“ଦମନ” ର ରିଅଲ ହିରୋ ଡାକ୍ତର ଓମ କୁମାରଙ୍କ ସ୍ତ୍ରୀ କଣ କହିଲେ.. ଦେଖନ୍ତୁ ଭିଡ଼ିଓ

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗୁଛି ଏଭଳି ଏକ ଭିଡିଓ ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବାବୁସାନ ଙ୍କର ଏକ ନୂଆ ଫ୍ଲିମ ଆଜି ହଲ ରେ ପଡିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି ଏହି କାହାଣୀ ଟି ଏକ ଡାକ୍ତର ଓମ କୁମାର ଙ୍କର ସଂଘର୍ଷ କାହାଣୀ କୁ ନେଇକି ବର୍ତ୍ତମାନ ଭାଇରାଲ ହେବାକୁ ଯାଉଛି ଏକ ଫ୍ଲିମ | ଆଉ ଯେଉଁଥିରେ ବାବୁସାନ ମୁଖ୍ୟ ଭୂମିକା ରେ ଅଭିନୟ କରିଛନ୍ତି | ଆଉ ବର୍ତ୍ତମାନ ଓମ କୁମାର ଙ୍କର ସ୍ତ୍ରୀ ସ୍ୱାମୀ ଙ୍କର ଏହି ଫ୍ଲିମ କୁ ନେଇକି ବହୁତ ଖୁସି ଥିବା କଥା କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ବର୍ତମାନ ବାବୁସାନ ଙ୍କର ଏକ ନୂଆ ଫ୍ଲିମ ଭାଇରାଲ ହେବାକୁ ଲାଗିଛି ଯାହାର ନାଁ ହେଉଛି “ଦମନ ” | ଆଉ ଏହି ଫ୍ଲିମ ଟି ରେ ହିରୋଇନ ନାହାନ୍ତି ଆଉ ଯାହା ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କର ଦୁଃଖ ଭରା କାହାଣୀ କଥା କୁହାଯାଇଛି | ଆଉ ଯେଉଁଠି ଏକ ଡାକ୍ତର ଙ୍କର ସଂଘର୍ଷ ମୟ କାହାଣୀ କଥା କୁ ପ୍ରକାଶ କରିକି କହିଛନ୍ତି | ତେବେ ଏହି ଫ୍ଲିମ ଟି ରେ ରିଏଲ ହିରୋ ଅର୍ଥାତ ଡାକ୍ତର ଓମ କୁମାର ଙ୍କ ର କୋରାପୁଟ ଭଳି ଅଞ୍ଚଳରେ କେଉଁ ଭଳି ଭାବରେ କଷ୍ଟ କରିକି ଲୋକ ମାନଙ୍କର ସେବା କରିଥିଲେ ତାହା ବିଷୟରେ ଫ୍ଲିମ ଟି ପ୍ରକାଶିତ ହୋଇଛି |

ଆଉ ସ୍ୱାମୀ ଡାକ୍ତର ଓମ କୁମାର ଙ୍କର ସ୍ତ୍ରୀ ତାଙ୍କର ସ୍ୱାମୀ ଙ୍କର ଏହି ଭଳି ଲୋକ ମାନଙ୍କର ସାହାଯ୍ୟ କୁ ନେଇକି ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି | ତାହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି କି ସେ ଯେତେବେଳେ ତାଙ୍କର ସ୍ୱାମୀ ଙ୍କ ପାଖକୁ ଫୋନ କରିଥାନ୍ତି ସେତେବେଳେ ଲାଗୁ ନ ଥାଏ, ଆଉ ଲୋକ ଙ୍କ ପାଇଁ ସେ ତାଙ୍କ ସହିତ ସମୟ ବିତାଇବାକୁ ପାଉ ନ ଥିଲେ | କିନ୍ତୁ ତାଙ୍କର ଏହି ସଂଘର୍ଷ ଆଜି ତାଙ୍କୁ ଏତେ ବଡ଼ ସଫଳତାରେ ପକାଇଛି |

ଆଉ ଡାକ୍ତର ଓମ କହିଛନ୍ତି କି ସେ ବିବାହ ପୂର୍ବରୁ ତାଙ୍କର ମା ଙ୍କର ଆଉ ବିବାହ ପରେ ତାଙ୍କର ସ୍ତ୍ରୀ ଙ୍କ ଯୋଗୁ ଆଜି ସେ ଏତେ ଉପରକୁ ପହଞ୍ଚି ପାରିଛନ୍ତି | ଆଉ ଉପାନ୍ତ ଅଞ୍ଚଳରେ ଲୋକ ଙ୍କ ସହିତ ମାଅବାଦୀ ଙ୍କର ମଧ୍ୟ ଚିକିତ୍ସା ମଧ୍ୟ ସେ କରୁଥିଲେ କାରଣ ସେ ତାଙ୍କର ଧର୍ମ ଲିଭାଉଥିଲେ ବୋଲି କହିଛନ୍ତି | ଆଉ ଯାହା କରିକି ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି |ତେବେ ବର୍ତ୍ତମାନ ସେ ଟିଟିଲାଗଡ଼ ସବଡ଼ିଭିଜନ ରେ ମୁଖ୍ୟ ଚିକିତ୍ସା ଅଧିକାରୀ ଅଛନ୍ତି ବୋଲି କହିଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment