ଡାକ୍ତର ବି ଆଶ୍ଚର୍ଯ୍ୟ, ଏଥିରୁ କେବଳ ୨ ଚାମଚ ଲଗାନ୍ତୁ, ଧଳା ବାଳ ଗୋଟିଗୋଟି କରି କଳା ହୋଇଯିବ | White Hair to Black

ବନ୍ଧୁମାନେ ନାରୀର ସୁନ୍ଦର କେଶ ଓ ପୁରୁଷର ସୁନ୍ଦର ନିଶ ହିଁ ତାଙ୍କ ସୌନ୍ଦର୍ଯ୍ୟ କୁ ବଡେଇ ଥାଏ ।ତେବେ ଆଜିର ଦୁନିଆରେ କିଏ ବା ସୁନ୍ଦର ନଦେଖା ଯିବାକୁ ଚାହାନ୍ତି ସେଥିପାଇଁ ତ ବହୁତ ସମୟ କେବଳ ତାଙ୍କ ସୌନ୍ଦର୍ଯ୍ୟ ପାଇଁ ଦେଇ ଥାଆନ୍ତି ।ତେବେ ଆଗରୁ ସମସ୍ତଙ୍କ ଚୁଟି ଘନ କଳା ଓ ମଜବୁତ ଥିଲା କିନ୍ତୁ ସମୟ ବିତିବ ଅନୁସାରେ ଆମେ ଆଧୁନିକ ଯୁଗରେ ଆଜି ଛିଡା ହେଇଚୁ କିନ୍ତୁ ଆଜି ଆମ କାହା ପାଖରେ ସମୟ ନାହିଁ ।ବ୍ୟସ୍ତ ଜୀବନ, ଅନିୟମିତତା ଖାଦ୍ୟ ଖାଇବା,ଷ୍ଟ୍ରେସ, ଚିନ୍ତା,ନିଦ ନହେବା ପାଇଁ ଆଜିର ଲୋକ ମାନଙ୍କ ର କେଶ ଝଡ଼ିବା ଅଳ୍ପ ବୟସରୁ ଚୁଟି ପାଚିଯିବା ପରି ସମସ୍ୟା ମାନ ଦେଖା ଯାଉଚି ।

ଆଉ ଥରେ ଚୁଟିରେ ଧଳା ହେବା ଆରମ୍ଭ ହେଲେ ତାହାକୁ ରୋକିବା ଭାରି କଷ୍ଟ, ତେବେ ଆପଣ ବଜାରରୁ ବହୁତ ଜିନିଷ ଆଣି ଚୁଟି କଳା କରିବା ପାଇଁ ବ୍ୟବହାର କରନ୍ତି କିନ୍ତୁ ସେସବୁର ସାଇଡ ଇଫେକ୍ଟ ବି ରହିଥାଏ ।ତେଣୁ ସେଥିପାଇଁ ଆପଣଙ୍କ ସମସ୍ତ ଚିନ୍ତା ଦୂର କରିବା ପାଇଁ ଆପଣଙ୍କ ପାଇଁ ଏକ ଘରୋଇ ଉପାୟ ନେଇ ଆସିଛୁ ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ଆବଶ୍ୟକ ସାମଗ୍ରୀ:-

-ପାଣି
-ଚାହାପତି
-କଫି

ପ୍ରସ୍ତୁତି ପ୍ରଣାଳୀ:-

-ଏହି ଉପଚାର ପାଇଁ ଆପଣ ପ୍ରଥମେ ଗୋଟିଏ ପାତ୍ରରେ ଦେଡ଼ ଗ୍ଲାସ ପାଣି ଗରମ କରନ୍ତୁ ଆଉ ତାପରେ ସେଥିରେ ନି ଚୁଟି ଅନୁସାରେ ଆବଶ୍ୟକ ଚାହାପତି ପକାଆନ୍ତୁ ।ତେବେ ଆମେ ଥରେ 3ରୁ 4 ଚାମୁଚ ଚାହା ପତି ପକଉଛୁ ତାପରେ ଚାହାପତି ଫୁଟିବା ଆରମ୍ଭ କଲେ ଗ୍ୟାସ ର ଫ୍ଲେମ କମେଇ ଦିଅନ୍ତୁ ।କମ ଆଞ୍ଚରେ 15 ରୁ 20 ମିନିଟ ଯାଏ ତାହାକୁ ଫୁଟାନ୍ତୁ କିନ୍ତୁ ଚାହାପତି ଯେମିତି ପାଖରେ ନଲାଗିବ ସେଥିପାଇଁ ଚାମୁଚରେ ଗୋଳାନ୍ତୁ ।ତାପରେ ଫୁଟି ଗଲା ପରେ ସେହି ପାଣିକୁ ଛାଣି ନିଅନ୍ତୁ ବଳକା ଚାହାପତି କିଛି ଗଛମୂଳେ ପକେଇ ଦିଅନ୍ତୁ।

-ଏବେ ଆପଣ କଫି ନିଅନ୍ତୁ ତେବେ ଏହା ବି ଚୁଟି କଳା କରିବାରେ ଖୁବ ସହାୟକ ଅଟେ କିନ୍ତୁନିଜ ଚୁଟି ଅନୁସାରେ କଫି ନିଅନ୍ତୁ ।ଆମେ 3ରୁ 4 ଚାମୁଚ କଫି ନେଇ ସେହି ଚାହା ପାଣିରେ ପକେଇଛୁ ତାପରେ ଆପଣ ଏଲୋଭେରା ପତ୍ରର ଜେଲ ବାହାର କରି 2ରୁ 3 ଚାମୁଚ ସେହି ଚାହା ପାଣିରେ ମିଶାନ୍ତୁ ।

-ତାପରେ ଆପଣ 4 ରୁ 5 ଚାମୁଚ କଲା ଜିରା କୁ ଗୁଣ୍ଡ କରି 4 ରୁ 5 ଚାମୁଚ ସେହି ମିଶ୍ରଣ ରେ ମିଶାନ୍ତୁ ତାପରେ ତାହାକୁ 3ରୁ 4 ଘଂଟା ଯାଏ ସେମିତି ତାକୁ ରଖି ଦିଅନ୍ତୁ ।ତେବେ ଆପଣ ଏଥିରେ ଚାହିଁଲେ ମେହେନ୍ଦୀ ବି ବ୍ୟବହାର କରି ପାରିବେ ।

ବ୍ୟବହାର:-

-ତେବେ ପ୍ରଥମେ ନିଜ ମୁଣ୍ଡ ସଫା କରି ନେବେ ତାପରେ ମୁଣ୍ଡରେ ଭଲ କରି ଏହି ମିଶ୍ରଣ କୁ ଲଗାନ୍ତୁ ଆଉ 4 ରୁ 5 ଘଂଟା ଯାଏ ମୁଣ୍ଡ ସେମିତି ରଖି ଦେବେ ।ତାପରେନର୍ମାଲ ପାଣିରେ ନିଜ ମୁଣ୍ଡ ଧୋଇ ଦିଅନ୍ତୁ ଏମିତି 20 25 ଥର କଲା ପରେ ଦେଖିବେ ଆପଣଙ୍କ ର ଧଳା ଚୁଟି କଳା ହେବାକୁ ଲାଗିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment