Odisha News Portal

( ଡାଇବେଟିସ୍ ) ସୁଗାର ୩୮୦ ହେଉ ବା ୪୮୦, ବହୁବର୍ଷ ପୁରୁଣା ହେଲେବି କେବେଳ ୭ଦିନରେ ଶେଷ ହେବ ଗ୍ୟାରେଣ୍ଟି – Health Tips

ବନ୍ଧୁମାନେ ଡାଇବେଟିସ ଏକ ଏମିତି ରୋଗ କଁ8ଚି ସ୍ଲୋ ପଏଜନ ଠାରୁ କମ ନୁହେଁ ।ଏହ ଯାହାକୁ ଥରେ ହେଲେ ଆଉ ଜୀଵନ ସାରା ଭଲ ହୁଏନା ଓ ତାଙ୍କ ଜୀବନ ପୁରା ସ୍ୱାଦ ହୀନ ହେଇଯାଏ ।ତେବେ ମୋଟପଣ, ଏକ୍ସାସାଇଜ ନକରିବା,ଅନିଦ୍ରା ହେବା ଆଉ ଅନେକ କାରଣ ଯୋଗୁ ଡାଇବେଟିସ ହେଇଥାଏ ।ଆଉ ଏହାର ଚିକିତ୍ସା ପାଇଁ ମେଡିସିନର ମାତ୍ରା ଦିନକୁ ଦିନ ବଡ଼ିବା ସହିତ ସେହି ମେଡିସିନର ସାଇଡ ଇଫେକ୍ଟ ହାର୍ଟ,କିଡ୍ନୀ,ଆଖି ପରି ମୂଲ୍ୟବାନ ଅଙ୍ଗ ଉପରେ ପଡିଥାଏ ।

ତେବେ ଆମେ ଆଜି ଆପଣଙ୍କୁ ଏକ ଘରୋଇ କାଡ଼ା ବ8ଧ୍ୱର୍ରେ କହିବୁ ଯାହାକୁ ପିଇଲେ ଆପଣଙ୍କ ର ସୁଗାର ଲେବୁଲ ସବୁବେଳେ ବେଲେନ୍ସ ହେଇ ରହିବ ।ଏହା ସହିତ ଏହି କାଡ଼ା ଶରୀରର କଲେଷ୍ଟ୍ରଲ କମ କରିଥାଏ, ଫେଟ କମାଇଥାଏ, ଡାଇଜେଶନ ଠିକ କରିଥାଏ,ଇମୁନିଟି ବଡିବାରେ ବି ସହାୟତା କରିଥାଏ ।ତେବେ ଜାଣି ରଖନ୍ତୁ କେମିତି ପ୍ରସ୍ତୁତି କରିବେ ଏହି କାଡ଼ା ।

କାଡ଼ା ପାଇଁ ଆବଶ୍ୟକ ସାମଗ୍ରୀ:-

-ପାଣି
-ମେଥି
-ଅଦା
-ଡାଲଚିନି ଗୁଣ୍ଡ
-ଭୁର୍ସୁଙ୍ଗା ପତ୍ର

କାଡ଼ା ପ୍ରସ୍ତୁତି ପ୍ରଣାଳୀ:-

-ପ୍ରଥମେ ଆପଣ ଗୋଟିଏ ପାତ୍ରରେ ଦୁଇ ଗ୍ଲାସ ପାଣି ନିଅନ୍ତୁ ଓ ସେହି ପାତ୍ରକୁ ଗ୍ୟାସରେ ବସାନ୍ତୁ ।ଏବେ କିଛି ମେଥି ନିଅନ୍ତୁ,ତେବେ ମେଥିରେ ଦୁର ପ୍ରକାରର ଫାଇବର ମିଳିଥାଏ ଓ ଇନଶୁନିଲର ସେନସିଟିଭ କୁ ବଡେଇଥାଏ ଓ ପାନକ୍ରିଆଜର ଫଙ୍ଗସନକୁ ସୁଧାରି ଥାଏ ।ଏବେ ସେହି ପାଣିରେ ଗୋଟିଏ ଚାମୁଚ ମେଥି ପକାନ୍ତୁ ।

-ଏବେ ଆପଣ କିଛି ଭୁର୍ସୁଙ୍ଗା ପତ୍ର ନିଅନ୍ତୁ, ତେବେ ଏହା ବି ଇନଶୁନିଲର ସେନସିଟିଭ କୁ ବଡେଇଥାଏ ଓ ବ୍ଲଡ଼ର ସୁଗାର ଲେବୁଲ ନିୟନ୍ତ୍ରଣ ହେଇ ରହିଥାଏ ।ତେବେ ସେହି ପାଣିରେ 15 ରୁ 20ଟି ପତ୍ର ପକାନ୍ତୁ ।

-ଏବେ ଏକ ଇଞ୍ଚର ଅଦା ନିଅନ୍ତୁ ଆଉ ତାକୁ ଛେଞ୍ଚି ସେହି ପାଣିରେ ପକାନ୍ତୁ ।ତେବେ ଅଦା ଶରୀରର ମେଟାପଲିଯିମ ରେଟକୁ ହାଇ କରିଥାଏ, ସୁଗାର ଲେବୁଲ କୁ କମ କରିଥାଏ ଓ ପେନ କିଲର ପରି ମଧ୍ୟ କାମ କରିଥାଏ ।

-ଏବେ କିଛି ଡାଲଚିନି ପାଉଡର ସେହି ପାଣିରେ ମିଶାନ୍ତୁ ତେବେ ଡାଲଚିନି ଆୟୁର୍ବେଦ ଅନୁସାରେ ଡାଇବେଟିସ ପାଇଁ ରାମବାଣ ଠାରୁ କମ ନୁହେଁ ।ତେବେ ଏବେ ସେହି ସବୁକୁ 5ରୁ 6 ମିନିଟ ଯାଏ ଫୁଟାନ୍ତୁ ଯେତେବେଳେ ପାଣି କମି ଅଧା ହେଇଯିବ ସେତେବେଳେ ଗ୍ୟାସ ବନ୍ଦ କରି ପାଣିକୁ ଥଣ୍ଡା କରନ୍ତୁ ।

-ତେବେ ଯେମିତି ପାଣି ଅଳ୍ପ ଉଷୁମ ଥିବ ସେହି ସମୟରେ ଛାଣି ନିଅନ୍ତୁ ଆଉ ପ୍ରତିଦିନ ସକାଳେ ଖାଲି ପେଟରେ ଏହି କାଡ଼ା ପିଇବାର ଅଧ ଘଣ୍ଟା ପରେ ଜଳଖିଆ ଖାଆନ୍ତୁ ।7ରୁ 8 ଦିନ ପରେ ଆପଣ ଦେଖି ପାରିବେ ଆପଣ ସୁଗାର କୋନ୍ତ୍ରଲ ହେଇଯିବ ।

ତେବେ ଏହା କିଛି ଏକ୍ସାସାଇଜ ବି ଯାହା ଦ୍ୱାରା ଡାଇବେଟିସ କୋନ୍ତ୍ରଲ କରିବାରେ ବହୁତ ସାହାଯ୍ୟ କରିଥାଏ ସେଗୁଡିକ ଜାଣି ରଖନ୍ତୁ ।

-କପାଳ ଭାତୀ ପ୍ରାଣୟମ
-ଧନୁ ଆସନ
-ପଶ୍ଚିମଟା ଆସନ
-ସୁପ୍ତ ମାସେନ୍ଦ୍ର ଆସନ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।