ଡାଏବେଟିସ୍‌ ରୋଗୀ କେଉଁ ଫଳ ଖାଇପାରିବେ ଏବଂ କେଉଁ ଫଳ ଖାଇବେ ନାହିଁ । Dr. Sangeeta Gomes

ଆଜିକାଲି ଦୁନିଆରେ ରୋଗ କାହାକୁ ବା ନଥାଏ ଆମେ ଏବେ ଯୋଉ ଖାଦ୍ୟ ଖାଉଛୁ ସେଥିରେ କେତିକି ପ୍ରୋଟିନ ଓ ନ୍ୟୁଟ୍ରିସନ ଥାଏ ସେଥିପ୍ରତି ଆମର କେବେ ନଜର ରହିଥାଏ ଆମେ ଆମ ମନଇଚ୍ଛା ମୁତାବକ ଖାଦ୍ୟ ଖାଇଥାଉ ।ତେବେ ଆମେ ଖାଦ୍ୟ ଖାଇବା ଅନୁଯାୟୀ ସେତିକି ଶାରୀରିକ ପରିଶ୍ରମ କରି ନଥାଉ ଆଉ ଯାହା ଫଳରେ ଆମ ଶରୀରରେ ଅନକେ ପ୍ରକାରର ରୋଗ ସୃଷ୍ଟି ହେଇଯାଏ ।ତେବେ ସବୁ ରୋଗ ଭିତରେ ଡାଇବେଟିସ ଏକ ଏମିତି ରୋଗ ଯାହା ଥରେ କୌଣସି ବ୍ୟକ୍ତିକୁ ହେଲେ ତାହା ଜୀଵନ ଭିତରେ ଆଉ ଭଲ ହୁଏ ନାହିଁ ।

ତେବେ ଯେତେବେଳେ ଶରୀରରେ ଓଜନ ଓ କଲେଷ୍ଟ୍ରଲ ର ମାତ୍ରା ବଡ଼ିଥାଏ ସେତେବେଳେ ଧୀରେ ଧୀରେ ଶରୀରରେ ସୁଗାର ଲେବୁଲ ବି ବଡ଼ିବାକୁ ଲାଗିଥାଏ ଆଉ ଫଳ ସ୍ୱରୂପ ଡାଇବେଟିସ ରୋଗ ହେଇଥାଏ ଜଣଙ୍କୁ ।ତେବେ ଏହି ଡାଇବେଟିସ କୁ ନେଇ କିଛି ଭୁଲ ଧାରଣା ରହିଥାଏ ଯାହାକୁ ଦୁର ହେବା ନିତାନ୍ତ ଜରୁରୀ ଅଟେ ।ତେବେ ଡାଇବେଟିସ ରୋଗୀ ମାନେ ସବୁବେଳେ ତାଙ୍କ ସୁଗାର ଲେବୁଲ କୁ ନିୟନ୍ତ୍ରଣ କରିବା ପାଇଁ ମେଡ଼ିସିନ ନେଇ ଥାଆନ୍ତି ।ତେବେ କିଛି ଲୋକ ମସନ୍ର କହିଥାନ୍ତି କି ଯେଉଁ ମାନଙ୍କୁ ଡାଇବେଟିସ ଅଛି ସେମାନେ ଫଳ ଖାଇବା ଉଚିତ ନୁହେଁ ।

ତେଣୁ ଆଜି ଏହି ସୂଚନାରୁ ଆପଣ ଜାଣି ପାରିବେ ଯେ ଜଣେ ଡାଇବେଟିସ ରୋଗୀ ଫଳ ଖାଇବା ଉଚିତ କି ନାହିଁ ।ତେବେ ଡାକ୍ତର ଙ୍କ କହିବା ଅନୁଯାୟୀ ଡାଇବେଟିସ ହେଇଥିଲେ ବି ଫଳ ଖାଇବା ଉଚିତ କିନ୍ତୁ ସେହି ଫଳ କଞ୍ଚା ଓ କମ ରସ ଜେକ୍ଟ ହେଇଥିବ ଯେପରି । ଯେପରି ଆପଣ ଖାଇ ପାରିବେ ପିଜୁଳି,ଆପେଲ,ବେଦନା ଆଦି, ତେବେ ଆପଣ ସେହି ଜାଗରେ ଅଧିକ ରସ ଯୁକ୍ତ ଫଳ ଖାଇବେ ନାହିଁ ।

ଆଉ କିଛି ଡାଇବେଟିସ ରୋଗୀ ମାନେ କଣ କରନ୍ତି କି ସେମାନେ ନିଜର ସୁଗାର କୋନ୍ତ୍ରଲ ହେଇଗଲା ପରେ ମେଡ଼ିସିନ ଖାଇବା ଛାଡି ଦିଅନ୍ତି ।କିନ୍ତୁ ଏହା କରିବା ଭୁଲ ଅଟେ କାରଣ ସେହି ସୁଗାର ବଡ଼ିବାକୁ 15 ରୁ 30 ଦିନ ସମୟ ଲାଗିଥାଏ ତେଣୁ ମେଡ଼ିସିନ କଣ୍ଟିନ୍ୟୁ କରିବା ଦରକାର ।ଆଉ ପ୍ରତି ମାସରେ ଧରେ ନିହାତି ନିଜର ସୁଗାର ଲେବୁଲ ଚେକ କରିବା ଅତ୍ୟନ୍ତ ଜରୁରୀ ଅଟେ ।

ତେବେ ମନେ ରଖିବେ ଏହା ସହିତ ଆପଣ କିଛି ଏକ୍ସାସାଇଜ କରିବା ଦରକାର ।ଆଉ ଯୁସ ପିଇବା ଅନୁଚିତ ଲାରଣ ଜୁସ ଏକ କଁସେଣ୍ଟଟ୍ରେଟ ଫର୍ମ ଅଟେ ଆଉ ସେଥିରେ ଆବଶ୍ୟକ ମୁତାବକ ନ୍ୟୁଟ୍ରିସନ ମିଳି ନଥାଏ ।ତେବେ ସ୍ୱାସ୍ଥ୍ୟ ହିଁ ସମ୍ପଦ ଆପଣ ଯେତିକି ଆପଣ ସ୍ୱାସ୍ଥ୍ୟର ଯତ୍ନ ନେବେ ସେତିକି ସୁରକ୍ଷିତ ରହିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment