ଆଜି କାଲିର ଦୁନିଆ ତ ସୋସିଆଲ ମିଜିଆର ଯୁଗ ଏବେ ସମସ୍ତ କତା ଆମେ ମାନେ ସୋସିଆଲ ମିଡିଆରୁ ଜାଣିପାରୁ ତାହା ପୁଣି ଘରେ ବସିକରି । ଏହା ସହିତ ସଙ୍ଗେ ସଂଙ୍ଗେ କେଉଁଟି କଣ ହେଉଛି ତାର ଲାଇଭ ଭିଡିଓ ମଧ୍ୟ ଆମ ମାନେ ଦେଖିପାରୁ , ଏହା କେବଳ ସମ୍ଭବ ହୋଇଛି ଏହି ସୋସିଆଲ ମିଡିଆ କାରଣରୁ । ଏବେ ଆମ ଭାରତର ଡିଜିଟାଲ ଇଣ୍ଡିଆ ହୋଇଗଲାଣି । ତେବେ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ଘଟଣା ଆମ ମାନଙ୍କ ସାମ୍ନାକୁ ଆସିଥାଏ , ଯାହାକୁ ଆମେ ମାନେ କେବେ ହେଲେ ମଧ୍ୟ ବିଶ୍ୱାସ କରିପାରୁନଥାଉ ମାତ୍ର ସେହି ସମସ୍ତ କଥା ସତ୍ୟ ଅଟେ । ତେବେ ଆଜି ମଦ୍ୟ ଆମେ ଆପଣ ମାନଙ୍କୁ ସେମିତି ଏକ କଥା ବିଷୟରେ କହିବୁ ।
ଆମ ଭାରତରେ ତ ପ୍ରତ୍ୟେକ ବ୍ୟକ୍ତି ଧର୍ମାବଲମ୍ବୀ , ପ୍ରତ୍ୟେକ ସ୍ଥାନରେ , ମଠ , ମନ୍ଦିର ମାନ ରହିଛି ଏବଂ ଏଠାରେ ଲୋକମାନେ ବ୍ରାହ୍ମଣ ମାନେ ପୂଡା ପାଠ ମଦ୍ୟ କରିଥାନ୍ତି । ମାତ୍ର ଆପଣ ମାନେ କେବେ କୌଣସି ପଶୁକୁ ପୂଜା ପାଠ କରୁଥିବାର କୌଣସି ମନ୍ଦିରରେ ଦେକିଛନ୍ତି କି ।
କେବେ ଦେଖିନଥିବେ ମାତ୍ର ଭାରତର ଏମିତି ଏକ ସ୍ଥାନ ରହିଛି ୟେଉଁଟାରେ ବ୍ରାହ୍ମଣ କି ମନୁଷ୍ୟ ନୁହେଁ ବରଂ ଜଣେ ମାଙ୍କଡ ଭଗବାନଙ୍କର ପୂଜା କରିଥାଏ । ଏହି ପରି ଏକ ବିଚିତ୍ର ଘଟଣା ଟି ଦେଖିବାକୁ ମିଳିଛି ମିଳିଛି ଆଜମିର ର ବଜରଙ୍ଗଗଡ ମନ୍ଦିର ରେ। ତେବେ ସେଠାରେ ଏକ ରାମୁ ନାମକ ମାଙ୍କଡ ରହିଛି ଦେଖିବାକୁ ମିଳିଛି କି ମାଙ୍କଡ଼ ଟି ମନ୍ଦିର ରେ ପୂଜା କରି ଆସୁଛି ।
ଠିକ୍ ଗୋଟିଏ ବ୍ରାହ୍ମଣ ପରି ରାମୁ ଭଗବାନ ହନୁମାନ ଙ୍କ ପାଦ ଧୋଇ ଦେଇଥାଏ , ତିଳକ ଲଗାଇ ଥାଏ , ଘଣ୍ଟା ବଜାଇ ଥାଏ ଆଳତି କରି ଲୋକ ମାନଙ୍କୁ ନୃତ୍ୟ କରି ମଧ୍ୟ ଦେଖାଇ ଥାଏ । ହନୁମାନ ଙ୍କର ଏହି ମନ୍ଦିର ରେ ରାମୁ ୭ ବର୍ଷ ହେଲା ପୂଜା କରି ଆସୁଛି। ବର୍ତ୍ତମାନ ରାମୁ ସେହି ମନ୍ଦିରରେ ରକ୍ଷାକର୍ତ୍ତା ଭାବରେ ସେଠାରେ ନିୟୋଜିତ ହୋଇ ରହିଛି।ତେବେ ଦେଖା ଯାଇଛି ଯେ ରାମୁ ଅନ୍ୟ ମାଙ୍କଡ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।
ରାମୁ ସେହି ମନ୍ଦିରରେ ରହିଥାଏ ଆଉ ସେଠାରେ ଖାଇପିଇ ବିଶ୍ରାମ ମଧ୍ୟ କରିଥାଏ। ରାମୁ ସେଠାରେ ଥିବା ଓଁକାର ସିଂହ ଙ୍କୁ ମଧ୍ୟ ବହୁତ୍ ଭଲ ପାଏ , କେବଳ ଏତିକି ନୁହେଁ ସେ ଲୋକ ଙ୍କର ହଜି ଯାଇ ଥିବା ଜିନିଷ ମଧ୍ୟ ଖୋଜି ଆଣି ଦେଇ ଥାଏ।।ଏହା ସହିତ ସେ ନୀତି ଦିନ ହନୁମାନ ଙ୍କ ପୂଜା କରି ଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।