ମୋ ଭଉଣୀ କୋଉ ସାଇଜର ବ୍ରା ପିନ୍ଧିଛି, ତାର ପିରିୟ୍ଡ଼ସ କେବେ ଏସବୁ ରେକର୍ଡିଙ୍ଗ କରି ଭାଇରାଲ କରୁଛି… ଏ ନେଇ କଣ କହୁଛି ନିଜ ଭାଇ, ଦେଖନ୍ତୁ Video

ତେବେ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଶୁଣିବାକୁ ପାଉଥିବେ | ଅନେକ ସମୟରେ ଲୋକ ଙ୍କ ପାଖରୁ ପଇସା ନେଇ ବିଭିନ୍ନ ପ୍ରକାରର କାମ କରିଦେବାର ଆଶା ମଧ୍ୟ ଦେଇ ଲୋକ ମାନଙ୍କୁ ଥକାଉଥିବାର ମଧ୍ୟ ଦେଖିବାକୁ ପାଉଥିବେ ଆପଣ ମାନେ | ତେବେ ବର୍ତ୍ତମାନ ସେହିଭଳି କିଛି ଘଟଣା ଦେଖିବାକୁ ମିଳିଛି, ଆଉ ଯେଉଁଠି ପାରିବାରିକ ବିବାଦ ର ସମାଧାନ କରିବ ବୋଲି କହି ଭଉଣୀ ଙ୍କର ବିଭିନ୍ନ ପ୍ରକାରର ଖରାପ କଥା ପଚାରି ତାହାକୁ ରେକଡ଼ କରିବା ସହିତ ଫୋଟ କୁ ନେଇ ନେକେଡ଼ କରିକି ଭାଇରାଲ କରେଇବାର ଧମକ ଦେବାକୁ ଲାଗିଛି | ଆଉ ଯାହା ପରେ ଭାଇ ଜଣଙ୍କ ଲୋକ ଜଣଙ୍କୁ ଟଙ୍କା ଦେବା ପରେ ବର୍ତ୍ତମାନ ଥାନା ର ଦ୍ୱାରସ୍ଥ ହୋଇଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ଆଉ ଯାହା ଜଣା ପଡିଛି କି ନିଜକୁ CBI ଅଫିସର ବୋଲି କହି ଲୋକ ମାନଙ୍କୁ ଥକାମୀ ର ଶିକାର କରିଛନ୍ତି | ଆଉ ପାରିବାରିକ ବିବାଦ କୁ ସମାଧାନ କରିଦେବେ ବୋଲି କହିବା ସହିତ ଲୋକ ଜଣଙ୍କ ମନରେ ବିଶ୍ୱାସ ଜନ୍ମଇ ବାପା ମା ଭଲ ଲୋକ ଙ୍କର ବାପା ଙ୍କୁ ବ୍ୟବହାର କରିବା ପରେ ଥକାଇବା କୁ ଲାଗିଥିଲେ ଯୁବକ ଜଣଙ୍କୁ | ଆଉ ଯାହା ଜଣା ପଡିଥିଲା କି ଯୁବକ ଙ୍କ ଭଉଣୀ ଙ୍କ ସହିତ କଳହ ର ସମାଧାନ କରିବେ ବୋଲି କହି ତାଙ୍କ ସହିତ ଫୋନ ରେ କଥା ହେବାକୁ ଲାଗିଥିଲେ |

ତେବେ ଭଉଣୀ ଜଣଙ୍କ କେତେ ସାଇଜ ର ଇନର ଆଉ ପେଣ୍ଟି ପିନ୍ଧନ୍ତି, ତାହା ସହିତ ତାଙ୍କର ପିରିୟଡ଼ସ କେବେ ଆସୁଛି ଏହି ଭଳି ପ୍ରଶ୍ନ ପଚାରି ତାହାକୁ ରେକଡ଼ିଂ କରିକି ରଖିବା ସହିତ ତାଙ୍କର ଭଲ ଫୋଟ କୁ ନେଇକି ଏଡିଟିଂ ରେ ନେକେଟ କରେଇ ଦେଇଥିଲେ | ଆଉ ସମ୍ବିତ କୁମାର ମହାନ୍ତି ନାମକ ଏହି ଯୁବକ ଜଣଙ୍କ ଲୋକ ଙ୍କୁ ଭଉଣୀ ଙ୍କର ଏହି ଫୋଟ କୁ ଭାଇରାଲ କରିଦେବାର ଧମକ ଦେଇ ଟଙ୍କା ମାଗିଥିଲେ |

ଆଉ ଭଉଣୀ ଜଣକ ଆତ୍ମହତ୍ୟା କରିବା ପାଇଁ ବାହାରିବାରୁ ଭାଇ ଜଣଙ୍କ 30,000 ଟଙ୍କା ଦେବା ସହିତ ଦେଢ଼ ଲକ୍ଷ ଟଙ୍କା ଭୁବନେଶ୍ୱର ଭାରତ ପେଟ୍ରୋଲ ପମ୍ପ ନିକଟରେ ଦେବା ସହିତ ସୁନା ଚେନ ମଧ୍ୟ ଦେଇଥିଲେ | ଆଉ ମତ 1 ଲକ୍ଷ 80 ହଜାର ଟଙ୍କା ଦେଇଥିଲେ ବୋଲି କୁହାଯାଇଛି | ଆଉ ଏବେ ସେ ଲୋକ ଜଣଙ୍କ ଫେରାଲ ଅଛନ୍ତି ଆଉ ବର୍ତ୍ତମାନ ଭଉଣୀ ଙ୍କ ସୁରକ୍ଷା ପାଇଁ ମଞ୍ଚେଶ୍ୱର ଥାନା ତାହା ପରେ ସାଇବର ଥାନା ର ଦ୍ୱାରସ୍ଥ ହୋଇଛନ୍ତି ଭାଇ ଜଣଙ୍କ | ଆଉ ନ୍ୟାୟ ପାଇଁ ଦାବି କରିଛନ୍ତି | ଯାହା ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment