ଆଜି ଆମେ ଆପଣ ମାନଙ୍କୁ ଯେଉଁ କଥା ବିଷୟରେ କହିବୁ ତାହା ଆପଣ ମାନଙ୍କ ପାଇଁ ବହୁତ ବଡ ଆଶ୍ଚର୍ଯ୍ୟକର କଥା ଅଟେ । କାରଣ ଏହି କଥାକୁ ଆପଣ ମାନେ କେବେବି ଜାଣିନଥିବେ କି ଶୁଣିନଥିବେ । ତେବେ କମ ଅଟେ ସେହି କଥାଟି ଆସନ୍ତୁ ଜାଣିବା ।ଆପଣ ମାନେ ତ ସାପ ଏବଂ ନେଉଳର ଲଢେଇ ବିଷୟରେ ଜାଣିଥିବେ ମାତ୍ର ଆପଣ ମାନେ କେବେ ସାପ ଏବଂ ବିଛାର ଲଢେଇ ବିଷୟରେ ଜାଣିଛନ୍ତି କି । ତେବେ ଆମେ ଆପଣ ମାନଙ୍କୁ ଆଜି ସେହି ସାପ ଏବଂ ବିଛାର ଲଢେଇ ବିଷୟରେ କହିବୁ । ତେବେ ଆପଣ ମାନଙ୍କୁ ଏହି କଥାଟି ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ଲାଗୁଥିବ ମାତ୍ର କଥାଟି ସତ୍ୟ ଅଟେ ।
କାରଣ ଏହି ସାପ ଏବଂ ବିଛାର ଏକ ଘମାଘଟ ଲଢେଇ ଦେଖିବାକୁ ମିଳିଛି ଯାହାକୁ ସତ୍ୟ ଅଟେ । ତେବେ ସେମାନଙ୍କର ଏହି ଦୃଶ୍ୟକୁ ସେଠାରେ ଥିବା ବ୍ୟକ୍ତି ରେକର୍ଡ କରି ନେଇଥିଲେ । ମାତ୍ର ତାହା ପରେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା କି ଏହି ଘମାଘଟ ଲଢେଇରେ କାହାର ଜିତ ହେଉଛି ସବଳର ନା ଦୁର୍ବଳର । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।
ଆପଣ ମାନେ ସେହି ଭିଡିଓକୁ ଦେଖିଲେ ସେଥିରେ ଦେଖିବାକୁ ପାଇବେ କି ବିରାଟ ବଡ ଅଜଗରକୁ ଏକ ବିଛା ସାଂଘାତିକ ଭାବରେ ଜାବୁଡିକି ଧରିଛି । ଅବଶ୍ୟ ଏହି ବିଛାଟି ଆକାରରେ ସାଧାରଣ ବିଛା ପାଖରୁ ବହୁତ ବଡ ଅଟେ । ତେବେ ସାପଟି ବିଛାର ଜାଲରୁ ମୁକୁଳିବା ପାଇଁ ଚେଷ୍ଟା କରୁଅଛି । ମାତ୍ର ସେହି ବିଛାଟି ଅଜଗରକୁ ଛାଡିଲେ ତ ।
ସାପଟି ନିଜକୁ ରକ୍ଷା କରିବା ପାଇଁ ଏପଟ ସେପଟ ଗଡୁଛି ମାତ୍ର ବିଛାଟି ତାହାକୁ ରକ୍ଷା କରିବା ପାଇଁ ଜାବୁଡିକି ଧରିଛି । ଅନେକ ଗଡା ପଡା ସାଗିଲା ପରେ ମଧ୍ୟ ବିଛାଟି ସାପକୁ ଛାଡିନଥିଲା । ସାପଟି ମଧ୍ୟ ବିଛାକୁ ଆକ୍ରମଣ କରିବା ପାଇଁ ବହୁତ ଚେଷ୍ଟା କରୁଛି । ମାତ୍ର ସେହି ବିଛାଟି ଆହୁରି ଜୋରରେ ଜାବୁଡି ଧରିଛି ସାପଟିକୁ । ତେବେ ଦୃଶ୍ୟ ଦେଖି ଏମିତି ସାଗୁଛି କି ଆଜି ଅଜଗରକୁ ବିଛାଟି ହରାଇକି ହିଁ ରହିବ ।
ମାତ୍ର ଶେଷରେ ଏହା ହିଁ ହେଉଛି । ବିଛା ପାଖରେ ହାର ମାନିଲା ଅଜଗର । ଏହା ସହିତ ଏହି ଖତରନାକ ଲଢେଇରେ ଜିତିବାରେ ସଫଳ ହୋଇପାରିଲା ବିଛା । ମାତ୍ର ଆପଣ ମାନେ ଜାଣିଛନ୍ତି କି ଏହି ଭିଡିଓ ଦେଖିକରି ଗୋଟିଏ କଥା ଶିଖିବାକୁ ମିଲିଲା କି ସବୁ ସମୟରେ ସବଳର ରାଜ ଚାଲିନଥାଏ । ବେଳେ ବେଳେ ଦୁର୍ବଳ ଦେଖା ଯାଉଥିବା ଲୋକ ମଧ୍ୟ ନିଜର ବୁଦ୍ଧି ବଳରେ ବିଜୟ ହାସଲ କରିଥାଏ । ଯାହାକୁ ଏହି ଭିଡିଓରେ ଏହା ସଂପୂର୍ଣ୍ଣ ଭାବରେ ପ୍ରମାଣିତ ହୋଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।