Odisha News Portal

ଦେଖନ୍ତୁ ଭିଡିଓ ! ପ୍ରେମୀ ଯୁଗଳ ପାହାଡ଼ ତଳେ କରୁଥିଲେ ରାସଲୀଳା ସେତିକିବେଳେ ଧରି ନେଲେ କିଛି ଟୋକା ଆଉ ତା’ ପରେ…

0 392

ପ୍ରେମ ହେଉଛି ଶାସତ୍ବ , ଚିରନ୍ତନ, ଅମର । ପ୍ରେମର କୌଣସି ସଂଜ୍ଞା ନାହିଁ କିନ୍ତୁ ଆଜିର ପ୍ରେମ ଏବଂ ପୂରାତନ ପ୍ରେମ ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ , ଅନେକ ଫରକ୍ । ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିର ସମାଜରେ ତାର ସଂଜ୍ଞା ତାର ମହତ୍ବକୁ ହରାଇ ବସିଲାଣି । ଆମ ସମାଜରେ ପ୍ରତିଦିନ ପ୍ରେମକୁ ନେଇ ବହୁତ ନିନ୍ଦନୀୟ ଘଟଣା ତଥା ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସୁଛି । ତେବେ ପ୍ରକୃତରେ କହିବାକୁ ଗଲେ ଆଜି କାଲିର ପ୍ରେମ ହେଉଛି ପ୍ରେମ ନାଁର ଗୋଟିଏ ଗୋଟିଏ କଳଙ୍କ ପାଲଟି ଗଲାଣି । ଆଉ ଏସବୁରୁ ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ଲୋକ ମାନେ ଯାହା କି ହେଉଛି ଅତ୍ୟନ୍ତ ବିଡମ୍ବନାର ବିଷୟ ଅଟେ ।

ପ୍ରେମରେ ଜାତି,ଧର୍ମ, ବୟସ, ଉଚ୍ଚ ନିଚ୍ଚ କିଛି ନଥାଏ । ପ୍ରେମ ଏମିତି ଏକ ଜିନିଷ ତାହା କେତେବେଳେ କାହା ସହ ଘଟିଥାଏ କହିବା ସମ୍ଭବ ନୁହେଁ। ଦୁନିଆର କୌଣସି ସମ୍ପର୍କ, ବନ୍ଧନ, ପ୍ରତିବନ୍ଧକ , ବୟସ, ସୁନ୍ଦରତା ଏବଂ ଉଚ୍ଚତା ଆଦି କୁ ପ୍ରେମ ମାନି ନଥାଏ। ପ୍ରେମ ଏକ ଏଭଳି ଶବ୍ଦ ଯାହା ବିଶ୍ଵ ବ୍ୟାପି ଅନନ୍ତ ଓ ପରିବ୍ୟାପ୍ତ।ଯାହା ମାଧ୍ୟମରେ ଆନନ୍ଦର ପରିତୃପ୍ତିର ସାଧିତ ହୁଏ ତାହା ହିଁ ପ୍ରେମ।ପ୍ରେମରେ ଜଣ ଜଣକୁ ନିଃସ୍ଵାର୍ଥପର ଭାବେ ଭଲ ପାଇଥାଏ।

ଆଉ ଏହି ପ୍ରେମ ଏମିତି ଏକ ଜିନିଷ ଯେଉଁଠି ଜଣେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବା ପାଇଁ ପ୍ରସ୍ତୁତ ଥାଏ। ପ୍ରେମର ବାସ୍ନାରେ ଆନ୍ଦୋଳିତ ହୋଇ ବହୁ ପ୍ରେମୀଯୁଗଳ ସମାଜ ଠାରୁ ବହୁ ଦୂରକୁ ଚାଲି ଯାଇଥାଆନ୍ତି । ପ୍ରେମରେ ଥାଏ କେବଳ ତ୍ୟାଗ ହିଁ ତ୍ୟାଗ ଆଉ ଏଥିରେ ବେଳେବେଳେ ଭୁଲ୍ ନିଷ୍ପତ୍ତିର ମଧ୍ୟ ଶିକାର ହୋଇଥାନ୍ତି ପ୍ରେମୀଯୁଗଳ ।


କିନ୍ତୁ ଆଜିକାଲିର ପ୍ରେମକୁ ଯୁବପିଢିମାନେ ବଜାରର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ଶେଷରେ ଅପମାନ ଜନିତ ସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ପ୍ରେମ ଭଳି ଏକ ପବିତ୍ର ଏବଂ ସୁନ୍ଦର୍ ସମ୍ପର୍କ କୁ ଆଜିକାଲିର ଯୁବପୀଢ଼ି ମାନେ ଅଧିକାଂଶ କ୍ଷେତ୍ରରେ କେବଳ କାମନା ଓ ବାସନା କୁ ପରିପୂର୍ଣ୍ଣ କରିବା ଅର୍ଥାତ୍ ଦୈହିକ ସମ୍ପର୍କ ଭାବେ ହିଁ ବିବେଚନା କରୁଛନ୍ତି । ନିଜସ୍ଵ ସ୍ବାର୍ଥ ହାସଲ ପରେ ପ୍ରେମିକ ପ୍ରେମିକା ପରସ୍ପରକୁ ଧୋକା ଦେଉଛନ୍ତି।ଯାହା ଦ୍ୱାରା ଅନେକ ଜୀବନ ଅସମୟରେ ହାନି ହେଉଛି।

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ବହୁତ ଲଜ୍ୟା ବୋଧ ହେଉଛି । ଏକ ନିଛାଟିଆ ସ୍ଥାନରେ ଏକ ପ୍ରେମୀ ଯୁଗଳ ପାହାଡ଼ ପଛ ପଟେ ରାସଲୀଳା କରିବାରେ ଲାଗିଥିଲେ।
ପରସ୍ପରକୁ ଆଲିଙ୍ଗନ କରିବା ସହିତ ଚୁମ୍ବନ ମଧ୍ୟ କରୁଥିଲେ । ଏହି ସମୟରେ ସେମାନଙ୍କର ଏହି ଅନ୍ତରଙ୍ଗ ମୁହୂର୍ତ୍ତକୁ କିଛି ଯୁବକ ମାନେ କ୍ୟାମେରାରେ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ।

ଆଉ ବର୍ତ୍ତମାନ ତ ହେଉଛି ଇଣ୍ଟରନେଟ୍ ଯୁଗ, ତେଣୁ ଯେ କୌଣସି ବି ଘଟଣା ବହୁତ କମ୍ ସମୟ ମଧ୍ୟରେ ଭାଇରାଲ ହେଉଅଛି । ଆଉ ଏହାର ସଦୂପଯୋଗ ଅପେକ୍ଷା ଦୁରୁପଯୋଗ ଅଧିକମାତ୍ରାରେ ହେବାର ଦେଖା ଯାଉଛି । ତେବେ ଯାହାବି ହେଉ ନାଁ କାହିଁକି ଏହିଭଳି ଭାବରେ ଖୋଲା ସ୍ଥାନରେ ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରିବା କେତେ ଦୂର ଯଥାର୍ଥ ତାହା ଥରେ ଏହିଭଳି କାର୍ଯ୍ୟ କରିଥିବା ଯୁବକ ଯୁବତୀ ଭାବିବା ଉଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।