ତେବେ ବନ୍ଧୁଗଣ ସ୍ୱାସ୍ଥ୍ୟ ହିଁ ସମ୍ପଦ ହୋଇଥାଏ | ତେଣୁ ଆମେ ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବରେ ଯତ୍ନବାନ ହେବା ଆବଶ୍ୟକ ଥାଏ| ତାହା ବ୍ୟତୀତ ଆଜିକାଲି ଆମ ଭାରତ ରେ ଡାଇବେଟିସ ଏକ ମୁଖ୍ୟ ସମସ୍ୟା ବୋଲି କୁଗାଯାଉଛି | ଆଉ ଯେଉଁଥିପାଇଁ ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟ ଆମକୁ ଭୋଗିବା ପାଇଁ ପଡୁଛି ବୋଲି କୁହାଯାଉଛି | ତାହାଲେ ଆସନ୍ତୁ ଆଜି ଆମେ ଜାଣବା ଡାଇବେଟିସ ହେଲେ ଆମେ କେଉଁ ସବୁ କାର୍ଯ୍ୟ ପ୍ରତି ବିଶେଷ ଭାବରେ ଦୁଷ୍ଟି ଦେବା | ଏହା ବ୍ୟତୀତ ଡାଇବେଟିସ ରୁ ମୁକ୍ତି ପାଇଁ କେଉଁ ସବୁ ଉପାୟ ଗୁଡିକୁ ଆପଣାଇବା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଡାଇବେଟିସ ରୋଗ ର ନିୟନ୍ତ୍ରଣ ବିଷୟରେ ଜାଣିବା |
ତେବେ ଆମେ ଜାଣିଛୁ କି ଯଦି ଆମ ଶରୀରରେ ଇନ୍ସୁଲିନ ର ମାତ୍ର ବଢିଯାଇଥାଏ ସେତେବେଳେ ଆମେ ତାହାକୁ ଡାଇବେଟିସ ହୋଇଛି ବୋଲି କହିଥାଉ | ତାହା ବ୍ୟତୀତ ଆମ ଶରୀରରେ କ୍ୟାଲୋରୀ ରୁ ଏନର୍ଜି ମିଳିଥାଏ |ତେବେ ଯଦି ଆମ ଶରୀରରେ ଫେଟ ର ପରିମାଣ ବଢିଯାଇଥାଏ ତାହେଲେ ମଧ୍ୟ ଡାଇବେଟିସ ଭଳି ସମସ୍ୟା ଗୁଡିକ ଦେଖାଯାଇଥାଏ |ତେବେ ଡାଇବେଟିସ ମୁଖ୍ୟତଃ ଆମର 4 ଟି କାରଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ହୋଇଥାଏ ଯାହା ଆମ ଉପରେ ପ୍ରଭାବ ପକାଇଥାଏ ବୋଲି କୁହାଯାଉଛି |
1-ଡାଇବେଟିସ ଆମର ଖାଦ୍ୟ ଶୌଳି ଓ ଡାଏଟ
2- ନିୟମିତ ବ୍ୟୟାମ
3- ଡାକ୍ତରଙ୍କର ପରାମର୍ଶ ନେବା
4- ଇନ୍ସୁଲିନ ର ବ୍ୟବହାର କରିବା
ତେବେ କୁହାଯାଉଛି କି ଯେତିକି ପରିମାଣରେ ଆମ ଶରୀର ପାଇଁ ଆବଶ୍ୟକ ତାହା ଖାଇବା ଆବଶ୍ୟକ | ଅଧିକ ପରିମାଣରେ ଫେଟ ଖାଇବା ଆମ ଶରୀର ପ୍ରତି କ୍ଷତିକାରକ ହୋଇଥାଏ |ଏହା ଛଡା ପ୍ରତେକ ଦିନ ପରିବା ଖାଇବା ସହିତ ଫଳ ଖାଇବା ଉଚିତ ବୋଲି କୁହାଯାଉଛି |
ଖାଦ୍ୟରେ କେଉଁ ତେଲ ଖାଇବେ :-
ତେବେ ଡାଇବେଟିସ ପାଇଁ ଆମେ ବିଶେଷ କରିକି ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କୁହାଯାଉଛି | ତେବେ ସଚୁରିଟେଡ଼ ତେଲ କମ ବ୍ୟବହାର କରିବା ର ଆବଶ୍ୟକତା ରହିଛି | ତାହା ସହିତ ଟ୍ରଷଫେଟ ତେଲ ଅର୍ଥାତ ଗୋଟିଏ ତେଲକୁ ବାରମ୍ବାର ବ୍ୟବହାର କରିବା କ୍ଷତି ହୋଇଥାଏ ଶରୀର ପାଇଁ |ତେବେ ମାସକୁ ଜଣେ ଲୋକ ପିଛା 500 ମିଲିଲିଟର ର ତେଲ ବ୍ୟବହାର କରିବା ଆବଶ୍ୟକ |
ଡାଇବେଟିସ ପାଇଁ ବ୍ୟାୟାମ ଓ ଯୋଗ ଆବଶ୍ୟକ :-
ତେବେ କୁହାଯାଉଛି କି ଡାଇବେଟିସ କୁ କଣ୍ଟ୍ରୋଲ କରିବା ପାଇଁ ହେଲେ ଆମକୁ ନିୟମିତ ବ୍ୟାୟାମ ର ଆବଶ୍ୟକତା ରହିଛି | ତେବେ ଆପଣ ମାନେ ପ୍ରତେକ ଦିନ 30 ମିନିଟ ବ୍ୟାୟାମ କରିବା ଆବଶ୍ୟକ ଅଟେ | ତାହା ବ୍ୟତୀତ ସପ୍ତାହ ରେ 5 ଦିନ ଏହା କରିବା ର ଆବଶ୍ୟକ ତା ରହିଛି | ତାହା ଛଡା ଷ୍ଟ୍ରେସ ରୁ ଦୁରେଇ ରହିବା ର ଆବଶ୍ୟକତା ରହିଛି |
ଡାଇବେଟିସ ପାଇଁ ଡାକ୍ତର ଙ୍କ ପରାମର୍ଶ :-
ତେବେ କୁହାଯାଉଛି କି ପ୍ରତି 3 ମାସରେ ଥରେ ଡାକ୍ତର ଙ୍କ ପାଖରୁ ପରାମର୍ଶ ନେବା ଆବଶ୍ୟକ |ତେବେ ଆବଶ୍ୟକ ସ୍ଥଳେ 3 ମାସ ପୂର୍ବରୁ ମଧ୍ୟ ପରାମର୍ଶ ନେବା ଆବଶ୍ୟକ ହୋଇଥାଏ |ଏହା ବ୍ୟତୀତ ଡାକ୍ତର ଙ୍କ ପରାମର୍ଶ କ୍ରମେ ଔଷଧ ସେବନ ଆବଶ୍ୟକ ମଧ୍ୟ ରହିଛି |ଡାଇବେଟିସ ପାଇଁ ଇନ୍ସୁଲିନ ମଧ୍ୟ ନେବା ପରାମର୍ଶ କ୍ରମେ |
ଡାଇବେଟିସ ପ୍ରଭାବିତ କରୁଥିବା ଅଙ୍ଗ:-
ତେବେ ଡାଇବେଟିସ ଆମର ବିଭିନ୍ନ ଅଙ୍ଗ ଉପରେ ମଧ୍ୟ ପ୍ରଭାବିତ କରିଥାଏ |ତେଣୁ ଡାଇବେଟିସ ପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ |
ତେବେ ଏହା ଥିଲା ଡାଇବେଟିସ ସମ୍ବଧୀୟ ସମସ୍ତ ସୂଚନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।