Odisha News Portal

ଦେଖନ୍ତୁ Live ଭିଡିଓ – “ଦୁର୍ଗା” ସିରିଏଲ ର ସ୍ତୁତି ଭିଡିଓ କରି କହିଲେ ଏଭଳି କଥା ଯାହା ପୁରା ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି

ଆପଣ ମାନେ ତା ଜାଣିଥିବେ କି ଲକଡାଉନ ତଥା କରନା ଭୁତାଣୁ ର ପ୍ରକପ ରୁ ବଞ୍ଚିତ ରହିବା ପାଇଁ ଦେଶ ଓ ରାଜ୍ୟର ସମସ୍ତ କାର୍ଯ୍ୟକଳାପ ସ୍ଥଗିତ ରହିଥିଲା ।ଏମିତି କି ସମସ୍ତ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ଫିଲ୍ମ ସୁଟିଂ ମଧ୍ୟ ବନ୍ଦ ରହିଥିଲା ।ତେବେ ବର୍ତ୍ତମାନ ଭାରତ ସରକାର ଙ୍କର କରନା ଭକ୍ସିନ ଲୋକମାନ ଙ୍କ ପାଇଁ ଉପଯୋଗୀ ହେବା ପରେ ପୁଣି ସମସ୍ତ କାର୍ଯ୍ୟାନୁଷ୍ଠାନ ତାର ପୂର୍ବ ସ୍ଥିତି କୁ ଫେରିଆସିଛ। ତେବେ ବର୍ତ୍ତମାନ ସମସ୍ତ କଳାକାର ମାନେ ମଧ୍ୟ ନିଜର ସୁଟିଂ ଆରମ୍ଭ କରି ଶେଷ କରିବାକୁ ଲାଗିଲେଣି ।

ତେବେ ଏହି ସମୟରେ କେବଳ ସୋସିଆଲ ମିଡ଼ିଆ ହିଁ ଏକ ମାତ୍ର ପ୍ଲାଟଫାର୍ମ ଯାହା ସାହାଯ୍ୟ ରେ ଆମେ ସବୁ ଫିଲ୍ମ ଓ ସିରିଏଲ ର କଳାକାର ମାନଙ୍କ ବିଷୟରେ ଜାଣିପାରି ଥାଉ ।ତେବେ ନିକଟରେ ଓଡ଼ିଆ ସିରିଏଲ ଜଗତର ପ୍ରମୁଖ ଧାରାବାହିକ “ଦୁର୍ଗା” ସିରିଏଲ ର ସ୍ତୁତି ବା ହିତେଇସା ବାଗ ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି। ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ଙ୍କୁ ଜଣେଇବୁ ଯେ ସେ ଏହି ଭିଡ଼ିଓ ରେ ଲୋକମାନଙ୍କୁ ସେ କଣ ସବୁ କହିବାକୁ ଯାଉଛନ୍ତି ।

ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ କି ବର୍ତ୍ତମାନ ତରଙ୍ଗ ଟିଭି ଚେନାଲ ରେ ଚାଲିଥିବା ଧାରାବାହିକ ମଧ୍ୟରୁ ଦୁର୍ଗା ସିରିଏଲ ଟି ସବୁଠାରୁ ପୁରୁଣା ଏବଂ ଲୋକ ପ୍ରୟ ଧାରାବାହିକ ଅଟେ ।ତେବେ ଏଥିରେ ଅଭିନୟ କରିଥିବା ସମସ୍ତ କଳାକାର ମଧ୍ୟ ଓଡ଼ିଶା ଲୋକବାସୀ ଙ୍କର ପ୍ରିୟ ଅଟନ୍ତି। ତେବେ ନିକଟରେ ଏହି ସିରିଏଲ ର ସ୍ତୁତି ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ।ଯାହାକୁ ଦେଖିଲେ ଆପଣ ହସି ହସି ପାଗଳ ହୋଇଯିବେ।

ତେବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଭିଡ଼ିଓ ଟିରେ ଜଣାଯାଇଛି ଯେ ସ୍ତୁତି କିଛି ସମୟ ପାଇଁ ନିଜ ଫେସବୁକ ଏବଂ ଇଂସ୍ଟଗ୍ରାମ ରେ ଲାଇଫ ଭିଡ଼ିଓ କରୁଥିଲେ ଏବଂ ଲୋକ ମାନଙ୍କ ସହ ପ୍ରତ୍ୟକ୍ଷ ଭାବରେ କଥା ହେବାକୁ ଚାହୁଁଥିଲେ ।ତେବେ ସେ ଲାଇଫ କରିଥିବା ସମୟରେ ଲୋକ ମାନଙ୍କ ର କମେଣ୍ଟ ପଢୁଥୁଲେ ଆଉ ବହୁତ ମସ୍ତି ମଜାକ କରୁଥିବାର ଲୋକ ଙ୍କ ସମ୍ମୁଖକୁ ଆସିଥିଲେ। ତେବେ ଏହି ଭିଡ଼ିଓ ଟି ସେ ନିଜେ ରେକର୍ଡ କରି ତାଙ୍କର ପ୍ରେସନାଲ ସୋସିଆଲ ମିଡିଆ ଆକାଉଣ୍ଟ ରେ ପ୍ରସଂଶକ ମାନଙ୍କ ପାଇଁ ସେୟାର କରିଥିଲେ।

ଏବଂ ଭିଡ଼ିଓ ଟି ସେୟାର କରିବା ସମୟରେ ସେ ତାଙ୍କର ଏକ ନୂଆ ଆଲବମ ବିଷୟରେ ମଧ୍ୟ ଲୋକଙ୍କୁ ଜଣେଇଛନ୍ତି। ଯାହାର ନାମ ରହିଛି କୁଞ୍ଜନ ।ତେବେ ତାଙ୍କର ଏହି ଆଲବମ ଗୀତ ଟି ଆସନ୍ତା କାଲି ଆସିବାକୁ ଯାଉଛି ଯାହାକି ସେ ଯତୀ ଙ୍କ ଜନ୍ମ ଦିନର ଗୀଫ୍ଟ ଭାବରେ ଯତୀ ଙ୍କୁ ଦେବାକୁ ଯାଉଛନ୍ତି। ସେ ତାଙ୍କର ପ୍ରସଂଶକ ଙ୍କୁ କହିଛନ୍ତି ଯେ କାଲି ନିଶ୍ଚିତ ଭାବରେ ତାଙ୍କର ଆଲବମ ଙ୍କୁ ଦେଖନ୍ତୁ ଏବଂ ଉପଭୋଗ କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।