Odisha News Portal

ଦେଖନ୍ତୁ ଭିଡିଓ । ଖୋଲାଖୋଲି ବସ୍ ଭିତରେ କରୁଥିଲେ ରୋମାନ୍ସ, ତା ପରେ ଏମିତି କିଛି ଅଘଟଣ ଘଟିଗଲା …ଭାଇରାଲ ହେଉଛି ଭି଼ିଡିଓ ନିଶ୍ଚିତ ଦେଖନ୍ତୁ…..

0 1

ଉଲେଖଯୋଗ୍ୟ ଯେ , ବର୍ତ୍ତମାନର ପ୍ରେମ ଆଉ ଆଗ ଯୁଗର ରାଧା-କୃଷ୍ଣ ଙ୍କ ପ୍ରେମ ପରି ପବିତ୍ର ନୁହେଁ । ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ପ୍ରେମର ଅର୍ଥ କହିଲେ କେବଳ କାମନା ଏବଂ ବାସନାର ସମାହାର । ଏବେ ଏହି ଯୁବ ପିଢୀ ମାନେ ମଧ୍ୟ ନିଜର ତଥା ନିଜ ପରିବାରର ମାନସଂମାନ କୁ ଭୁଲିଯାଇ ଏହି କୌଳିସିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ଯାହାକି ଉଭୟ ନିଜର , ପରିବାରର ଏବଂ ସମାଜ ର ଆଗାମୀ ପିଢୀ ଙ୍କ ପାଇଁ ମଧ୍ୟ ଏହାର ଖରାପ ପ୍ରଭାବ ପକେଇବ ।

ପ୍ରେମ ହେଉଛି ଶାସତ୍ବ , ଚିରନ୍ତନ, ଅମର । ପ୍ରେମର କୌଣସି ସଂଜ୍ଞା ନାହିଁ କିନ୍ତୁ ଆଜିର ପ୍ରେମ ଏବଂ ପୂରାତନ ପ୍ରେମ ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ , ଅନେକ ଫରକ୍ । ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିର ସମାଜରେ ତାର ସଂଜ୍ଞା ତାର ମହତ୍ବକୁ ହରାଇ ବସିଲାଣି ।

ଆମ ସମାଜରେ ପ୍ରତିଦିନ ପ୍ରେମକୁ ନେଇ ବହୁତ ନିନ୍ଦନୀୟ ଘଟଣା ତଥା ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସୁଛି । ତେବେ ପ୍ରକୃତରେ କହିବାକୁ ଗଲେ ଆଜି କାଲିର ପ୍ରେମ ହେଉଛି ପ୍ରେମ ନାଁର ଗୋଟିଏ ଗୋଟିଏ କଳଙ୍କ ପାଲଟି ଗଲାଣି । ଆଉ ଏସବୁରୁ ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ଲୋକ ମାନେ ଯାହା କି ହେଉଛି ଅତ୍ୟନ୍ତ ବିଡମ୍ବନାର ବିଷୟ ଅଟେ ।

କିନ୍ତୁ ଆଜିକାଲିର ପ୍ରେମକୁ ଯୁବପିଢିମାନେ ବଜାରର ଶସ୍ତା ମାଲ୍ ବୋଲି ଭାବି ନେଇଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ଶେଷରେ ଅପମାନ ଜନିତ ସ୍ଥିତି ମଧ୍ୟ ସୃଷ୍ଟି ହେଉଛି। ପ୍ରେମ ଭଳି ଏକ ପବିତ୍ର ଏବଂ ସୁନ୍ଦର୍ ସମ୍ପର୍କ କୁ ଆଜିକାଲିର ଯୁବପୀଢ଼ି ମାନେ ଅଧିକାଂଶ କ୍ଷେତ୍ରରେ କେବଳ କାମନା ଓ ବାସନା କୁ ପରିପୂର୍ଣ୍ଣ କରିବା ଅର୍ଥାତ୍ ଦୈହିକ ସମ୍ପର୍କ ଭାବେ ହିଁ ବିବେଚନା କରୁଛନ୍ତି । ନିଜସ୍ଵ ସ୍ବାର୍ଥ ହାସଲ ପରେ ପ୍ରେମିକ ପ୍ରେମିକା ପରସ୍ପରକୁ ଧୋକା ଦେଉଛନ୍ତି।ଯାହା ଦ୍ୱାରା ଅନେକ ଜୀବନ ଅସମୟରେ ହାନି ହେଉଛି । ତେବେ ସେହିଭଳି ଅନେକ ଉଦାହରଣ ଆଜିର ସମାଜରେ ପ୍ରତିଦିନ ଦେଖିବାକୁ ମିଳୁଛି।

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ବହୁତ ଲଜ୍ୟା ବୋଧ ହେଉଛି କାରଣ ଘଟଣାଟି କିଛି ସେହି ପ୍ରକାରର।ଏଠାରେ ଏକ ବସ୍ ରେ ପ୍ରେମିକ ପ୍ରେମିକା ଦୁଇଜଣ ଯେଉଁଭଳି ଭାବରେ କାରନାମା କରୁଛନ୍ତି ତାହା ଦେଖି ଲାଗୁଛି ଯେ ସେମାନେ ସ୍ଥାନ କାଳ ପାତ୍ର କିଛି ବି ମାନୁ ନାହାଁନ୍ତି । ସେମାନଙ୍କ ମନୋରଞ୍ଜନ ପାଇଁ ସେମାନେ ବସ୍ ଭିତରେ ଅସୁରକ୍ଷିତ ଭାବରେ ଅପ୍ରୀତିକର କାର୍ଯ୍ୟ କରି ଚାଲିଛନ୍ତି।


ପରସ୍ପର ପରସ୍ପର କୁ ମନ୍ଦ ଭାବରେ ସ୍ପର୍ଶ କରିବା ସହିତ ବସ୍ ଚାଲୁଥିବା ସମୟରେ ଆଲିଙ୍ଗନ ମଧ୍ୟ କରୁଛନ୍ତି।ଯାହା ଦେଖିଲେ ନିଜକୁ ବହୁତ୍ ଲଜ୍ୟା ବୋଧ ହେଉଛି।ତେବେ ସବୁଠାରୁ ବଡ କଥା ହେଉଛି ଏହି ସମୟରେ ପ୍ରେମିକ ଜଣଙ୍କ ଏହିସବୁ କ୍ରିୟା ଭିତରେ ବି ଗାଡ଼ି ଚଳାଉଛନ୍ତି ନିଜେ। ସାମାନ୍ୟ ଅସାବଧାନତା ହେଲେ ଗାଡ଼ିଟି କାହା ଉପରେ ବି ଚଢି ଯିବାର ଭୟ ରହିଛି।ତେଣୁ ଏଥିପ୍ରତି ଆପାତ୍ତ ଏହି ସମୟରେ ଯତ୍ନଶୀଳ ହେବା ବିଧେୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।