Odisha News Portal

ଦେଖନ୍ତୁ ଭିଡିଓ ବିବାହର ଏତେଦିନ ପରେ ପ୍ରଥମ ଥର ପାଇଁ ସ୍ତ୍ରୀଙ୍କୁ ନେଇ ସୁଟିଙ୍ଗ ସେଟରେ ପହଞ୍ଚିଲେ ଅଭିନେତା ଅମ୍ଲାନ !

0 102

ଆଜି ଆମେ ଆପଣ ମାନଙ୍କୁ ଜଣେ ଓଡିଆ କଳାକାର ବା ଅବିନେତା ବିଷୟରେ କହିବୁ , ଯାହାକୁ ଆପଣ ମାନେ ବହୁତ ପସନ୍ଦ କରୁଥିବେ ଏବଂ ତାଙ୍କର ଅଭିନୀତ ସମସ୍ତ ପିଲ୍ମକୁ ମଧ୍ୟ ଦେଖୁଥିବେ । ଓଲିଉଡ ଦୁନିଆରେ ଅନେକ କଲାକାର ମାନେ ରହିଛନ୍ତି ଯିଏ ସର୍ବଦା ନିଜ ଫିଲ୍ମକୁ ଭଲ କରିବା ପାଇଁ ଅର୍ଥାତ ଲୋକମାନେ କିପରି ସେହି ଫିଲ୍ମକୁ ଅଧିକ ପସନ୍ଦ କରିବେ ସେଥିପାଇଁ ବହୁତ କଷ୍ଟ କରିଥାନ୍ତି ନିଜ ପିଲ୍ମକୁ ସୁପରହୁଟ କରିବା ପାଇଁ ।

ଅନେକ ଅଭିନେତା ଅଭିନେତ୍ରୀ ମାନେ ଅତି କମ ସମୟରେ ବହୁତ ନାମ କମେଇ ପାରିଛନ୍ତି ତାଙ୍କର ଆକ୍ଟିଙ୍ଗ , ଡ୍ୟାନସଲିଙ୍ଗ କାରଣରୁ ସେମାନେ ଆଜି ଲୋକମାନଙ୍କର ହୃଦୟରେ ରାଜ କରିଥାନ୍ତି ।

ଅତି କମ ସମୟରେ ସେମାନେ ଉଚ୍ଚ ସ୍ଥାନ ଅଧିକାର କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଜଣେ କଳାକାରଙ୍କ ବିଷୟରେ କହିବୁ ଯିଏ କି ଦେଖିବା ପାଇଁ ବହୁତ ସୁନ୍ଦର ଏହା ସହ ତାଙ୍କର ସମସସ୍ତ ପିଲ୍ମ ସବୁବେଲେ ହିଟ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଏ ସେ କଳାକାର ଜଣକ ।

ପ୍ରଥମ ଥର ପାଇଁ ସ୍ତ୍ରୀଙ୍କୁ ନେଇ ସୁଟିଙ୍ଗ ସେଟରେ ପହଞ୍ଚିଲେ ଅମ୍ଲାନ । ଏବେ ସୁଟିଙ୍ଗ ଚାଲିଛି ଓଡିଆ ଚଳଚିତ୍ର ଗୁପଚୁପ , ଏହି ଗୁପଚୁପ ସୁଟିଙ୍ଗ ସେଟରେ ପ୍ରଥମ ଥର ପାଇଁ ବିବାହ ପରେ ସ୍ତ୍ରୀ ଭୂମିକାଙ୍କୁ ଧରି ପହଞ୍ଚିଛନ୍ତି ଅମ୍ଲାନ । ଏହା ପରେ ଅମ୍ଲାନ , ଏଥର ଅମ୍ଳାନ ଏକ ଆକସନ ପିଲ୍ମ କରିବାକୁ ଯାଉଛନ୍ତି । ଯେଉଁଥିରେ ସେ ଏକ ନୂଆ ଧରଣର ରୂପରେ ନଜର ଆସୁଥିବା ବେଳେ ସ୍ତ୍ରୀ ଭୂମିକାଙ୍କୁ ବୁଲାଇଛନ୍ତି ତାଙ୍କର ସୁଟିଂ ସେଟ ।

ଏହା ସହିତ ସେ ସୁଟିଙ୍ଗ ସେଟରେ କେମିତି ଆକ୍ସନ କରନ୍ତି ଏବଂ ସୁଟିଙ୍ଗ ସେଟରେ କେଉଁ ମାନେ କେଉଁ ମାନଙ୍କ ସହିତ ମାରପିଟ କରନ୍ତି ସେ କଥା ମଧ୍ୟ ଦେଖିବାକୁ ନେଇଥିବା ସମୟରେ ଏହି ଚଳଚ୍ଚିତ୍ରଟି ଖୁବ ଶୀଘ୍ର ପ୍ରକ୍ଷାଳୟରେ ରିଲିଜ ହେବାକୁ ଯାଉଛି । ଏହି ପ୍ଲମରେ ଆପଣ ମାନେ ଅମ୍ଲାନଙ୍କ ସହିତ ସରମିଲା ନାଗେଶଙ୍କୁ ମଧ୍ୟ ଦେଖିବାକୁ ପାଇବେ । ଏହା ଅମ୍ଲାନଙ୍କର ଏକ ନୂଆ ଧରଣର ଚଳଚ୍ଚିତ୍ର ହେବାକୁ ଯାଉଛି ।

ତେବେ ଲୋକମାନେ ଏହାକୁ ବହୁତ ପସନ୍ଦ କରିବେ ବୋଲି ଅମ୍ଲାନ କହିଥିବା ବେଳେ ପ୍ରଥମ ଥର ପାଇଁ ସ୍ତ୍ରୀଙ୍କୁ ଘରି ସୁଟିଙ୍ଗ ସେଟରେ ଦେଖାଇଥିଲେ ଆକ୍ସନ ସିନ । ତେବେ ଲୋକମାନେ ମଧ୍ୟ ଅମ୍ଳାନଙ୍କର ପିଲ୍ମକୁ ବହୁତ ହିଁ ପସନ୍ଦ କରିଛନ୍ତି ।

 ଟାର୍ଗେଟ ଠାରୁ ଆରମ୍ଭ କରି ଅନେକ ଚଳଚ୍ଚିତ୍ରରେ ସେ ନିଜର ହିଟ ଦେଇ ସାରିଛନ୍ତି । କାହିଁକିନା ଅମ୍ଲାଙ୍କର ପ୍ରଥମ ପିଲ୍ମ ଥିଲା ଟାର୍ଗେଟ । ଲୋକମାନେ ମଧ୍ୟ ଅମ୍ଳାନଙ୍କୁ ବହୁତ ପସନ୍ଦ କରନ୍ତି ଏହା ସହ ବାପା ମିହିର ଦାସ ଙ୍କୁ ଲୋକମାନେ ଯେତେ ପସନ୍ଦ କରନ୍ତି ତେବେ ଅମ୍ଳାନଙ୍କୁ ସେତେ ମଧ୍ୟ ସେମାନେ ପସନ୍ଦ କରନ୍ତି ।

ଲୋକମାନେ ତାଙ୍କର ଆକ୍ଟିଙ୍ଗ ଦ୍ୱାରା ବିମୋହିତ ହେଉଛନ୍ତି ଏବଂ ଅମ୍ଳାନଙ୍କୁ ମଧ୍ୟ ଗୁପଚୁପ ଚଳଚ୍ଚିତ୍ରରେ ଏକ ନୂଆ ଧରଣରେ ଦେଖିବାକୁ ପାଇବେ । ତେବେ ଅମ୍ଳାନ ଏବଂ ଭୂମିକାଙ୍କର ଯୋଡି ମଧ୍ୟ ବହୁତ ସୁନ୍ଦର ସେମାନେ ଦୁଇଜଣ ଏକ କିଉଟ କପୁଲ ଭଲି ଲାଗୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।