Odisha News Portal

ଦେଖନ୍ତୁ Live ଭିଡିଓ ଭାଇରାଲ ହେଲା ଆଦିତ୍ୟଙ୍କ ମା ଏତେଦିନ ପରେ ଖୋଲିଲେ ସମସ୍ତ ଗୁମର ଭିଡିଓ ଟି ଦେଖିଲେ କହିବେ କ’ଣ ସତରେ

ସମାଜ ସେବୀ ଆଦିତ୍ୟ ଦାଶ ଙ୍କ ମୃତ୍ୟୁ ଉପରୁ ଏପର୍ଯ୍ୟନ୍ତ ପରଦା ନ ଉଠି ଥିଲେ ମଧ୍ୟ ସ୍ତ୍ରୀ ବିଦ୍ୟାଶ୍ରୀ ଙ୍କୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ତେବେ ନିକଟରେ ବିଦ୍ୟାଶ୍ରୀ ଫେସବୁକ୍ ଲାଇଭ୍ ଭିଡିଓ କରି ନିଦ ବଟିକା ଖାଇ ମୃତ୍ୟୁ ବରଣ କରିବାକୁ ବସିଥିଲେ । ଆଉ ଏହାପରେ ,ପୁଣି ଆଦିତ୍ୟଙ୍କ ମାଁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଥିବା ଆଦିତ୍ୟ୍ ଦାସଙ୍କ ମୃତ୍ୟୁ ମାମଲା , ଯାହା ଏବେ ବି ସଂମ୍ପୂର୍ଣ୍ଣ ଭବାରେ ରହସ୍ୟମୟ ହୋଇ ରହିଛି ।

ତେବେ ଏହାକୁ ନେଇ ଆଇନ୍ ତାର ତଦନ୍ତ ଜାରି ରଖିଛି ଏବଂ ପ୍ରତିଦିନ ଏହାକୁ ନେଇ କିଛି ନୂଆନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ମୃତ୍ୟୁକୁ ଏତେ ମାସ ହେଇଯାଇ ଥିଲେ ମଧ୍ୟ ଏହାର ପ୍ରକୃତ ଦୋଷୀ କିଏ ଜଣାପଡି ପାରୁନାହିଁ ।

ଆଦିତ୍ୟ ଜଣେ ବହୁ ଭଲ ମଣିଷ ଥିଲେ। ଏବଂ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ । ତାଙ୍କର ଗୋଟିଏ ବୃଦ୍ଧାଆଶ୍ରମ ରହିଛି, ଯଉଁଠି ସେ ଅନେକ ବୁଢାବୁଢ଼ୀ ମାନଂକୁ ଆଶ୍ରୟ ଦେଇଛନ୍ତି ଓ ସେମାଙ୍କର ସେବାଯତ୍ନ ମଧ୍ୟ କରନ୍ତି।ଆଦିତ୍ୟ ଚିନ୍ମୟୀଙ୍କୁ ବିବାହ କରିବେ ବୋଲି କଥା ଦେଇଥିଲେ ଏବଂ ତାଙ୍କୁ କିଛି ବର୍ଷ ଅପେକ୍ଷା କରିବାକୁ କହିଥିଲେ । କିନ୍ତୁ ପରେ ଆଦିତ୍ୟ ନିଜ କଥାକୁ ରଖି ନପାରି କେନ୍ଦ୍ରାପଡା ଠାରେ ବିଦ୍ୟାଶ୍ରୀଙ୍କୁ ବିବାହ କରିଥିଲେ ।

ଆଦିତ୍ୟଙ୍କର ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା ଏପର୍ଯ୍ୟନ୍ତ ଜଣା ପଡି ନାହିଁ। ଏମିତି ଅନେକ ତଥ୍ୟ ସାମ୍ନା କୁ ଆସିଛି। ଚିନ୍ମୟୀ ଙ୍କର ଧମକ ଦେଉ ଥିବା ଭିଡିଓ ମଧ୍ୟ ବହୁ ମାତ୍ରା ରେ ଭାଇରାଲ ହୋଇଥିଲା। ତେବେ କଣ ରହିଛି ଏହି ଘଟଣା ପଛରେ ଅସଲ ରହସ୍ୟ।

ତେବେ ଏବେ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହେବାରେ ଲାଗିଛି , ତେବେ ସେହି ଭିଡିଓ ରେ ଆଦିତ୍ୟ ମାନଂକୁ ଦେଖିବକୁ ମିଳିଛି । ତେବେ ଆଦିତ୍ୟ ଙ୍କ ମୃତ୍ୟୁ ଙ୍କୁ ନେଇ ଅନେକ ତଥ୍ୟ ସବୁ ଆଗକୁ ଆସି ଥିଲା। ତେବେ ଶୁଣିବାକୁ ମିଳି ଥିଲା କି ଆଦିତ୍ୟ ଙ୍କର ବାପା ଓ ମା ଙ୍କୁ ଡରେଇ ଧମକେଇ କି ରଖା ଯାଇଛି,କିନ୍ତୁ ଏହା ମିଛ କଥା ବୋଲି ତାଙ୍କ ମା ଭିଡିଓ ମାଧ୍ୟମ ରେ କହିଛନ୍ତି। ତେବେ ଜୁଲାଇ ୧୬ ରେ ଆଦିତ୍ୟ ଙ୍କର ମୁର୍ତ୍ୟୁ ପରେ ପୋଲିସ ନିଜ କାମ ରେ ଅନେକ ଭୁଲ କରି ଥିଲା ,

ଆଉ ଯାହା ପାଇଁ ଆଜି ଯାଏ ଆଦିତ୍ୟ ଙ୍କର ମୃତ୍ୟୁ ର ଆସାମୀ କିଏ ଜଣା ପଡି ପାରୁ ନାହିଁ, ତେବେ ଏବେ ୪ ଜଣା ସାକ୍ଷୀ ଧାରା ପଡିଛନ୍ତି। ତେବେ ତାଙ୍କ ମା ଙ୍କ କହିବା ଅନୁଯାୟୀ ସେହି ୪ ଜଣା ସାକ୍ଷୀ ଙ୍କର ପଲିଗ୍ରାଫି ଟେଷ୍ଟ ହେଉ ,ତା ପରେ ସମସ୍ତ ତଥ୍ୟ ଜଣା ପଡିବ ବୋଲି କହିଛନ୍ତି ଆଦିତ୍ୟ ଙ୍କ ମା । ତେବେ ସେ ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି କି ଆଦିତ୍ୟ ଙ୍କୁ ନ୍ୟାୟ ଦେବା ପାଇଁ ସମସ୍ତେ ଲଢ଼ନ୍ତୁ ।

ସମସ୍ତେ ହାତ ଧାରା ଧରି ହୋଇ ଆଗକୁ ଆଗେଇ ଆସନ୍ତୁ,ଆଉ ଆଦିତ୍ୟ ଙ୍କ ଆସାମୀ କୁ ଧରିବା ରେ ସାହାଯ୍ୟ କରୁନ୍ତୁ। ତେବେ ଏହା ତାଙ୍କର ମା ଙ୍କର ଅନୁରୋଧ ରହିଛି।ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।