Odisha News Portal

Dr. Subhalaxmi Mishra – ଡାଇବେଟିସ, ଆଣ୍ଠୁ ଗଣ୍ଠି ବିନ୍ଧା, କମଜୁରୀ ଏବଂ ରକ୍ତ ହୀନତା ସବୁଦିନ ପାଇଁ ଗାଏବ ହୋଇଯିବ, କରନ୍ତୁ ଏହି ଗୋଟିଏ କାମ ୧୦୦% ଚେଲେଞ୍ଜ

ଆଜିର ଦିନରେ ଶହେ ପ୍ରତିଶତରୁ ନବେ ପ୍ରତିଶତ ଲୋକ ଅସୁସ୍ଥ ତଥା ରୋଗାକ୍ରାନ୍ତ ହୋଇପଡୁଛନ୍ତି । ନିଜର ମୋଟାପଣ ପାଇଁ ମଧ୍ୟ ଅଧିକ ଚିନ୍ତିତ ହେଉଛନ୍ତି ଏବଂ ଏହି ମୋଟାପଣରୁ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହେଉଛି । ଯେପରି ମେଦ ବହୁଳତା କଲେଷ୍ଟୋଲ , ମଧୁମେହ ରୋଗ ବା ହାର୍ଟ ବ୍ଲକେଜ ଠାରୁ ଆରମ୍ଭ କରି କ୍ୟାନସର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ଆପଣ ଏକ ସହଜ ଉପାୟ ମାଧ୍ୟମରେ ଏହି ସବୁ ରୋଗରୁ ନିଜକୁ ସୁରକ୍ଷିତ ରଖିପାରିବେ ।

ଆପଣ ପ୍ରତିଦିନ ସକାଳୁ ଉଠି ଯଦି ଭିଜା ଯାଇଥିବା କିସମିସ ସହ ତାର ପାଣି ପିଅନ୍ତି ତେବେ ଏହି ସବୁ ରୋଗରୁ ଆପଣ ନିଜକୁ ସୁରକ୍ଷିତ ରଖିପାରିବେ । ତେବେ ଆସନ୍ତୁ ଜାଣିବା ଏହି କିସମିସ ରେ କେଉଁ କେଉଁ ଭିଟାମିନ ରହିଛି ଏବଂ ଏହା ଦ୍ୱାରା ଆମକୁ କଣ ଫାଇଦା ମିଳିଥାଏ ।

କିସମିସ କୁ ପାଣିରେ ଭିଜେଇ ଖାଇଲେ ଆମକୁ କ୍ୟାଲସିୟମ ଏବଂ ଆଇରନ ମିଳେ ଏବଂ ଏହି ଆଇରନ ଆମର ରୋଗପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରେ । ତେଣୁ ଏହାକୁ ସକାଳେ ଖାଇବା ଦ୍ୱାରା ପ୍ରଟିନ ମଧ୍ୟ ମିଳିଥାଏ । ଏହା ସହ କିସମିସ ଅନେକ ରୋଗ ଯେପରିକି ବ୍ଲଡପ୍ରେସର , ବ୍ଲଡ ସାରକୁଲେସନ ସଠିକ କରିବାରେ ସହାୟକ କରିଥାଏ । ରାତିରେ ଭିଜାଇ ସକାଳୁ ଏହାକୁ ଖାଇବା ଦ୍ୱାରା ଶରୀରରେ ଆଇରନର କ୍ଷମତା ବଢିଥାଏ ।

କିସମିସକୁ ନିୟମିତ ଖାଇବା ଦ୍ୱାରା ଆପଣଙ୍କର ହୃତପିଣ୍ଡ ଜନିତ ସମସ୍ୟା ଦୂର କରିବାରେ ସାହାୟକ ହୋଇଥାଏ । ସକାଳୁ ଏହାକୁ ଖାଲିପେଟରେ ଖାଇଲେ ଆପଣ ହୃଦ ରୋଗରେ ପିଡୀତ ହେବେ ନାହିଁ । କିସମିସ ଆମ ଶରୀରର ହାର୍ଟକୁ ସୁରକ୍ଷିତ ଏବଂ ସନ୍ତୁଳିତ କରିବାରେ ବଡ ଭୂମିକା ଗ୍ରହଣ କରିଥାଏ ।

ଯେଉଁ ବ୍ୟକ୍ତିମାନେ ନିଜ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି ଏବଂ ବିଭିନ୍ନ ପ୍ରକାର ଚେଷ୍ଟା କରିବା ଦ୍ୱାରା ନିଜର ମୋଟାପଣ ଦୂର ହେଉ ନାହିଁ । ଯଦି ଆପଣ ନିଜର ଚର୍ବିକୁ କମାଇବା ପାଇଁ ଚାହୁଛନ୍ତି ତେବେ ରାତ୍ରୀରେ ଭିଜାଯାଇଥିବା କିସମିସର ପାଣିକୁ ସେବନ କରନ୍ତୁ ଏବଂ କିସମିସ ମଧ୍ୟ ଖାଆନ୍ତୁ । ଦେଖିବେ ଆପଣଙ୍କର ଚର୍ବି ବହୁତ ମାତ୍ରାରେ କମିଯିବ , ଏହା ସହ ଆପଣଙ୍କର ଓଜନ ମଧ୍ୟ କମିଯିବ । ତେଣୁ ଆପଣ ପ୍ରତିଦିନ ନିୟମିତ ଭାବରେ ଖାଦ୍ୟ ରୂପେ କିସମିସ ଖାଆନ୍ତୁ । ଆଉ ଆପଣଙ୍କ ମୋଟାପଣ ପାଇଁ ଯେଉଁ ଚିନ୍ତିତ ରହୁଥିଲେ ଆପଣଙ୍କର ସେହି ଚିନ୍ତା ସବୁଦିନ ପାଇଁ ଦୂର ହୋଇଯିବ ।

କିସମିସ ଆମ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ ଏବଂ ଅନେକ ପ୍ରାକାର ରୋଗରୁ ମଧ୍ୟ ଆମକୁ ରକ୍ଷା କରିଥାଏ । ତେଣୁ ଆପଣ ମାନେ ନିୟମିତ ଭାବରେ କିସମିସ କୁ ନିଜର ଖାଦ୍ୟ ରୂପେ ଗ୍ରହଣ କରିବା ଉଚିତ । ତେବେ ଯାଇ ଆପଣ ଏହି ସବୁ ସମସ୍ୟାକୁ ଦୂର କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।