Odisha News Portal

ଦେଖନ୍ତୁ ଭିଡ଼ିଓ – ଝିଅଙ୍କୁ ଘାରିଛି ମଦ ନିଶା । ଏହି ଝିଅ ମାନଙ୍କର ମଦ ପିଆ ଷ୍ଟାଇଲ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

0 112

ଆଜିର ସମୟରେ ଅନେକ ଲୋକମନେ ପରିବର୍ତ୍ତନ ହେବରେ ଲାଗିଲେଣି ସମାଜ ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ମନୁଷ୍ୟ ମାନେ ମଧ୍ୟ ତା ସହିତ ତାଳ ଦେଇ ଆଗି ଚାଲିଛନ୍ତି । ଏବେକା ସମୟରେ ଲୋକମାନେ ସ୍ମାର୍ଟ ଏବଂ ଆଧୁନିକ ହେବାରେ ଲାଗିଛନ୍ତି । ମାତ୍ର ସେହି ସ୍ମାର୍ଟ ଏବଂ ଆଧୁନକତା କାରଣରୁ ସେମାନେ ଏପରି କିଛି କାର୍ଯ୍ୟ କରି ବସନ୍ତି ଯାହାର ଧାରଣ କଣ ହେବ ତାହା କେବେ ହେଲେ ମଧ୍ୟ ଭାବିନଥାନ୍ତି । ବେଳେବେଳେ ସେମାନେ ଏପରି କାର୍ଯ୍ୟ କରନ୍ତି କି ସେହି କାର୍ଯ୍ୟ ଫଳ ସେମାନଙ୍କୁ କେଉଁ ରୂପରେ ମିଳିବ ତାହା କେବେବ ବିସ୍ୱାସ କରି ପାରିନଥାନ୍ତି ।

ଏହା ସହିତ ମନୁଷ୍ୟ ହେଉଛି ସମସ୍ତ ପ୍ରାଣୀ ଟାରୁ ଶ୍ରେଷ୍ଟ କାରଣ ତାହାର ଚିନ୍ତନ ଶକ୍ତି , ବିଚାର କରିବାର ଶକ୍ତି ଅନ୍ୟ ପ୍ରାଣୀ ମାନଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ ହୋଇଥାଏ । ମାତ୍ର ଯଦି ସେହି ମଣିଷ ନିଜ ଚିନ୍ତା ଶକ୍ତି ଏବଂ ବିଚାର ଶକ୍ତି ଏବଂ ଜଣେ ଜ୍ଞାନୀ ମଣିଷ ହୋଇ କିଛି ନିନ୍ଦନୀୟ କାମ କରିବ ତେବେ ସେ ନିଶ୍ଚିତ ରୂପରେ ପଶୁ ମାନଙ୍କ ଗଣନାରେ ସାମିଲ ହେବ ।

ଯାହା ଫଳରେ କି ମନୁଷ୍ୟ ଏବଂ ପ୍ରାଣୀ ମଧ୍ୟରେ କିଛି ଫରକ ରହିବ ନାହିଁ । ତେବେ ଜଣେ ମନୁଷ୍ୟ ଭଲ ହେବ କି ଖରାପ ତାହା ସଂପୂର୍ଣ୍ଣ ସେହି ବ୍ୟକ୍ତି ଉପରେ ନିର୍ଭର କରେ । ଆମେ ମାନେ ଅନେକ ସମୟରେ ଦୁଃଖ , କଷ୍ଟ , ଏବଂ ସମସ୍ୟାର ସମ୍ମୁଖୀନ ହୋଇଥାଉ ଏବଂ ତାହାର ସମାଧାନ ମଧ୍ୟ କରିଥାଉ କାରଣ ଆମେ ହେଉଛୁ ଜଣେ ଜ୍ଞାନବାନ ବ୍ୟକ୍ତି କେଉଁ କାର୍ଯ୍ୟ ଭଲ କେଉଁ କାର୍ଯ୍ୟ କରିବା ଭଲ ନୁହେଁ ତାହା ଆମେ ମାନେ ଠିକ ରୂପରେ ଜାଣିପାରିଥାଉ ।

ଏହା ସହିତ ଆମେ ମାନେ ଏପରି କିଛି କାର୍ଯ୍ୟ କରିବା ଠିକ ନୁହେଁ ୟେଉଁ କାର୍ଯ୍ୟ ଦ୍ୱାରା ଆମର ପିତା ମାତାଙ୍କୁ ତାହାର ଖରାପ ପରିଣାମ ମିଳିବ । ମାତ୍ର ଏବେକା ସମୟରେ ଯୁବପିଢି ମାନେ ସମସ୍ତ ଲଜ୍ଜ୍ୟା , ମାନ ସମ୍ମାନ , ପିତା ମାତାଙ୍କର ସ୍ନେହ ଭୁଲିୟାଉଛନ୍ତି ଏବଂ ଏପରି କାର୍ଯ୍ୟ କରୁଛନ୍ତି ଯାହା ଅତ୍ୟନ୍ତ ଦୁଃଖଦାୟକ ଅଟେ ।

ଆମେ ଆପଣଙ୍କୁ ଏମିତି କହିବାର ଅର୍ଥ କି ସୋସିଆଲ ମିଡିଆରେ ଏବେ ସମୟରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦୁଇ ଜଣ କଲେଜ ଯୁବତୀ ପେଶାଦାର ମଦ୍ୟପ ଭଳି ମଦ୍ୟପାନ କରିବାରେ ଲାଗିଛନ୍ତି । ସେମାନେ ଏପରି ମଦ ପୁଉଛନ୍ତି କି ସେମାନେ ପାଗଳ ପରି କଥା ହେଉଛନ୍ତି ଏହଂ ହସୁଛନ୍ତି । ତେବେ ସେମାନଙ୍କର ଏହି ଭିଡିଓ ତାଙ୍କର ପୁଅ ଦୁଇ ବନ୍ଧୁ କରିଛନ୍ତି 

ତେବେ ସେମାନଙ୍କର ଏପରି କାର୍ଯ୍ୟ କଳାପ ସେମାନଙ୍କର ପିତାମାତା ପ୍ରତି କଣ ପ୍ରଭାବ ପକେଇବ ସେମାନେ ଟିକେ ଭାବିବା ଦରକାର ଏହା ସହିତ ଏହି ଘଟମା ସେମାନଙ୍କର ଭବିଷ୍ୟତ ଜୀବନ ପ୍ରତି ମଧ୍ୟ କଣ ପ୍ରଭବା ପକେଇବ ତାହା ସେମାନେ ନିଶ୍ଚିତ ରୂପେ ମନେ ରଖିବା ଦରକାର । ତେଣୁ ଆପଣ ମାନେ ଯେତେବେଲେ କୌଣସି କାମ କରୁଛନ୍ତି ତେବେ ତାହାକୁ ଭାବିଚିନ୍ତି କରି କାମ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।