଦ ବିବାଦ ପରେ ଦୀପାବଳୀ ପରି ଏକ ଶୁଭ ଦିନରେ ବର୍ଷା ପ୍ରିୟଦର୍ଶିନୀ କିପରି ଭାବରେ ଦୀପାବଳୀ ପାଳନ କରିଛନ୍ତି ଆଜି ଆମେ ଆପଣ ମାନଙ୍କୁ ସେ ବିଷୟରେ କହିବୁ ।

ଓଡିଆ ପିଲ୍ମ ଜଗତର ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଘରେ କିପରି ଦୀପାବଳୀ ପାଳନ କରିଛନ୍ତି ଆଜି ଆମେ ଆପଣ ମାନଙ୍କୁ ସେ ବିଷୟରେ କହିବୁ । ଆପଣ ମାନେ ତ ଜାଣିଛନ୍ତି କି ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଏବେ ଝଗଡା ହୋଇଯାଇଛି । ଏପରି ହେବା ଦ୍ୱାରା ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି ଏବେ ଅଲଗା ରହୁଛନ୍ତି ।

ଅନୁଭବ ଏହି ସମୟରେ ଦିଲ୍ଲୀରେ ରହୁଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ଏବେ ଅନୁଭବଙ୍କର ଘରେ ରହୁଛନ୍ତି । ତେବେ ଏହି ସମୟରେ ବର୍ଷା ପ୍ରିୟଦର୍ଶିନୀ କିପରି ଭାବରେ ଦୀପାବଳୀ ପାଳନ କରିଛନ୍ତି ଆଜି ଆମେ ଆପଣ ମାନଙ୍କୁ ସେ ବିଷୟରେ କହିବୁ । ମାତ୍ର ଏହି ଦୀପାବଳୀରେ ସେ ନିଜ ସ୍ୱାମୀ ଅନୁଭବ ମହାନ୍ତିଙ୍କୁ ବହୁତ ହିଁ ମିସ କରିଛନ୍ତି । ବର୍ଷା ପ୍ରିୟଦର୍ଶିନୀ ଯେଉଁ ସମୟରେ ଅନୁଭବ ମହାନ୍ତିଙ୍କୁ ବିବାହ କଲେ ସେହି ସମୟ ଠାରୁ ଏବେ ପର୍ଯ୍ୟନ୍ତ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଏକାଠି ଦୀପାବଳୀ ମନେଇଛନ୍ତି ।

ମାତ୍ର ଏହି ଦୀପାବଳୀରେ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ଶାଶୁ ଘରେ ଏକାକି ଦୀପାବଳୀ ପାଳନ କରିଛନ୍ତି । ବର୍ଷା ପ୍ରିୟ ଦର୍ଶିନୀ ଏହି ଦୀପାବଳୀରେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି କହିଛନ୍ତି କି ଅନୁଭବ ଏବଂ ତାଙ୍କ ମଧ୍ୟରେ ହୋଇଥିବା ଝଗଡାର ସମାଧାନ ହୋଇଯାଉ । ଯାହା ପଳରେ କି ସେ ଆର ବର୍ଷ ଏହି ଦୀପାବଳୀ ଅନୁଭବ ମହାନ୍ତିଙ୍କ ସହିତ ପାଳନ କରିପାରିବେ । 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।