Odisha News Portal

ଦଶମ ପାସ କରିଥିବା ପିଲାଙ୍କ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ ! ଗ୍ୟାସ ଏଜେନ୍ସି ତରଫରୁ ନିଯୁକ୍ତି ସୁଯୋଗ , ଆଜି ହିଁ ଆବେଦନ ପ୍ରକ୍ରିୟା ଚାଲୁ କରନ୍ତୁ ……

0 3

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଡ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆପଣ ମାନେ ଯଦି ଏହି କରୋନା ମହାମାରୀ ପାଇଁ ଘରେ ବସିଛନ୍ତି ଏବଂ କିଛି କାମ କରୁନାହାନ୍ତି ତେବେ ଆପଣ ମାନଙ୍କ ପାଇଁ ଆସିଲା ବଡ ସୁଯୋଗ । ତେବେ ଏହି ସୁଯୋଗ କେବଳ ସେହି ମାନଙ୍କ ପାଇଁ ଯେଉଁ ମାନେ ଦଶମ ପାସ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେ ବିଷୟରେ । ଦଶମ ପାସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଗ୍ୟାସ ଏଜେନ୍ସି ଖୋଲନ୍ତୁ ଏବଂ ମାଲେ ମାଲ ହୁଅନ୍ତୁ । କରୋନା ମହାମାରୀ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ସତେ ଯେମିତି ଦୋହଲି ଯାଇଛି ।

ଛୋଟ ଦୋକାନୀ ପାଖରୁ ଆରମ୍ଭ କରି ବଡ ବଡ ବ୍ୟବସାୟୀ ସରକାରୀ ଚାକିରିଆ , ସାଧାରଣ ଲୋକ ମାନେ କେହି ହେଲେ ମଧ୍ୟ ଏହି ବ୍ୟବସାୟରୁ ବାଦ ପଡିନାହାନ୍ତି । ଇତି ମଧ୍ୟରେ ଯଦି ଆପଣ ମାନେ ନିଜର କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଚାହିଁଛନ୍ତି ତେବେ ଏଲପିଜି ଗ୍ୟାସ ସମବାୟ ଖୋଲି ଖୁବ କମ ସମୟରେ ଆର୍ଥିକ ସଂଙ୍କଟରୁ ବାହାରି ପାରିବେ । ତେବେ ବଡ କଥା ହେଉଛି ଏଠାରେ ଆପଣଙ୍କୁ ଅଧିକ ଶିକ୍ଷାଗତ ଯୋଗ୍ୟତା ଦରକାର ନାହିଁ କି ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବେ ନାହିଁ। ସ୍ୱଳ୍ପ ଅର୍ଥ ବିନିଯୋଗ କରି ଆପଣ ମାନେ ଏହି ବ୍ୟବସାୟକୁ ଆରମ୍ଭ କରିପାରିବେ ।


ଦେଶରେ ଇଣ୍ଡିଆନ , ବାରତ ଏବଂ ଏଚପି ପରି ତିନୋଟି ତୈଳ କମ୍ପାନୀ ରହିଛି । ଯେଉଁମାନେ କି ବିଭିନ୍ନ ସମୟରେ ଡିଲର ସିପ ପାଇଁ ବିଜ୍ଞାପନ ବା ନୋଟିଫିକେସନ ଜାରି କରିଥାନ୍ତି । ଯଦି ଆପଣ ମାନେ ଏଜେନ୍ସି ଖୋଲିବାକୁ ଚାହୁଁଥିବେ ତେବେ ଏହି ତିନୋଟି ଅଧିକାରୀଙ୍କ ଏଜେନ୍ସିକୁ ଯାଇ ଡିଲର ସିପ ପାଇଁ ଆବେଦନ କରିପାରିବେ ।

ଏହି ବିଜ୍ଞାନ ଖବର କାଗଜ ବା କମ୍ପାନୀର ୱେବ ସାଇଟରେ ଦିଅଯାଇଥାଏ । ଆବେଦନ କାରୀକୁ ଏକ ନିର୍ଧିଷ୍ଟ ଫର୍ମାଟରେ ଆବେଦନ କରିବାକୁ ପଡିଥାଏ । ଆବେଦନ ପ୍ରକ୍ରିୟା ପରେ ଲଟେରି ସିସଷ୍ଟମରୁ ଡିଷ୍ଟ୍ରିବ୍ୟୁଟର ଚୟନ କରାଯାଇଥାଏ ଏବଂ ଲଟେରିରେ ଯେଉଁ ବ୍ୟକ୍ତିଙ୍କ ନାଁ ଘୋଷଣା ହେବ ତାଙ୍କୁ ହିଁ ପରବର୍ତ୍ତୀ ପ୍ରକ୍ରିୟା ପାଇଁ ଡକାଯିବ ।


ପୂର୍ବରୁ ଗ୍ୟାସ ଏଜେନ୍ସି ଖୋଲିବା ପାଇଁ ଆବେଦକଙ୍କ ଶିକ୍ଷାଗତ ଯୋଗ୍ୟତା ଏତି କମରେ ଗ୍ରାଜୁଏସନ ହେବା ଦରକାର ପଡୁଥିଲା କିନ୍ତୁ ଜେୱେରାଲ ବା ରେଗୁଲାର କେଟାଗରିରେ ଦଶମ ପାସ କରିଥିବା ବ୍ୟକ୍ତିଙ୍କୁ ଏଲପିଜି ଡିଲର ସିପ ନେଇପାରିବେ । ତୈଳ କମ୍ପାନୀ ମାନଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନ ଅନୁଯାୟୀ ବର୍ତ୍ତମାନ 60 ବର୍ଷ ପର୍ଯ୍ୟନ୍ତ କୌଣସି ବି ବ୍ୟକ୍ତି ଗ୍ୟାସ ଏଜେନ୍ସି ନେଇପାରିବେ । ତେବେ ଯଦି ଆପଣ ମାନେ ଦଶମ ପାସ କରିଛନ୍ତି ଏବଂ କିଛି କାମ କରନାହାନ୍ତି ତେବେ ଏହା ଆପଣ ମାନଙ୍କ ପାଇଁ ଏକ ବହୁତ ହିଁ ବଡ ସୁଯୋଗ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।