Odisha News Portal

ଦେଖନ୍ତୁ ଭିଡିଓ କେମିତି 85 ବର୍ଷୀ ବୁଦ୍ଧା ମହିଳା ଙ୍କୁ ଗୋଇଁଠା ମାରି ମାଡ ମାରୁଛନ୍ତି ବୋହୁ ! ଦୟାକରି କମେଣ୍ଟ କରନ୍ତୁ ଏପରି ଅତ୍ୟାଚାରୀ ବୋହୁ ଙ୍କୁ କିପରି ଦଣ୍ଡ ମିଳିବା ଦରକାର ?

ଆଜିର ସମୟରେ ଯାଶୁ ବୋହୂ ମଧ୍ୟରେ କଳିଝଗଡା ହେବା ତ ସାମାନ୍ୟ କଥା ହୋଇଗଲାଣି । କୁହାଯାଏ କି କୌଣସି ଶାଶୁ ଏବମ ବୋହୂ ଏକା ସାଥିରେ ରହିପାରିବେ ନାହିଁ । କେତେକ ସମୟରେ ଏହି କଥା ଦେଖିବାକୁ ବା ଶୁଣିବାକୁ ମିଳିଥାଏ କି ଶାଶୁ ନିଜ ବୋହୂ ଉପରେ ମାରପିଟ କରୁଥିବାର । ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ମାମଲା ବିଷୟରେ କହିବୁ ଯେଉଁଥିରେ ଜଣେ ବୋହୂ ନିଜର ବୁଢୀ ଶାଶୁକୁ ଝାଡୁରେ ମାରୁଥିବାର ଦୃଶ୍ୟ । ଏହି ମାମଲାଟି ଉତ୍ତର ପ୍ରଦେଶର ଆଗ୍ରାର ତହସିଲ କ୍ଷେତ୍ର ବାଉପୁର ଗ୍ରାମର ଅଠେ ।

ଯେଉଁଠାରେ ଜଣେ 85 ବର୍ଷିୟ ବୃଦ୍ଧ ନିଜର 47 ବର୍ଷିୟ ବିବଧା ବୋହୂ ସହିତ ସାଥିରେ ରୁହନ୍ତି । ତାଙ୍କର ପୁଅ ଏବଂ ନାତିର ମୃତ୍ୟୁ ହୋଇଯାଇଛି । ତେବେ ଏହି ସମୟରେ ସେହି ବୃଦ୍ଧ ଉପରେ ଅତ୍ୟାଚାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେହି ଭିଡିଓରେ ଦେଖାଦେଇଛି କି ତାଙ୍କର ବିଧବା ବୋହୂ ତାଙ୍କୁ ଝାଡୁରେ ମାରୁଥିବାର ଦୃଶ୍ୟ ।

ବୋହୂର ମାଡ ଖାଇ ସେହି ବୃଦ୍ଧ ଶାଶୁ ଜଣକ କାନ୍ଦୁଥିବା ଏବଂ ଚିକ୍ତାର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ମାତ୍ର ସେଥିରେ ମଧ୍ୟ ବୋହୂର ହୃଦୟ ତରଳୁ ନାହିଁ ସେ ତାର ଶାଶୁକୁ ମାରିବାରେ ଲାଗିଛି । କେହି ଜଣେ ଏହି ଦୃଶ୍ୟ ହେଉଥିବା ସମୟରେ ତାହାକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛି ।

ତହିଁପରେ ଏହି ଭିଡିଓ ଭାଇରାଲ ହେବା ପରେ ଥାନା ପ୍ରହରୀ ବିନୋଦ କୁମାର ତାଙ୍କର ପୋଲିସ ଟିମକୁ ନେଇକରି ଆସିଲେ ଏବଂ ଶାସୁର ବୟାନ ଗ୍ରହଣ କଲେ ।

ସେହି ବୃଦ୍ଧା ଜଣକ ତାଙ୍କର ବୟାନରେ କହିଲେ କି ତାଙ୍କ ସହିତ ସେପରି କିଛି ମାରପିଟ ହୋଇନାହିଁ ବୋଲି । ସେ ତାର ବୋହୂ ପ୍ରତି କୋଣସି କେସ କରିବାକୁ ମଧ୍ୟ ମନା କରିଦେଲେ । ପୋଲିସ ଯେତେବେଲେ ସେହି ବୃଦ୍ଧ ଙ୍କ ଘରକୁ ଯାଇଥିଲେ ସେହି ସମୟରେ ତାଙ୍କର ବୋହୂ ଘରେ ନଥିଲେ । ତହିଁପରେ ପୋଲିସକୁ ଏହି ମାମଲାର ବିଷୟରେ ସଠିକ କଥା ଜଣାପଡିଲା । ସୂଚନା ଯୋଗ୍ୟ କି 85 ବର୍ଷର ବୃଦ୍ଧଙ୍କର ମାନସିକ ଅବସ୍ଥା ଠିକ ନାହିଁ ।

ସେ ଘରେ ନକହି ସେହିପରି ଗାଁକୁ ବୁଲିବାକୁ ପଳେଇ ଯାଆନ୍ତି । ଏଥିପାଇଁ ତାଙ୍କର ବିଧବା ବୋହୂ ଏହି କଥା ପ୍ରତି ରାଗି ଯାଇଥିଲେ । ତେବେ ଏହି ଥର ସେହି ବୃଦ୍ଧ ଜଣକ ଯେତେବେଳେ ବିନା ଘରେ କହି ଗାଁକୁ ବୁଲିବାକୁ ପଲେଇଥିଲେ ସେହି ସମୟରେ ତାର ବୋହୂ ଆଗରେ ପଡିବାରୁ ସେ ତାଙ୍କୁ ଝାଡୁରେ ମାରିଥିଲେ । ମାତ୍ର ଆପଣ ମାନେ ହିଁ କୁହନ୍ତି ପରିସ୍ଥିତି ଯେପରି ହେଲେ ମଧ୍ୟ ଏପରି ଜମେ ବୃଦ୍ଧ ବ୍ୟକ୍ତିକୁ ପିଟିବା କେବେବି ଠିକ ହୋଇନଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।