ଆଜି ଆମେ ଆପଣ ମାନଙ୍କୁ ଡାଇବେଟିସ ବିଷୟରେ କହିବୁ , ତେବେ ଏହା ଏମିତି ଏକ ରୋଗ ଯାହା ଥରେ ହୋଇଗଲେ ବହୁତ କଷ୍ଟ ସହିବାକୁ ପଡିଥାଏ । ଏହି ରୋଗ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ । ଆଧୁନିକ ଚିକିତ୍ସା ବିଜ୍ଞାନ ମତରେ ଡାଇବେଟିସ ପୂର୍ଣ୍ଣ ରୂପରେ ଶେଷ ହୁଏ ନାହିଁ ମାତ୍ର ଏହାକୁ ନିୟନ୍ତ୍ରଣ କରାଯାଇପାରିବ । ଡାଇବେଟିସ ଆଜିର ସମୟରେ ସାତ ଜଣକ ମଧ୍ୟରୁ ଜଣଙ୍କୁ ନିହାତି ଥିବ ।
ଏହାର ମୁଖ୍ୟ କାରଣ ଏହା ହୋଇଥାଏ କି ଆଜି କାଲି ସମସ୍ତେ ଘର ଖାଇବା ଠାରୁ ବାହାର ଖାଇବା ଅଧିକ ପସନ୍ଦ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ କହିବୁ ଏକ ମାସ ପର୍ଯ୍ୟନ୍ତ ଯଦି ଆପଣ ମାନେ ଏହି ଜିନିଷ ଖାଇବେ ତାହେଲେ ଡାଇବେଟିସ ପୂରା ମୂଳରୁ ଶେଷ ହୋଇଯିବ । ତେବେ ଆସନ୍ତୁ ଜାଣିବା ତାହା ବିଷୟରେ ।
ସୁଗାରକୁ କମ କରିବା ପାଇଁ ଶାରିରୀକ ଯୋଗାସନ ବହୁତ ହିଁ ଭଲ ରହିଥାଏ । ସକାଳ ସମୟରେ ଖାଲି ପାଦରେ ଘାସରେ ବୁଲିବା ଆବଶ୍ୟକ । ଭରପୁର ନିଦ କମସେକମ ଆଠ ଘଣ୍ଟା ନେବା ଆବଶ୍ୟକ । ସମସ୍ତ ପ୍ରକାର ମାନସିକ ଚିନ୍ତାରୁ ଦୂରରେ ରୁହନ୍ତୁ । ଧୂମ୍ରପାନ କରନ୍ତୁ ନାହିଁ ଏହା ସହିତ ଲୁଣ କମ ଖାଆନ୍ତୁ । ଶରୀରକୁ ପାଣିର ଅଭାବ ହେବାକୁ ଦୁଅନ୍ତୁ ନାହିଁ ଦିନରେ ମିନିମମ 6 ଲିଟର ପାଣି ପିଅନ୍ତୁ ।
ସାରୁକୁ ଭାରତରେ ବିଭିନ୍ନ ନାମରେ ଜମା ଯାଇଥାଏ ଏହା ସହିତ ବହୁତ ଲୋକ ଏହାର ତରକାରୀ କରି ଖାଇବାକୁ ପସନ୍ଦ କରନ୍ତି ଏବଂ ଅନେକ ଲୋକ ସାରୁର ପକୁଡି ବନେଇ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ବହୁତ ହିଁ ସ୍ୱାଦିଷ୍ଟ ହୋଇଥାଏ , ସାରୁରେ ବିଟାମିନ ସି , କ୍ୟାଲସିୟମ , ମ୍ୟାଗନେସିୟମ , ଆଇରନ ଏବଂ ବିଟାମିନ ବି ଊରପୁର ମାତ୍ରାରେ ମିଳିଥାଏ । ସାରୁରେ ଆଣ୍ଟି ଅକ୍ଟିଡେଣ୍ଟ ମିଳିଥାଏ ୟାହା ଆମ ଶରାରକପ ବିଭିନ୍ନ ରୋଗରୁ ବଞ୍ଚାଇଥାଏ । ସାରୁରରୁ ପ୍ରାଚୁର୍ଯ୍ୟ ପରିମାଣରେ ଭିଟାମିନ ମିଳିତାଏ ୟାହା ଡାଇବେଟିସକୁ ଲଢିବାରେ ବହୁତ ସାହାର୍ଯ୍ୟ କରିଥାଏ । ଏଥିପାଇଁ ଆପଣ ମାନେ ସାରୁର ସେବନ ନିଶ୍ଚିତ ରୂପରେ କରନ୍ତୁ ।
କଲରା ଡାଇବେଟିସକୁ କଣ୍ଟ୍ରୋଲ କରିପାରେ ବହୁତ ସାହାର୍ଯ୍ୟ କରିଥାଏ , ଏହା ପୂରା ଶରୀରର ଗ୍ଲୁକୋଡ ମେଟାପଲିଜିମକୁ ପ୍ରବାବିତ କରିଥାଏ । ଅଧିକରୁ ଅଧିକ କଲରା ଜୁସର ସେବନ କରନ୍ତୁ । ଯାହା ଦ୍ୱାରା ଆପଣ ମାନଙ୍କର ଡାଇବେଟିସ କଣ୍ଟ୍ରୋଲ ହୋଇଯିବ ।
ମେଥିରେ ମଧୁମେହକୁ କଣ୍ଟ୍ରୋଲ କରିବାର କ୍ଷମତା ରହିଛି ଏବଂ ବ୍ଲଡ ସୁଗାର ସେବନରୁ କଣ୍ଟ୍ରୋଲ କରିଥାଏ । ଏହା ଗ୍ଲୁକୋଜ ଡିପେନଡେଣ୍ଟ ଇନସୁଲିନର ସ୍ତରରୁ ବଢାଇଥାଏ । ଜାମୁକୋଳି ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରି ମଧୁମେହକୁ ରୋକିବାରେ ସାହାର୍ଯ୍ୟ କରିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।