Odisha News Portal

ଦେଖନ୍ତୁ ଭିଡ଼ିଓ । ଦୁଇ ପ୍ରେମୀ ଯୁଗଳ ଜଙ୍ଗଲରେ ଏକୁଟିଆ କରୁଥିଲେ ରାସଲୀଳା । ଧରା ପଡିଗଲେ ଟୋକା ଙ୍କ ହାବୁଡ଼ରେ, ଆଉ ତା’ ପରେ….

ସତରେ ପ୍ରେମ ହେଉଛି ଶାସତ୍ବ , ଚିରନ୍ତନ, ଅମର । ପ୍ରେମର କୌଣସି ସଂଜ୍ଞା ନାହିଁ କିନ୍ତୁ ଆଜିର ପ୍ରେମ ଏବଂ ପୂରାତନ ପ୍ରେମ ମଧ୍ୟରେ ରହିଛି ଅନେକ ପାର୍ଥକ୍ୟ , ଅନେକ ଫରକ୍ । ପ୍ରେମ ଭଳି ଏକ ପବିତ୍ର ଶବ୍ଦ ଆଜିର ସମାଜରେ ତାର ସଂଜ୍ଞା ତାର ମହତ୍ବକୁ ହରାଇ ବସିଲାଣି । ଆମ ସମାଜରେ ପ୍ରତିଦିନ ପ୍ରେମକୁ ନେଇ ବହୁତ ନିନ୍ଦନୀୟ ଘଟଣା ତଥା ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସୁଛି । ତେବେ ପ୍ରକୃତରେ କହିବାକୁ ଗଲେ ଆଜି କାଲିର ପ୍ରେମ ହେଉଛି ପ୍ରେମ ନାଁର ଗୋଟିଏ ଗୋଟିଏ କଳଙ୍କ ପାଲଟି ଗଲାଣି ।

ଆଉ ଏସବୁରୁ ଫାଇଦା ଉଠାଉଛନ୍ତି କିଛି ଅସାମାଜିକ ଲୋକ ମାନେ ଯାହା କି ହେଉଛି ଅତ୍ୟନ୍ତ ବିଡମ୍ବନାର ବିଷୟ ଅଟେ । ତେବେ ସେହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଯେଉଁଥିରେ ଏକ ପ୍ରେମୀ ଯୁଗଳ କୁ ଜଙ୍ଗଲ ମଧ୍ୟରେ ନିଛାଟିଆ ଯାଗାରେ ଏକୁଟିଆ ବସି ଥିବାର ଦେଖିବାକୁ ମିଳିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ , ସେମାନଙ୍କୁ ଜଙ୍ଗଲ ମଧ୍ୟରେ ବସିଥିବାର ଦେଖି କିଛି ଯୁବକ ଆସି ସେମାନଙ୍କୁ ବହୁତ୍ କଥା ପଚାରିବା ସହିତ ହଇରାଣ ମଧ୍ୟ କରିଛନ୍ତି । ଏହାପରେ ସେମାନଙ୍କୁ ବହୁତ ହଇରାଣ ମଧ୍ୟ କରିଛନ୍ତି ଏବଂ ଝିଅଟି କାକୁତି ମିନତି ହୋଇ ସେମାନଙ୍କୁ ଗୁହାରୀ କରୁଛି ଛାଡ଼ି ଦେବାପାଇଁ । କିନ୍ତୁ ସେମାନେ ସେହିଭଳି ଭାବରେ ସେମାନଙ୍କୁ ପ୍ରଶ୍ନ କରି ଚାଲିଛନ୍ତି ଓ ହଇରାଣ ହରକତ କରୁଛନ୍ତି । ଏହି ପୁଅ ଝିଅ କାହିଁକି ଏଠାକୁ ଆସିଥିଲେ ଏବଂ ଏଠାରେ ନିଛାଟିଆ ସ୍ଥାନରେ କଣ କରୁଥିଲେ ଏହିଭଳି ଆଦି ପ୍ରଶ୍ନ ସେମାନେ ପଚାରିବାରେ ଲାଗିଛନ୍ତି ।

 

 

ତେବେ ଭିଡିଓରେ ଆହୁରି ଦେଖିବାକୁ ମିଳିଛି ଯେ ଝିଅ ଟି ବହୁତ୍ ଡରି ଯାଇ ସେମାନଙ୍କୁ ଅନୁରୋଧ କରୁଛି ଛାଡ଼ି ଦେବାପାଇଁ ଏବଂ କହୁଚି ଯେ ସେମାନେ କଲେଜ୍ କୁ ଆଡ଼ମିଶନ କାମରେ ଆସି ଥିଲେ । ଏହାଶୁଣି ଉକ୍ତ ଯବକ ମାନେ ଝିଅଟିର ବ୍ୟାଗେ ମଧ୍ୟ ଦେଖୁଛନ୍ତି ଏବଂ ଯଦି କଲେଜ୍ କାମରେ ସେମାନେ ଆସିଛନ୍ତି ତେବେ ଏହି ନିଛାଟିଆ ସ୍ଥାନରେ କଣ କରୁଥିଲେ ବୋଲି ପଚାରିଛନ୍ତି । ଯୁବକ ମାନେ ସେମାନଙ୍କୁ ଛାଡିବା ପରିବର୍ତ୍ତେ ସେମାନଙ୍କୁ ବହୁତ ଗୁଡିଏ ପ୍ରଶ୍ନ ପଚାରିବାରେ ଲାଗିଛନ୍ତି ଏବଂ ହଇରାଣ ହରକତ କରୁଛନ୍ତି ।

ଏହା ପରେ ଖରାପ୍ ଭାବରେ ସେମାନଙ୍କ ସହିତ ଭାଷାର ବ୍ୟବହାର ମଧ୍ୟ କରିଛନ୍ତି । ଏହି ପ୍ରେମୀ ଯୁଗଳ ଙ୍କ ଅନୁରୋଧ ରହିଛି ଯେ ସେମାନଙ୍କୁ ହଇରାଣ ନକରି ଛାଡ଼ି ଦିଆଯାଉ।କିନ୍ତୁ ଏମାନଙ୍କ କଥା ତିଳେ ହେଲେ ଶୁଣିବାକୁ ନାରାଜ ଉକ୍ତ ଅସାଧୁ ଯୁବକ ଗଣ ।

ସେହି ଅସାଧୁ ଯୁବକ ମାନେ ସେହି ପୁଅ ଝିଅଙ୍କ ର ମଜାକ ଉଡାଉଛନ୍ତି । ତେବେ ଏଠାରେ ଆମେ ଆପଣ ମାନଙ୍କୁ ଗୋଟିଏ କଥା କହି ରଖୁଛୁ କି ଏହି ପ୍ରେମୀ ଯୁଗଳ କଣ ପରସ୍ପରର ପ୍ରେମକୁ ଅନୁଭବ କରିବା ପାଇଁ ଏହି ଜଙ୍ଗଲ ମଝି କଣ ଉପଯୁକ୍ତ ସ୍ଥାନ ଥିଲା ? ପ୍ରେମ ପାଇଁ କାହିଁକି ଆଜିକାଲି ପ୍ରେମୀ ଯୁଗଳ ଏହି ଭଳି ନିଛାଟିଆ ସ୍ଥାନକୁ ବାଛୁଛନ୍ତି ?

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।