Odisha News Portal

ଦେଖନ୍ତୁ ଭିଡିଓ – ବୟସ ମାତ୍ର ୩ ବର୍ଷ ରେ ରକର୍ଡ କରିଲେ ଏହି ବାଳିକା ଜଣକ ପ୍ରତିଭାର କାରଣ ଜାଣିଲେ ସେୟାର ନକରି ରହିପାରିବେନି

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କଥା ବିଷୟରେ କହିବୁ ଯେଉଁ କଥା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଆପଣ ମାନେ ତ ଜାଣିଛନ୍ତି କି ଭଗବାନ ପ୍ରତ୍ୟେକ ମନୁଷ୍ୟକୁ ସମାନ ଗୁଣ , ଜ୍ଞାନ ଏବଂ ପ୍ରତିଭା ଦେଇ କରି ଜନ୍ମ କରିଥାନ୍ତି । ତେବେ ସେହି ପ୍ରତିଭାକୁ ଯିଏ ସଠିକ ଭାବରେ ବିନିଯୋଗ କରିପାରିଲା ସେ ହିଁ ସାରା ଜଗତରେ ଚର୍ଚ୍ଚିତ ହେଲା ମାତ୍ର ଯିଏ କରିପାରିଲା ନାହିଁ ସେ ଲୋକଲୋଚନଙ୍କ ସାମ୍ନାକୁ ଆସିପାରିଲା ନାହିଁ । ସେମିତି ନିଜର ଜ୍ଞାନକୁ , ନିଜର ପ୍ରତିଭାକୁ ନିଜ ଭିତରେ ସୀମିତ ରଖିଥାଏ ।

ଆଜିକାଲି ଦୁନିଆରେ ତ ଲୋକ ମାନେ ଏବଂ ଛୋଟ ଛୋଟ ପିଲା ମାନେ ଏପରି ହେଲେଣି କି ,ସେମାନଙ୍କ ହୋନର୍ ତଥା ବୁଦ୍ଧି ସମ୍ପର୍କରେ ଶୁଣିଲେ ଏବଂ ଦେଖିଲେ ଲୋକ ମାନେ ପୁରା ପୁରି ଆଶ୍ଚର୍ଯ୍ୟ ହୋଇ ରହି ଯାଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଜମେ ପିଲାର ଟଲେଣ୍ଟ ସଂପର୍କରେ କହିବୁ , ଯାହାର କଥା ଶୁଣିଲେ ଆପଣ ମାନେ ମୁଣ୍ଡରେ ହାତ ଦେଇ ଦେବେ ।

ଆମେ ଆପଣ ମାନଙ୍କୁ ଯେଉଁ ପିଲା ବିଷୟରେ କହୁଛୁ ତାହାର ନାମ ହେଉଛି ସୋହିନି , ତାର ବୟସ ମାତ୍ର 3 ବର୍ଷ । ତେବେ 3 ବର୍ଷରେ ସେ ଏପରି ଟେଲେଣ୍ଟ ଦେଖଉଚି ୟେଉଥିପାିଁ ସମ୍ମାନ ମଧ୍ୟ ପ୍ରାପ୍ତ କରୁଛି । ତେ ଛୋଟ ପିଲା କଥା ମଧ୍ୟ ଭଲ ସେ କହି ପାରୁନି କିନ୍ତୁ ସେ ଅନେକ ଦେଶ ର ଫ୍ଲାଗ୍ , ରାଷ୍ଟ୍ରପତି ଙ୍କ ନାମ କହି ପାରୁଛି ଆଉ ତା ସହ ଅନେକ ମନ୍ତ୍ର ମଧ୍ୟ ଉଚ୍ଚାରଣ କରି ପାରୁଛି ।

ପିତା ମାତାଙ୍କର କହିବା ଅନୁସାରେ ଏହି କରୋନା କାଳରେ ସ୍କୁଲ ବନ୍ଦ ହେବା କାରଣରୁ ସେମାନେ ତାଙ୍କୁ କିଛି କିଛି କତା ଶିଖାଉଥିଲେ ଏବଂ ଇଣ୍ଟରନେଟରେ ସମସ୍ତଙ୍କର ଫଟୋ ଦେଖାଉଥିଲେ , ଯାହା ଦ୍ୱାରା ସେ ସମସ୍ତ କତାକୁ ମନେ ରଖିଦେଇଛି ଏବଂ ସେମାନଙ୍କର ନାମ ମଧ୍ୟ ସ୍ପଶ୍ଟ ଭାବରେ କହିପାରୁଛି ।

ପିଲାର ଏପରି ଗୁଣ ଦେଖି ତାଙ୍କ ବାପା ମା ଏହାକୁ ଭିଡିଓ କରି ବିଶ୍ୱ ରେକର୍ଡ କୁ ପଠାଇ ଲେ ଆଉ ସେଠାରେ ସେମାନେ ଏହାକୁ ପସନ୍ଦ କରିଲେ ଆଉ ସୋହିନି କୁ ସମ୍ମାନିତ କରିଲେ । ସୋହିନି ପାଇଁ ତା ଘର ଲୋକ ବି ବହୁତ ଖୁସି ଅଛନ୍ତି ଆଉ ତାକୁ ଆଗକୁ ବଢିବା ପାଇଁ ପ୍ରେରଣା ଦେଉଛନ୍ତି । ସୋହିନି ଏବେ ବିଶ୍ୱ ଗିନିସ୍ ବୁକ ରେ ନାମ ଲେଖାଇ ବାକୁ ଚେଷ୍ଟା କରୁଛି। ତେବେ ସୋହିନି ଆମ ଓଡିଶା ପାଇଁ ଗୋଟେ ଉଦାହରଣ ହୋଇ ଯାଇଛି ଆଉ ତା ସହ ଗୌରବ ଆଣି ଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।