Odisha News Portal

ଦେଖନ୍ତୁ ଭିଡିଓ ! ବିଷଧର ନାଗସାପ କିପରି କାଳ ହୋଇ ବସି ରହିଛି ଦ୍ବାର ମୁହଁରେ , ସଂମ୍ପୂର୍ଣ୍ଣ ଭିଡିଓ ଦେଖିଲେ ହୋଇଯିବେ ଆଶ୍ୟର୍ଯ୍ୟ……

ସାଧାରଣତଃ ଆମେ ସାପ ନାଁ ଶୁଣିଲେ ଭୟ କରିଥାଏ । ଆଉ କେହି କେହି ଏହାକୁ ଦେଖି ଭୟରେ ବେହୋସ୍ ମଧ୍ୟ ହୋଇ ଯାଇଥାନ୍ତି । ତେବେ ଆମ ପୃଥିବୀରେ ବିଭିନ୍ନ ପ୍ରଜାତି ତଥା ବିଭିନ୍ନ କିସମର ସାପ ଦେଖିବାକୁ ମିଳିଥାଏ । ଆଉ ବିଶେଷ ଭାବରେ ଦେଖିବାକୁ ଅଧିକ ବିଷଧର ସାପ ମାନେ ଗାଁ ଗଣ୍ଡାରେ ଦେଖିବାକୁ ମିଳିଥାନ୍ତି ଏବଂ ବହୁ ସମୟରେ ସେମାନେ ଲୋକଙ୍କ ଘରେ ମଧ୍ୟ ପଶି ଯାଇଥାନ୍ତି । ଆଉ ଲୋକମାନଙ୍କୁ ଭୟଭୀତ କରିଥାନ୍ତି ଏବଂ ବହୁ ସମୟରେ ସେମାନେ ଲୋକଙ୍କୁ ଚୋଟ ମଧ୍ୟ ମାରି ଦେଇଥାନ୍ତି , ଏଥି ପାଇଂ କାହାର ଜୀବନ ମଧ୍ୟ ଚାଲି ଯାଇଥାଏ ।

ଆପଣ ମଧ୍ୟ ବିଭିନ୍ନ ପ୍ରକାର ସାପ ବିଷୟରେ ଜାଣିଥିବେ କିନ୍ତୁ କହିବାକୁ ଗଲେ ଆଜି ବି ଆମର ସମସ୍ତ ସାପ ବିଷୟରେ ଜ୍ଞାନ ରହିନାହିଁ । ଅନେକ ସାପ ରହିଥିଲେ ମଧ୍ୟ ଅଜଗର, ଅହିରାଜ୍, ନାଗ ଭଳି ସାପ ମାନେ ଏଧିକ ବିଶାକ୍ତ ହୋଇଥାନ୍ତି । ଆଉ ସବୁଠାରୁ ଅଧିକ ବିଷଧର ସାଫ ହେଉଛି ନାଗ ସାପ , ଯାହା ବହୁ ପରିମାଣରେ ଗାଁଗହଳିରେ ହିଁ ଦୃଶ୍ୟମାନ ହୋଇଥାଏ

 

ଆପଣଙ୍କ ସୂଚନା ପାଇଁ କହି ରଖୁଛୁ କି ଏହି ବିଶାକ୍ତ ସାପ ମାନଙ୍କର ରକ୍ତ ମଧ୍ୟ କିଛି ଦେଶର ଲୋକମାନେ ଚା ରୂପରେ ପିଇଥାନ୍ତି । ଏମିତିରେ ଆପଣ ମାନେ ସମସ୍ତେ ସୋସିଆଲ ମିଡିଆ ସହ ନିଶ୍ଚିତ ଭାବରେ ଜଡିତ ଥିବେ , ତେବେ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଜୀବଜନ୍ତୁଙ୍କର ଭିଡିଓ ଭାଇରାଲ ହେଉଛି ।

କେତେବେଳେ ଶିକାର ପାଇଁ ବାଘ ପାହାଡ ଉପରୁ ତଳକୁ ଲମ୍ଫ ମାରୁଛି ତ ପୁଣି କେତେବେଳେ ସାପ ନେଉଳର ଲଢେଇ ରାଜରାସ୍ତା ଉପରେ ଚାଲିଛି । କିନ୍ତୁ ବିଷଧର ସାପ ସହିତ ମଣିଷର ଯେଉଁ ଭିଡିଓ ରହିଥାଏ ତାକୁ ଦେଖିଲେ ଆପଣ ମଣିଷର ସାହସିକତାକୁ ଭଲଭାବରେ ବୁଝି୍ ପାରିବେ ।

ସାପକୁ ସମସ୍ତେ ଡରିଥାନ୍ତି କାହିଁକି ନାଁ ସେଥିରେ ଜୀବନ ଯିବାର ବହୁ ଆଶଙ୍କା ରହିଥାଏ । କିନ୍ତୁ ସାପ ଯେତେ ବିଷଧର ହେଲେ ମଧ୍ୟ ଏହା ଭଗବାନଙ୍କର ଏକ ସ୍ବତନ୍ତ୍ର ସୃଷ୍ଟି ଅଟେ ଏବଂ ସାପ ବିଷୟରେ ଅନେକ କଥାଗାଧା ପୁରାଣରେ ମଧ୍ୟ ରହିଛି ।

ଆଜି ଆମେ ସେହିପରି ଗୋଟିଏ ଭିଡିଓ ବିଷୟରେ ଏହି ଲେଖା ମାଧ୍ୟମରେ ଆପଣମାନଙ୍କୁ ଜଣାଇବୁ ଯାହା ଜାଣିବା ପରେ ଆପଣ ପୂରା ଅବାକ୍ ହୋଇଯିବେ । ତେବେ ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଗୋଟିଏ ବିଷଧର ନାଗସାପକୁ ଜଣେ ସାପଧରାଳି ଧରୁଛନ୍ତି । ଘଟଣାଟି ହେଉଛି ଜନପୁର ସହରର ବୋବରାଖାଁ ଅଞ୍ଚଳର ।

ସେଠାରେ ଏକ ଘର ଭିତରକୁ ଖାଦ୍ୟ ସନ୍ଧାନରେ ସାପଟି ପଶି ଆସିଥିଲା ଏବଂ ଗୋଟିଏ ବେଙ୍ଗକୁ ଖାଇଥିବାର ତାର ଶରୀରରୁ ଜଣାପଡୁଛି କିନ୍ତୁ ସାପଟି ବାହାରକୁ ନବାହିରପାରି ଘର ଭିତରେ ରହିଯାଇଛି । ଏହାପରେ ସ୍ନେକ ହେଲ୍ପଲାଇନ୍ କୁ କଲ୍ କରିବା ପରେ ଜଣେ ଏକ୍ସପାର୍ଟ ଆସି ସାପକୁ କୌଶଳ କ୍ରମେ ତାକୁ ଆଘାତ ନଦେଇ ଧରିଥିଲେ । ଶେଷରେ ସେ ସାପଟିକୁ ଏକ ବଡ ଡବାରେ ପୂରାଇ ସେଥିରେ କିଛି କଣା କରି ସାପଟିକୁ ସେଠାରୁ ନେଇଯାଇଥିଲେ ।