Odisha News Portal

ମୋଦୀ ସରକାରଙ୍କ ବଡ ନିଷ୍ପତି ! ଡିସେମ୍ବର 1 ରେ ସମସ୍ତ ଚାଷୀ ଙ୍କୁ ମିଳିବ 2000 ହଜାର ଟଙ୍କା , ଜାଣନ୍ତୁ କେମିତି ପାଇବେ !

0 3

ଏବେ ଏବେ ବହୁତ ବଡ ଆପଡେଟ ଆସିଛି , ତେବେ ଗୁଗୁଲରେ ତ ଏବେ ସମସ୍ତ ପ୍ରକାର ଅପଡେଟ ଆସିଯାଇଛି । ତେବେ ଏହି ଅପଡେଟ କଣ ରହିଛି ତାହା ଆମେ ଆପଣ ମାନଙ୍କୁ କହିବୁ । ତେବେ ସେହି ଅପ଼ଡେଟରୁ ଏବିପି ନ୍ୟୁଜ କହିଛି କି ଡିସେମ୍ବର 1 ପାଖରୁ କୃଷକ ମାନଙ୍କ ଖାତାକୁ ଆସିବ ପଇସା । ତେବେ ଏହିପରି ଭାବରେ ଆପଣ ମାନେ ନିଜର ନାମ ଲିଷ୍ଟରେ ଚେକ କରନ୍ତୁ କି ଆପଣଙ୍କର ଖାତାକୁ ପଇସା ଆସିଛି ନା ନାହିଁ । ସେହିପରି ନ୍ୟୁଜ 18 ମଧ୍ୟ କହିଛନ୍ତି କି 1 ଡିସେମ୍ବର ପାଖରୁ ଖାତାକୁ ପଇସା ଟ୍ରନଫର କରିବେ ସରକାର । ତେବେ ଏହିପରି ଭାବରେ ଖାତାରେ ନିଡର ନାମ ଚେକ କରନ୍ତୁ ।

ସେହିପରି ନବ ଭାରତ ଟାଇମ ମଧ୍ୟ ଅପ଼େଟ ଦେଇଛନ୍ତି କି ପିଏମ ଯୋଜନାରେ 1 ଡିସେମ୍ବରରେ କୃଷକ ମାନଙ୍କ ଖାତାକୁ ଟଙ୍କା ଆସିବ । ଏହା ସହିତ ଏହିପରି ଭାବରେ ନିଜର ନାମ ଖାତାରେ ଚେକ କରନ୍ତୁ କି ଆପଣଙ୍କର ଖାତାରେ ନାମ ଅଛି ନା ନାହିଁ । ତେବେ ଏତେ ସମସ୍ତ ଅପଡେଟରୁ ଆପଣ ମାନେ ନିଶ୍ଚିତ ହେଲେ କି ଡିସେମ୍ବର 1 ରୁ କୃଷକ ମାନଙ୍କୁ ଖାତାକୁ ଆସିବ ଟଙ୍କା ।

ତେବେ ଯଦି ଆପଣ ମାନେ ଭାବୁଥିବେ କି ପଇସା କାହାକୁ ମିଳିବ ତେବେ ଆପଣ ମାନେ ଚାହିଁଲେ Pmkisan.gov.in ଯାଇ କରି ଚେକ କରିପାରିବେ । ତେବେ ଆପଣ ମାନେ ସେହି ୱେବ ସାଇଟକୁ ଯିବା ପରେ ଆପଣଙ୍କୁ ତାହାର ବାମ ପାଖରେ ମିଳିବ ବେନିଫିକାରି ଲିଷ୍ଟ । ତାହା ପରେ ସେହିଠାରେ ଯେଉଁ ମାନଙ୍କର ନାମ ରହିଛି ସେମାନଙ୍କୁ ସେହି ଟଙ୍କା ମିଳିବା ପାଇଁ ଯାଉଛି ।

ଏହା ପରେ ସେହି ଲିଷ୍ଟରେ ପ୍ରଥମେ ଆପଣ ମାନଙ୍କୁ ଷ୍ଟେଟ ଦେଖାଯିବ , ଯେହେତୁ ଆପଣ ମାନେ ଓଡିଶାରେ ରହୁଛନ୍ତି ତେବେ ଆପଣ ମାନେ ସେହିଠାରେ ରାଜ୍ୟ ଓଡିଶା ଦେବେ । ତାହା ପରେ ଜିଲ୍ଲାର ନାମ ରହିଛି ତେବେ ଆପମ ମାନେ ଯେଉଁ ଜିଲ୍ଲାର ଲୋକ ହୋଇଥିବେ ସେହି ଜିଲ୍ଲାର ନାମ ଲେଖିବେ । ଏହା ପରେ ଉପ ଜିଲ୍ଲା ସିଲେକ୍ଟ କରିବେ ଯାହା ରହିଥିବ . ତାହା ପରେ ଆପଣ ମାନେ ନିଜର ବ୍ଲକ ନାମ ଦେବେ , ଆପଣ ମାନେ ଯେଉଁ ବ୍ଲକ ରହୁଥିବେ ତାହାର ନାମ ଦେବେ ।

ଏହା ପରେ ଆପଣ ମାନେ ନିଜର ଗ୍ରାମର ନାମ ଦେବେ । ଯେଉଁ ଗ୍ରାମରେ ଆପଣ ମାନେ ବାସିନ୍ଦ ଅଟନ୍ତି । ଏହା ପରେ ଆପଣ ମାନେ ସେହିଠାରେ ଗେଟ ରିର୍ପୋଟରେ କ୍ଲିକ କରିବେ । ତାହା ପରେ ଆପଣଙ୍କର ଲିଷ୍ଟ ବାହାରିପଡିବ ଏବଂ ସେହି ଲିଷ୍ଟରେ ଯାହାର ନାମ ଥିବ ସେମାନଙ୍କୁ ମିଳିବ ପ୍ରଦାନ ମନ୍ତ୍ରୀ ଶ୍ରମନିଧି ଯୋଜନାର ମିଳିବ 2000 ଟଙ୍କା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।